• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Shg Members

Odisha Politics, BJD
ବିଜେଡି ସରକାର ଫୋକସରେ ମହିଳା ଭୋଟ୍

ବିଜେଡି ସରକାର ଫୋକସରେ ମହିଳା ଭୋଟ୍ । ସ୍କୁଟି ପରେ ଏସ୍ଏଚ୍‌ଜିଙ୍କ ପାଇଁ ସ୍ମାର୍ଟ ଆଇଣ୍ଡେଣ୍ଟିଟି କାର୍ଡର ବ୍ୟବସ୍ଥା । କମ୍ୟୁନିଟି ସପୋର୍ଟ ଷ୍ଟାଫଙ୍କୁ ଦିଆଯିବ ଦରମା । ପ୍ୟାକେଜ୍ ପରେ ପ୍ୟାକେଜ୍ ପ୍ରସ୍ତୁତିକୁ ନେଇ ତେଜିଲା ରାଜନୀତି, ବର୍ଷିଲେ ବିରୋଧୀ

77th Independence day
ସ୍ୱାଧୀନତା ଦିବସକୁ ନେଇ ଗାଁଠାରୁ ସହର ସବୁଠି ଉତ୍ସବମୁଖର

ସ୍ୱାଧୀନତା ଦିବସକୁ ନେଇ ଗାଁଠାରୁ ସହର ସବୁଠି ଉତ୍ସବମୁଖର । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଜୋରଦାର ଚାଲିଛି ।ବୀରମହାରାଜପୁର ଚିତ୍ରତ୍ପୋଳା ବ୍ଲକସ୍ତରୀୟ ମହାସଂଘର କର୍ମକର୍ତ୍ତାମାନେ ଏକ ସପ୍ତାହ ମଧ୍ୟରେ ୧୦ ହଜାର ପତାକା ତିଆରି କରିଛନ୍ତି

SHG Groups
CM ରିଲିଫ୍ ଫଣ୍ଡ୍ ଥାଉ ଥାଉ କାହିଁକି ଲୋଡ଼ା ପଡ଼ିଲା SHG ରିଲିଫ୍ ଫଣ୍ଡ୍ ?

ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ରାଜ୍ୟ ସରକାରଙ୍କ ମାତ୍ରାଧିକ ଅନୁକଂପା ! CMRF ଥାଉ ଥାଉ ଗଠନ ହେବ SHG ରିଲିଫ୍ ଫଣ୍ଡ ସମାନ୍ତରାଳ ସହାୟତା ପାଣ୍ଠି ଗଠନ ନେଇ ଘନଉଛି ବିବାଦ । ଫୋକସରେ ମହିଳା ଭୋଟ୍ ।