ସମ୍ବଲପୁର ଟାଉନ୍ ଥାନା ଅନ୍ତର୍ଗତ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅଫିସ ସାମ୍ନାରେ ଏହି ଘଟଣା ଘଟିଛି । ମିଳିଥିବା ସୂଚନା ଅନୁସାରେ ମୃତ ନାବାଳକର ଘର ଆମ୍ବେଦକରନଗରରେ ।
ନୟାଗଡ଼ କଣ୍ଟେଇମୁଣ୍ଡି ବାଇଗଣ, ଡଙ୍ଗରିଆ କନ୍ଧ ଏମ୍ବ୍ରୋଡରୀ ସାଲ୍କୁ ମଧ୍ୟ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିଛି ।
୨ ବର୍ଷରୁ ଅଧିକ ସମୟ ହେଲା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ କାରବାର କରିନାହାନ୍ତି କି ? ଯଦି ହଁ, ତେବେ ଅଚଳ ହୋଇଯିବ ଆପଣଙ୍କ ଆକାଉଣ୍ଟ । ସେହିଭଳି ୧୦ ବର୍ଷରୁ ଅଧିକ କୌଣସି ନେଣଦେଣ ନ ହେଲେ ତାହା ଅନ୍କ୍ଲେମ୍ଡ ବା ଅଣଦାବିଦାର ହୋଇଯିବ ।
ଅସଂପୂର୍ଣ୍ଣ ପ୍ରକଳ୍ପ ଉଦଘାଟନ କରିଥିବା କହି ବିରୋଧୀଙ୍କ ଟାର୍ଗେଟ୍ । ମଞ୍ଚ ଉପରେ ବାକ୍ ଯୁଦ୍ଧ ।
ନୂଆବର୍ଷରେ ଜମିଥିଲା ନାଲିପାଣି ନିଶା ! ଫୁଲ୍ ନିଶାରେ ଝୁମିଥିଲା ପୂରା ଓଡ଼ିଶା ! ପିଉ ପିଉ ପିଇ ଦେଇଥିଲା ୧୧ ଲକ୍ଷ ଲିଟର ମଦ ! ନିଶାପାଣିରେ ଉଡ଼ିଗଲା ୬୦ କୋଟିରୁ ଅଧିକ ଟଙ୍କା !
ପୁରା ନାରାୟଣପାଟଣା ବ୍ଳକକୁ ଗୋଟିଏ ବସ୍ । ବିଶ୍ୱାସଭାଜନ ହେଉନି ସରକାରଙ୍କ ଲକ୍ଷ୍ମୀ ବସ୍ ସେବା ।
ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦାମଙ୍କ ଉପରୁ ହଠାତ୍ ବହିଷ୍କାର ଆଦେଶ ପ୍ରତ୍ୟାହାର ପଛରେ କଣ ଷ୍ଟ୍ରାଟେଜି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଯଦିଓ ଦାମଙ୍କ ପୁଅ କହିଛନ୍ତି ବାପାଙ୍କୁ ଖୁସି କରିବାକୁ ସେ ୨ ବର୍ଷ ପୂର୍ବରୁ ଏହି କଥା ପାଣ୍ଡିଆନଙ୍କୁ କହିଥିଲେ।
OSSSC ନିକଟରେ RI, ARI, Amin, SFS, ICDS ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ପ୍ରାର୍ଥୀମାନେ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୨୮୦୦ ରୁ ଅଧିକ ପଦବୀ ପୂରଣ ହେବ।
କେମିତି ହେଲା ବିସ୍ଫୋରଣ ଏନେଇ ପ୍ଲାଣ୍ଟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ପାଖାପାଖି ୨୦ ଲକ୍ଷ ଟଙ୍କା ଲୁଟିଥିବା ନେଇ ତଥ୍ୟ ପାଇଛି ପୋଲିସ।
ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସଭାମଞ୍ଚରେ ନରସିଂହ ମିଶ୍ରଙ୍କ ଧୂଲେଇ ।
ରାଜଭବନରେ ଭେଟି ସ୍ମାରକ ପତ୍ର ଦେଲା ବୈଦିକ ବ୍ରାହ୍ମଣ ପରିଷଦ । ୧୧ ଜଣିଆ ସଦସ୍ୟ ରାଜ୍ୟପାଳଙ୍କୁ ଭେଟିଲେ ।
ଘନ କୁହୁଡିରେ ବି ପାଇଲଟଙ୍କୁ ଦୃଶ୍ୟମାନ ହେବ ରନୱେ । ଭୁବନେଶ୍ୱର ବିମାନ ବନ୍ଦରରେ ଚାଲିଛି କ୍ୟାଟ-2 ଭିଜନ ସମ୍ପ୍ରସାରଣ ।
ରାସ୍ତା ଉପରେ ଅଳିଆ ପକାଇଲେ କଡ଼ା କାର୍ଯାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛି BMC ।
ପେଟ୍ରୋଲ ମିଳିଲାନି ବୋଲି ଘୋଡ଼ା ଉପରେ ବସି ଫୁଡ୍ ଡେଲିଭରି କଲେ ଜଣେ ଜୋମାଟୋ ବୟ । ଏହାର ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ବହୁ ବାଦ ବିବାଦ, ବିରୋଧ ଯୋଗୁଁ ଏହି ପ୍ରକଳ୍ପ ସମ୍ପୂର୍ଣ ହେବାକୁ ୨୩ ବର୍ଷ ଲାଗିଯାଇଥିଲା ।
ଖୋର୍ଦ୍ଧାରେ ଜାନକୀ ବଲ୍ଳଭ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବଡ଼ ମନ୍ତବ୍ୟ ଦେଇଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ ।
ନର୍ସିଂ, ଫାର୍ମାସୀ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବଢ଼ାଇଲେ ରାଜ୍ୟ ସରକାର ।
ଶ୍ରୀଜିଉଙ୍କ ଆଜି ବନକଲାଗି ନୀତି ଥିବାରୁ ୪ ଘଣ୍ଟା ଧରି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ।
ଗାଁ ଭିତରେ ହାତୀ ପଶିଥିବାରୁ ଭୟଭୀତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ। ସେହିପରି ୨ ଦିନ ତଳେ ମଳିପଡା ଗାଁରେ ପଶି ରାସ୍ତାରେ ଚାଲି ଚାଲି ଯାଇଥିଲା ହାତୀ ।
ଆଉ ଦେଖିବାକୁ ମିଳିବେ ନାହିଁ କଟକ ସହର ଭିତରେ ଥିବା ଡିଅର ପାର୍କର ଚଳ ଚଂଚଳ ଜୀବ । ଗଲା ୪୨ ବର୍ଷ ଧରି ଉଭୟ ସହରବାସୀ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଥିବା ଚିତ୍ରିତ ହରିଣ ମାନେ ଏବେ ଏଠାରୁ ସ୍ଥାନାନ୍ତର ହୋଇଯିବେ ।
ହାଇଟେକ୍ ମେଡିକାଲ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ।
ସୈାର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୩ ବୁଧବାର । ଚନ୍ଦ୍ର- କନ୍ୟା ଅହୋରାତ୍ର, ତିଥି- ୭ମୀ ରାତ୍ରି ୦୭.୪୮ ଗତେ ୮ମୀ, ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର, ଘାତବାର- କର୍କଟ ରାଶିର, ପୁଷ୍କର ଦୋଷ- ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୨.୪୫ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୦୭.୪୮ ପର୍ଯ୍ୟନ୍ତ
ଏପରି କି ମତ୍ସ୍ୟଜୀବୀଙ୍କ ଜନବସତି ଠାରୁ ଚିଲିକା ଏବେ ୪ରୁ ୫ କିଲୋମିଟର ଘୁଞ୍ଚି ଯାଇଥିବା ଅଭିଯୋଗ ହୋଇଛି।
ଆଜି ପାଇଁ ୧୧ଟି ଜିଲ୍ଲାକୁ ଘନ କୁହୁଡ଼ି ନେଇ ପାଣିପାଗ ବିଭାଗ ସତର୍କ କରାଇଛି।