• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୨୯ ତାରିଖ, ବୁଧବାର। ତିଥି – ଅମାବାସ୍ୟା  ଦିବା ୦୮/୨୧ ଗତେ ଶୁକ୍ଲ ପ୍ରତିପଦ ଚନ୍ଦ୍ର – ମିଥୁନ ଅହୋରାତ୍ର, ଘାତ ଚନ୍ଦ୍ର-  କନ୍ୟା ରାଶିର ଅହୋରାତ୍ର, ଘାତ ବାର – କର୍କଟ ରାଶିର ପୁଷ୍କର ଦୋଷ - ମୃତ ବ୍ୟକ୍ତିର ପୁଷ୍କର ଦୋଷ, ରାତ୍ରଃ ୧୦/୦୮ ଗତେ ୧ ପାଦ - କୁଟୁମ୍ଭହାନି – ତିଳକାଞନ ଦାନ

ଶୁଭ ସମୟ- 
ପ୍ରାତଃ ୦୭/୫୨ ରୁ ୦୮/୩୨ 
ଦିବା ୧୦/୧୧ ରୁ ୧୧/୨୩

ସନ୍ଧ୍ୟା  ୦୬/୦୧ ରୁ  ୦୫/୩୨
ରାତ୍ରି  ୦୬/୨୫ ରୁ ୧୦/୦୨
ରାତ୍ରି  ୧୨/୧୧ ରୁ ୦୧/୩୮

ଅଶୁଭ ସମୟ-
ରାହୁକାଳ-  ଦିବା ୦୧/୨୭ ରୁ ୦୩/୦୬ 
କାଳବେଳା-  ଦିବା ୦୩/୦୬ ରୁ ୦୪/୪୫
ବାରବେଳା – ଦିବା ୦୪/୪୫ ରୁ ୦୬/୨୪
କାଳରାତ୍ରି-  ରାତ୍ରି ୧୧/୪୮ ରୁ ୦୧/୧୦

ଜାଣନ୍ତୁ, ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...

ମେଷ: 
ଅଶ୍ୱନୀ – କ୍ୟାରିୟରରେ ଆଗକୁ ବଢିବା ଲାଗି ନୂଆ ଅବସର ମିଳିବ
ଦ୍ୱିଜା – କୋର୍ଟର ଫଇସଲା ଆପଣଙ୍କ ପାଖକୁ ଆସିପାରେ
କୃତିକା – ଅଫିସ କାମରେ ଦୂର ସ୍ଥାନକୁ ଯାଇପାରନ୍ତି
ପ୍ରତିକାର -  ଇଷ୍ଟଦେବ ନୃସିଂହ ମନ୍ତ୍ର ପାଠ କରନ୍ତୁ 

ବୃଷ: 
କୃତିକା  - ଦୁଃସାହସିକ ପଦକ୍ଷେପ ନେବାରୁ ନିବୃତ ରୁହନ୍ତୁ
ରୋହିଣୀ – ନକରାତ୍ମକ ଭାବନା ମସ୍ତିଷ୍କକୁ ଆସିବାକୁ ଦିଅନ୍ତୁ ନାହିଁ
ମୃଗଶିରା – କୌଣସି କାର୍ଯ୍ୟରେ ବ୍ୟସ୍ତ ରହିବେ
ପ୍ରତିକାର – ଶ୍ରୀ ଭାର୍ଗବୀଙ୍କ ଫଟୋକୁ ପୂଜାର୍ଚ୍ଚନା କରନ୍ତୁ

ମିଥୁନ: 
ମୃଗଶିରା  - ଅଧୁରା କାମ ପୂରା କରିବାରେ ଆପଣଙ୍କ ଧ୍ୟାନ ଲାଗି ରହିବ
ଆଦ୍ରା - ଆଖପାଖରେ ଲୋକ ଆପଣଙ୍କ ବ୍ୟବହାରରେ ଖୁସି ହେବେ 
ପୁନର୍ବସୁ – ବ୍ୟକ୍ତିତ୍ୱକୁ ବିକଶିତ କରିବା ଲାଗି ଚେଷ୍ଟା କରିବେ  
ପ୍ରତିକାର – ତ୍ରିପୁରା ସୁନ୍ଦରୀଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

କର୍କଟ: 
ପୁନର୍ବସୁ -  ଅଫିସରେ କୌଣସି ମହତ୍ୱ ପୂର୍ଣ୍ଣ କାର୍ଯ୍ୟ ମିଳିବ
ପୁଷ୍ୟା –  ଧନ ସମନ୍ଧୀୟ ଚିନ୍ତା ଦୂର ହେବ 
ଅଶ୍ଳେଷା – ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ
ପ୍ରତିକାର – ଶ୍ରୀ ଗଣେଷଙ୍କ ମନ୍ତ୍ର ପାଠ କରନ୍ତୁ 

ସିଂହ: 
ମଘା – ବ୍ୟବସାୟରେ ଲାଭ ମିଳିପାରେ
ପୂ , ଫାଲଗୁନୀ -  ପୂଜା ପାଠରେ  ଅଧିକ ସମୟ ବିତାଇବେ
ଉ ,ଫାଲଗୁନୀ –  ଆର୍ଥିକ ସି୍ଥତି ସ୍ୱଚ୍ଚଳ ରହିବ
ପ୍ରତିକାର – କୁଳ ଦେବତାଙ୍କ ପୂଜା କରନ୍ତୁ

କନ୍ୟା: 
ଉ , ଫାଲଗୁନୀ – କାମରେ ଭଲ ପ୍ରଦର୍ଶନ ପାଇଁ କିଛି ନୂଆ କରିବେ 
ହସ୍ତା – ଖେଳାଳିଙ୍କ ପାଇଁ ଦିନଟି ବହୁତ ଭଲ ରହିବ
ଚିତ୍ରା – ସ୍ୱାସ୍ଥ୍ୟରେ ସୁଧାର ଆସିବ, ଜୀବନ ସାଥିୀଙ୍କ ସହିତ ଅଧିକ ସମୟ ବିତାଇବେ 
ପ୍ରତିକାର -  ବୁଧଙ୍କର ମନ୍ତ୍ର ପାଠ କରନ୍ତୁ 

ତୁଳା: 
ଚିତ୍ରା – ଅନ୍ୟମାନଙ୍କ ସହ କଥା ହେବା ସମୟରେ ଠିକ୍ ଭାଷା ପ୍ରୟୋଗ କରନ୍ତୁ
ସ୍ୱାତୀ – ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ
ବିଶାଖା – ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜେ ଅସୁବିଧାରେ ପଡି ପାରନ୍ତି 
ପ୍ରତିକାର – ଶନିଙ୍କର ଯନ୍ତ୍ରିକା ମହାକବଚ ଧାରଣ  କରନ୍ତୁ

ବିଛା: 
ବିଶାଖା – କାର୍ଯ୍ୟରେ ଭାଗ୍ୟର ସହଯୋଗ ପାଇବେ
ଅନୁରାଧା – ବିଶେଷ ବ୍ୟକ୍ତିଙ୍କ ଠାରୁ ଶୁଭ ଖବର ପାଇବେ   
ଜ୍ୟେଷ୍ଠା  –  ଧନ ପ୍ରାପ୍ତିର ଭଲ ଯୋଗ ରହିଛି
ପ୍ରତିକାର – ମା ମଙ୍ଗଳାଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ 

ଧନୁ: 
ମୂଳା – ପ୍ରେମୀଯୁଗଳଙ୍କର ପରସ୍ପର ପ୍ରତି ବିଶ୍ୱାସ ବଢିବ
ପୂ , ଷାଢା – ସରକାରୀ କର୍ମଚାରୀଙ୍କ ପାଇଁ ଦିନଟି ଶୁଭ ରହିବ
ଉ , ଷାଢା – ବନ୍ଧୁଙ୍କ ସହଯୋଗରେ ସ୍ଥଗିତ କାମ ସଂପୂର୍ଣ୍ଣ ହେବ
ପ୍ରତିକାର – ଓଁ ହ୍ରୀଂ ସ୍ରୀଂ ହୁଁ ଫଟ ମନ୍ତ୍ରକୁ ୨୧ଥର ପାଠ କରନ୍ତୁ

ମକର: 
ଉ , ଷାଢା - ସକରାତ୍ମକ ରହିଲେ  ମନରେ  ନୂଆ ଆଶା ଜନ୍ମିବ
ଶ୍ରବଣା –  ଅଧିକ ସମୟ ପିଲାଙ୍କ ସହିତ ବିତାଇବେ
ଧନିଷ୍ଠା – ବିଦ୍ୟାର୍ଥୀ କ୍ୟାରୀୟରରେ  ଉନ୍ନତି ପାଇଁ ଅଧିକ ପରିଶ୍ରମ କରିବେ 
ପ୍ରତିକାର – ଶନିଦେବଙ୍କର ପୂଜାର୍ଚ୍ଚନା କରନ୍ତୁ

କୁମ୍ଭ: 
ଧନିଷ୍ଠା -  ଜମି , ଜମା ମାମଲାକୁ ନେଇ ପରିବାର କଳହ ଦେଖା ଦେଇପାରେ  
ଶତଭିଷା – ମିଥ୍ୟା କହି ଧରା ପଡି ପାରନ୍ତି
ପୂ , ଭାଦ୍ରପଦ  – ପେଟ ବ୍ୟଥା ଜନିତ ରୋଗ ଦେଖାଦେବ
ପ୍ରତିକାର – ରାହୁଙ୍କର ମନ୍ତ୍ର ପାଠ କରି ଦିନ ଆରମ୍ଭ କରନ୍ତୁ

ମୀନ: 
ପୂ , ଭାଦ୍ରପଦ - ପୂର୍ବରୁ ଲାଗି ରହିଥିବା ସମାସ୍ୟାର ସମାଧାନ ହେବ
ଉ , ଭଦ୍ରପଦ - ରାଜନେତା ନୂଆ କାର୍ଯ୍ୟ ଭାର ଗ୍ରହଣ କରିବେ
ରେବତୀ – ପ୍ରେମ ଜୀବନ ମଧୁର ମୟ ରହିବ 
ପ୍ରତିକାର – ମା ତାରାଙ୍କର ମନ୍ତ୍ର ପାଠ କରନ୍ତୁ 

(ଜ୍ୟୋତିର୍ବିଦ୍‌ ଇଞ୍ଜିନିୟର ଦୀପକ ଆଚାର୍ଯ୍ୟ)