• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୌର ଧନୁମାସ  ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ  ଶୁକ୍ରବାର । ଚନ୍ଦ୍ର- କର୍କଟ ଅହୋରାତ୍ର । ତିଥ- ୨ୟା ଦିବା ୦୮.୦୦ ଗତେ ୩ୟା ଘାତଚନ୍ଦ୍ର- ନାସ୍ତି । ଘାତବାର- ବିଛା, ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ-  ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ଦିବା ୦୮.୦୦ ପର୍ଯ୍ୟନ୍ତ  ।

ଶୁଭ ସମୟ

ପ୍ରାତଃ- ୦୬.୨୩ ରୁ ୦୭.୦୭ 
ପ୍ରାତଃ- ୦୭.୫୦ ରୁ ୦୯.୦୬ 

ଦିବା- ୧୨.୧୦ ରୁ ୦୩.୦୩
ଦିବା- ୦୩.୪୬ ରୁ ୦୫.୧୨
ସନ୍ଧ୍ୟା- ୦୬.୦୫ ରୁ ୦୮.୩୦    
ରାତ୍ରି- ୧୨.୧୫ ରୁ ୦୨.୦୦
ରାତ୍ରି- ୦୨.୫୩ ରୁ ୦୪.୩୮ 

ଅଶୁଭ ସମୟ

ରାହୁକାଳ - ଦିବା ୧୦.୨୭ ରୁ ୧୧.୪୮ 
କାଳବେଳା-  ଦିବା ୧୦.୨୭ ରୁ ୧୧.୪୮
ବାରବେଳା- ଦିବା ୦୯.୦୬ ରୁ ୧୦.୨୭
କାଳରାତ୍ରି-  ରାତ୍ରି ୦୮.୩୦ ରୁ ୧୦.୦୯