ରାଜଧାନୀରେ ଅପହରଣ ପରେ ମୁଣ୍ଡ ଜାମିନ ରଖି ମାଗିଲେ ୧୦ ଲକ୍ଷ ଟଙ୍କା । ଭୁବନେଶ୍ବର ପାତ୍ରପଡ଼ା ଅଞ୍ଚଳର ଜଣେ କ୍ୟାବ୍ ଡ୍ରାଇଭରଙ୍କୁ ଅପହରଣ ପରେ ତାଙ୍କ ପତ୍ନୀଙ୍କୁ ଫୋନ କରି ୧୦ ଲକ୍ଷ ଟଙ୍କା ଅପହରଣକାରୀ ମାଗିଥିବା ଅଭିଯୋଗ ହୋଇଛି ।
ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍ କଲେଜ ହସ୍ପିଟାଲରେ ଜାରି ରହିଛି ଉତ୍ତେଜନା । ଶହେରୁ ଅଧିକ ହାଉସ ସର୍ଜନ କାର୍ଯ୍ୟବନ୍ଦ କରିଛନ୍ତି । ଆଜି ହାଉସ ସର୍ଜନ ଏବଂ ଡାକ୍ତରୀ ଛାତ୍ରମାନେ ହସପିଟାଲ ପରିସରରେ ଧାରଣା ଦେଉଛନ୍ତି ।
ନାବାଳକ ଜଣକ ପଡୋଶୀଙ୍କ ଟାହିଟାପରା ଅପମାନ ସହିନପାରି ଆତ୍ମହତ୍ୟା କରିଥିବା ଥାନାରେ ଅଭିଯୋଗ କରିଛନ୍ତି ମୃତକଙ୍କ ଦାଦା।
ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୦୮.୦୦ ପର୍ଯ୍ୟନ୍ତ ।
ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଉନ୍ମୋଚନ କାର୍ଯ୍ୟକ୍ରମ । ସ୍ୱତନ୍ତ୍ର ଖୁଆଡରେ ଛଡାଯିବ କ୍ୟୋସେୱାରୀ ଓ ଅଷ୍ଟ୍ରିଜ୍ ପକ୍ଷୀ ।
ଯେକୌଣସି ଋତୁରେ , ପାହାଡିଆ ରାସ୍ତାରେ ଚାଲିବ ଯାନ । ଗାଡ଼ିରେ ଖଞ୍ଜାଯାଇଛି ରିମୋଟ୍ କଣ୍ଟ୍ରୋଲ ସର୍ଚ୍ଚ ଲାଇଟ୍ ।
ନିଖୋଜଙ୍କ ମଧ୍ୟରେ ୨ ଜଣ ଶିଶୁ, ଜଣେ ନାବାଳିକା ଏବଂ ଆଉ ଜଣେ ମହିଳା ରହିଛନ୍ତି। ମୃତକ ଓ ନିଖୋଜ ସମସ୍ତେ ତାନସିଂ ଗାଁର ବୋଲି ଜଣାପଡିଛି ।
ଆଭ୍ୟନ୍ତରୀଣ ଜିଲ୍ଲାରେ ଶୀତର ପ୍ରକୋପ ଜାରି । ଉପକୂଳ ଓ ଦକ୍ଷିଣ ଓଡ଼ିଶାକୁ କୁହୁଡ଼ି ସତର୍କତା ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ପାରିବାରିକ ଝଗଡା ପାଇଁ ଘର ଛାଡ଼ି ପଳାଇ ଆସିଥିବା ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା ଅଭିଯୋଗ ହୋଇଛି ।
ବିପୁଳ ପରିମାଣର ମାଓ ବିସ୍ପୋରକ ସହ ବନ୍ଧୁକ ତିଆରି ସାମଗ୍ରୀକୁ ଜବତ କରିଛନ୍ତି BSF ଯବାନ । ଭେଜଙ୍ଗୱାଡା ଜଙ୍ଗଲ ମଧ୍ୟରେ BSF ଜବାନ କମ୍ବିଂ ଅପରେସନ କରୁଥିଲେ ।
ମକର ପୂର୍ବରୁ ରାସ୍ତାଘାଟରେ ଦେଖିବାକୁ ମିଳୁଛି ବେପରୁଆ ଗୁଡି ଉଡା । ଗୁଡ଼ିରେ ମାଞ୍ଜା ଓ ଚାଇନା ସୁତା ବ୍ୟବହାର ଯୋଗୁଁ ଅନେକ ରକ୍ତାତ ହେଉଛନ୍ତି ।
ଜୀବନକୁ କେମିତି ଧୂଳିସାତ୍ କରେ ବଦଭ୍ୟାସ ତମାଖୁ । ପୀଡ଼ିତ ଅଭିନେତା ସାତ୍ୟକୀ ମିଶ୍ରଙ୍କ ଭିଡିଓକୁ ନେଇ ଚର୍ଚ୍ଚା ।
ଆନ୍ଦୋଳନ ଯୋଗୁ ମେଡିକାଲ ଭିତରକୁ ଆମ୍ବୁଲାନ୍ସ ଯିବା ଆସିବାରେ ସମସ୍ୟା ଦେଖାଦେଇଥିଲା। ଘଟଣାସ୍ଥଳରେ ବଲାଙ୍ଗିର ଜିଲ୍ଲାପାଳ ଓ ଏସ୍.ପି. ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।
ଗତ ୨୧ ତାରିଖ ଅପରାହ୍ନ ପ୍ରାୟ ୪ଟାରେ ମା’ଗୃହରୁ ବାହାରକୁ ଯାଇଥିଲେ ଲକ୍ଷ୍ମୀ। କିନ୍ତୁ, ତାଙ୍କ ସହ କ’ଣ ଘଟିଗଲା କେଜାଣି, ସେଦିନ ରାତି ପ୍ରାୟ ୧୧ଟାରେ ମା’ଗୃହ ନିକଟରେ ମିଳିଥିଲା ଦରପୋଡ଼ା ମରଶରୀର।
ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ରଙ୍କ ଅଭିଯୋଗ- ଐତିହ୍ୟ ପ୍ରକଳ୍ପର ସ୍ୱପ୍ନ ଦେଖାଇ ସରକାର ମନ୍ଦିର ଚତୁଃପାର୍ଶ୍ୱରେ ଅନେକ ପ୍ରାଚୀନ ମଠ, ଘର ଓ ଲଜିଂ ଧ୍ୱଂସ କରି ପ୍ରଶସ୍ତ ଯାଗା ପାଇଥିଲେ। ହେଲେ ପ୍ରତିଶ୍ରୁତି ମୁତାବକ କୌଣସି କାମ ହୋଇନି।
ଗତକାଲି ଧାମନଗର ମଞ୍ଚରେ ନା ନନେଇ ଟାର୍ଗେଟ୍ କରିଥିଲେ। ଆଉ ଆଜି ଅନୁଗୁଳ ଓ ଢେଙ୍କାନାଳରେ ଖୋଲାଖୋଲି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶ୍ନ କରିଛନ୍ତି ପାଣ୍ଡିଆନ।
ପାରିବାରିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନଦୀ ପାର ହୋଇ ଯାଉଥିଲେ। ହେଲେ ନଦୀ ମଝିରେ ବୁଡ଼ିଗଲା ଡଙ୍ଗା । ଆଉ ଚାଲିଗଲା ଜଣଙ୍କ ଜୀବନ। ଅନ୍ୟ ୪ ଜଣ ନିଖୋଜ ଅଛନ୍ତି ।
ମାସେ ହେଲା ଧାରଣାରେ ବସିଲୁ । ଏବେ ବି ସରକାରଙ୍କୁ ସମୟ ଦେଉଛୁ । ଆଉ ୪ ମାସ ପରେ ବିଜେପି ସରକାରକୁ ଆସିଲେ ୭୨ ଘଣ୍ଟାରେ ସଫା ହୋଇଯିବ ଗାଡ଼କଣ ଡମ୍ପିୟାର୍ଡ ।
ସୂର୍ଯ୍ୟବଂଶୀ ସୂରଜଙ୍କୁ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ କରିଥିବା ଟାର୍ଗେଟର ଜବାବ ରଖିଛି ବିଜେପି । ବିଧାୟକ ସୂର୍ଯ୍ୟବଂଶୀ ସୂରଜ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସରକାରୀ ମଞ୍ଚରେ ରାଜନୈତିକ ମନ୍ତବ୍ୟ ହାସ୍ୟାସ୍ପଦ ।
ଫୁଲବାଣୀରେ ଏସିଡ ଆଟାକ୍ । ଟାଉନ ଥାନା ଅନ୍ତର୍ଗତ ଶଶୀ ପାନ ଦୋକାନ ଛକରେ ଏସିଡ ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି । ଆହତ ମଧ୍ୟରେ ବାପା, ପୁଅ ଏବଂ ଜଣେ ଯୁବକ ଅଛନ୍ତି ।
ଶିଳାନ୍ୟାସ ଫଳକରେ ନାଁ ନଥିବାରୁ ପ୍ରତିବାଦରେ ଭାଙ୍ଗିଦେଲେ । ନୀଳଗିରି ଗରଡିହି ପଞ୍ଚାୟତ କଳାକାଦ ଗାଁରେ ପଲିଟିକାଲ ହାଇଡ୍ରାମା । କଳାକାଦରୁ ଆମ୍ବଝର ସଂଯୋଗ କରୁଥିବା ରାସ୍ତାର ଶିଳାନ୍ୟାସ ଫଳକକୁ ଭାଙ୍ଗି ଦେଇଛନ୍ତି ।
ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ନିଃଶ୍ୱାସ ପ୍ରଶ୍ୱାସ ନେବାରେ ସେ କଷ୍ଟ ଅନୁଭବ କରୁଥିଲେ । ଏଥିପାଇଁ ଭେଣ୍ଟିଲେଟରରେ ରଖାଯାଇଥିଲା ।
ଗିରଫ ଡାକ୍ତର MKCGର ନିଶ୍ଚେତକ ବିଭାଗର ଦୁର୍ଗାଦତ୍ତ ଶାସନି ।
ଏସସିବି ମେଡିକାଲରେ ରୋଗୀ ସେବାର ବିକଳ ଚିତ୍ର ।