• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Daitari Panda
ଯାତ୍ରା ଖଳନାୟକ ଦୈତାରୀଙ୍କ ନାଁରେ ସାଂଘାତିକ ଅଭିଯୋଗ, ୧୫ ଲକ୍ଷ ନେଲେ କିନ୍ତୁ ଆସୁନାହାନ୍ତି

ଏହି ଟଙ୍କା ନେବା କଥାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ନିଜେ ଦୈତାରୀ ପଣ୍ଡା ।

Subhasini
ଉତ୍କଳ ସଂଗୀତ ମହାବିଦ୍ୟାଳୟ ଛାତ୍ରୀ ଫେରାର ଘଟଣାର ଖୁଲାସା, ଭିଡିଓ ଜାରି କଲେ ସୁଭାସିନୀ

‘ଆମେ ଦୁଇ ଜଣ ପରସ୍ପରକୁ ଅନେକ ଦିନ ହେବ ଭଲପାଉଥିଲୁ । କିନ୍ତୁ ପରିବାର ଲୋକ ଏଥିରେ ରାଜି ନଥିଲେ । ରାଜି ନହେବାରୁ ଆମେ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହେଲୁ । ’

BOAT
ଡଙ୍ଗା ବୁଡ଼ି ପରେ ବି ପଶୁନି ଚେତା, ୩୦ ବଦଳରେ ପାର ହେଉଛନ୍ତି ୧୦୦ ଯାତ୍ରୀ

ପ୍ରଶାସନଠୁ ଆରମ୍ଭ କରି ଲୋକେ ସମସ୍ତେ ଚୁପ୍ । ପ୍ରତିଦିନ ଜୀବନକୁ ବାଜି ଲଗାଇ ବୈତରଣୀ ମୁହାଣ ପାର ହେଉଛନ୍ତି ।

aparajita sarangi
ପୁଣି ଭୁବନେଶ୍ୱର ସାଂସଦଙ୍କୁ ଅଣଦେଖା, ସରକାର ଡାକିଲେନି ସରକାରୀ କାର୍ଯ୍ୟକ୍ରମକୁ

ସରକାରୀ କାର୍ଯ୍ୟକ୍ରମକୁ ଡକାଯାଇନଥିବା ନେଇ ଟ୍ୱିଟ୍ କରି କ୍ଷୋଭ ପ୍ରକାଶ କଲେ ଅପରାଜିତା । ଭୁବନେଶ୍ୱରରେ ଆୟୋଜିତ ହେଉଛି ୭୩ ତମ ବନ ମହୋତ୍ସବ ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Thursday, 07 July 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Thursday, 07 July 2022
Ratha Jatra 2022
ବାହୁଡ଼ା ପାଇଁ ତିନି ରଥକୁ ଦକ୍ଷିଣ ମୋଡ଼

ଆଜି ସନ୍ଧ୍ୟା ୮ଟାରେ ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖ ଶରଧାବାଲିରେ ଲାଗିଛି ଶ୍ରୀଜୀଉମାନଙ୍କ ୩ ରଥ। ପୂର୍ବାହ୍ନରେ ରଥତ୍ରୟଙ୍କ ଦକ୍ଷିଣ ମୋଡ଼ ଆରମ୍ଭ ହୋଇଥିଲା।

Matric Result
ମହାମାରୀ ପରେ ମାଟ୍ରିକ ଫଳ: ପାସ୍ ହାର ୯୦.୫୫ ପ୍ରତିଶତ

ବୋର୍ଡ ଇତିହାସରେ ପ୍ରଥମ ଥର ପାଇଁ ନୂଆ ପଦ୍ଧତିରେ ହୋଇଥିବା ମାଟ୍ରିକ ପରୀକ୍ଷାରେ ଭଲ ରେଜଲ୍ଟ ହୋଇଛି । ପାସ୍ ହାର ରହିଛି ୯୦.୫୫% । ଚଳିତ ବର୍ଷ ୫ ଲକ୍ଷ ୨୬ ହଜାର ୮୧୮ ପିଲା ପରୀକ୍ଷା ଦେଇଥିବା ବେଳେ ୫ଲକ୍ଷ ୧୭ ହଜାର ୮୪୭ ପାସ୍ କରିଛନ୍ତି ।  ୮ ହଜାର ୬୯୯ ପିଲା ଫେଲ୍ ହୋଇଛନ୍ତି ।

BJD Begins Campaign For NDA
ଦ୍ରୌପଦୀଙ୍କ ପାଇଁ ବିଜେପିଠୁ ବିଜେଡିର ଅଧିକ ଦରଦ !

ବିଧାନସଭା ଛାଡି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କ ସମର୍ଥନ ଯୋଗାଡ଼ କରିବା ପାଇଁ ଲାଗି ପଡିଛନ୍ତି ବିଜେଡି ନେତା ଓ ମନ୍ତ୍ରୀମାନେ । ଦ୍ରୌପଦୀଙ୍କୁ ଓଡିଶାରୁ ସବୁ ଭୋଟ ଯେମିତି ମିଳିବ ସେଥିପାଇଁ ବିଜେଡିର ପ୍ରୟାସ ଚାଲିଛି ।

Covid 19 Update
କାୟା ବଢ଼ାଉଛି କରୋନାର ଚତୁର୍ଥ ଲହର

ରାଜ୍ୟରେ ମାଡ଼ିଚାଲିଛି ମହାମାରୀ କୋଭିଡ୍ । ସଂକ୍ରମଣରେ ବ୍ରେକ୍ ଲାଗୁନି । ୧୦ ଦିନ ଭିତରେ ପ୍ରାୟ ୬ ଗୁଣା ହେଲାଣି ଦୈନିକ ସଂକ୍ରମଣ । ଜୁନ୍ ୨୭ ତାରିଖରେ ରାଜ୍ୟର ଦୈନିକ ସଂକ୍ରମଣ ଥିଲା ୬୯ । ଆଉ ଆଜି ୪ ଶହ ପାର୍ କରିଛି ସଂକ୍ରମଣ ।

Suicide case of Boyfriend of Rashmirekha
ଅସହ୍ୟ ହେଲା କି ବିଚ୍ଛେଦ; ହାରିଦେଲେ ଜୀବନ

ରଶ୍ମିରେଖାଙ୍କ ବୟଫ୍ରେଣ୍ଡ ସନ୍ତୋଷଙ୍କ ଆତ୍ମହତ୍ୟା । ଆତ୍ମହତ୍ୟାର କାରଣ ଖୋଜୁଛି ପୋଲିସ। ଘୋର ଅବସାଦରେ ପୁଅ ଥିଲା ବୋଲି କହିଛନ୍ତି ସନ୍ତୋଷଙ୍କ ମାଆ।

Gajapati Maharaj is worried about the security of the Ratnabhandar
ଶ୍ରୀମନ୍ଦିର ରତ୍ନଭଣ୍ଡାର ସୁରକ୍ଷାକୁ ନେଇ ଚିନ୍ତାରେ ଗଜପତି ମହାରାଜ

ଆଗେ ଭକ୍ତ ଦାବି କଲେ । ପରେ ସେବାୟତ ସମର୍ଥନ କଲେ । ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ଥିତି ଓ ସୁରକ୍ଷାକୁ ନେଇ ଏବେ ଖୋଦ୍ ଗଜପତି ବି ମୁହଁ ଖୋଲିଲେ।

Maoist
ବନ୍ଧୁକ ଟ୍ରିଗର୍‌ରୁ ଜେସିବି ଷ୍ଟିଅରିଂ, ମାଓକ୍ୟାମ୍ପ ଛାଡ଼ିବା ପରେ..

ଦିନେ ଏଇ ହାତରେ ଧରୁଥିଲେ ଗୋଳାବାରୁଦ ଆଉ ବନ୍ଧୁକ । ହେଲେ ଏବେ ଏଇ ହାତରେ ଧରୁଛନ୍ତି ଜେସିବି ଷ୍ଟିଅରିଂ। ବଣ ଜଙ୍ଗଲ ଛାଡ଼ି ଏବେ ଗାଁରେ ଚଳାଉଛନ୍ତି ଗାଡ଼ି ।

MLA Angad Kanhar
ମାଟ୍ରିକ୍ ପରୀକ୍ଷାରେ ବିଧାୟକ ପାଇଲେ ଫାଷ୍ଟକ୍ଲାସ୍

ମାଟ୍ରିକ ପାସ୍‌ କରିବାର ଇଛା ମନରୁ ହଟି ନଥିଲା ବୋଲି କହିଥିଲେ ଅଙ୍ଗଦ।

ATM Loot
୫୭ ଲକ୍ଷ ଟଙ୍କା ଧରି ATM ଭ୍ୟାନ୍‌ ଡ୍ରାଇଭର ଛୁ

ଟଙ୍କା ଭର୍ତ୍ତି ATM ଭ୍ୟାନ୍‌କୁ ନେଇ ଫେରାର ହେଲା ଡ୍ରାଇଭର। ୫୭ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ନେଇ ଫେରାର ସୂଚନା।

Land fraud in Bolangir Tehsildar Suspended
ଜମି କେଳେଙ୍କାରୀ ମାମଲା: ବଲାଙ୍ଗିର ତହସିଲଦାର ଓ ଅତିରିକ୍ତ ତହସିଲଦାର ସସ୍‌ପେଣ୍ତ

ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ସସ୍‌ପେଣ୍ତ ହେଲେ ବଲାଙ୍ଗିର ତହସିଲଦାର ଓ ଅତିରିକ୍ତ ତହସିଲଦାର ।

Bhubaneswar MCA girl student suicide: Police arrests boyfriend
ସୁଇସାଇଡ୍‌ କଲା ଗର୍ଲଫ୍ରେଣ୍ଡ୍‌, ବନ୍ଧା ହେଲା ବୟଫ୍ରେଣ୍ଡ୍‌

ଭୁବନେଶ୍ୱରରେ MCA ଛାତ୍ରୀ ଆଶ୍ରିତା ସେନାପତି ଆତ୍ମହତ୍ୟା ଘଟଣାରେ ବୟଫ୍ରେଣ୍ଡଙ୍କୁ ପୋଲିସ ଗିରଫ କରିଛି।  ୨୦୧୪ ମସିହାରୁ ସତ୍ୟପ୍ରକାଶ ଓ ଆଶ୍ରିତା ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା।

Why BJD support Draupadi Murmu
ଦ୍ରୌପଦୀଙ୍କୁ ବିଜେଡିର ସମର୍ଥନ ପଛରେ ଅଛି କି ଭୋଟ୍ ବ୍ୟାଙ୍କ୍ ରାଜନୀତି

ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ବିଜେପି ଅପେକ୍ଷା ବିଜେଡି କାହିଁକି କରୁଛି ଅଧିକ ପ୍ରଚାର। ଶ୍ରେୟ ନେବା ପାଇଁ ବିଜେଡି ବିଜେପି ମଧ୍ୟରେ ଆରମ୍ଭ ହୋଇଛି କି ରେସ୍?

Education System
ସପ୍ତମ ବନାନ ଜାଣନ୍ତିନି ସପ୍ତମ ଶ୍ରେଣୀ ପିଲା; ଏଣେ ଗଣିତ ଶିକ୍ଷକ କହିପାରୁନାହାନ୍ତି ୪୯ ରୁ ୧୨ ଗଲେ କେତେ ?

ସରକାରୀ ସ୍କୁଲର ବିକାଶ ପାଇଁ ସରକାର ଚେଷ୍ଟା ଜାରି ରଖିଛନ୍ତି। ସ୍କୁଲ ରୂପାନ୍ତରୀକରଣ ଚାଲିଛି। କିନ୍ତୁ ସରକାରୀ ସ୍କୁଲ ଗୁଡ଼ିକରେ ପାଠପଢ଼ା କେତେ ନିମ୍ନମାନର ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ପିଲାମାନଙ୍କୁ ଦୋଷ ଦେଇ କିଛି ଲାଭ ନାହିଁ। ଏଠି ସାର୍ ମାନଙ୍କ ଅବସ୍ଥା ମଧ୍ୟ ଭଲ ନୁହେଁ। ପାଠ ପଢ଼ା କେମିତି ଚାଲିଛି ଓଟିଭି ତରଫରୁ କରାଯାଇଥିଲା ଏକ ରିଅଲିଟି ଚେକ୍।

  • Wednesday, 06 July 2022
Girls Students
ଏଥର ବି ମାଟ୍ରିକ୍‌ ପରୀକ୍ଷାରେ ଛାତ୍ରଙ୍କଠାରୁ ଛାତ୍ରୀଙ୍କ ପାସ୍‌ ହାର ଅଧିକ

ଆନୁଷ୍ଠାନିକ ଭାବେ ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ରେଜଲ୍ଟ ଘୋଷଣା କରିଛନ୍ତି।

GI Tag
ନାଲି କାଇ ଚଟଣୀରେ ଭରପୁର ରହିଛି ପ୍ରୋଟିନ୍-କ୍ୟାଲସିୟମ ଆଉ ଜିଙ୍କ୍

ମୟୂରଭଞ୍ଜ ନାଲି କାଇ ଚଟଣୀକୁ ସର୍ବୋଷଧି ମାନ୍ୟତା ମିଳିବ ବୋଲି ସମସ୍ତେ ଆଶାବାଦୀ ।

  • Wednesday, 06 July 2022
  • GI Tag
Odisha Matric Result Announced Students who are not satisfied can apply for rechecking
ଅସନ୍ତୁଷ୍ଟ ମାଟ୍ରିକ୍‌ ଛାତ୍ରଛାତ୍ରୀଙ୍କ ପାଇଁ ଆଉ ଏକ ସୁଯୋଗ

ଚଳିତ ବର୍ଷ ମାଟ୍ରିକ୍‌ ପାସ୍‌ ହାର ୯୦.୫୫% ରହିଛି। ପାସ୍ କରିଥିବା ଛାତ୍ରଙ୍କ ସଂଖ୍ୟା- ୨, ୫୬, ୮୭୭ ଥିବାବେଳେ ପାସ୍ କରିଥିବା ଛାତ୍ରୀଙ୍କ ସଂଖ୍ୟା- ୨, ୬୦, ୯୭୦।

BSE Odisha Matric Result 2022 Announced
ପ୍ରକାଶ ପାଇଲା ମାଟ୍ରିକ୍‌ ରେଜଲ୍ଟ, ପାସ୍‌ ହାର ୯୦.୫୫%

ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍‌ ରେଜଲ୍ଟ। ଆଜି ଦିନ ୧ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଫଳ ଘୋଷଣା ହୋଇଛି।

Matric Results 2022
ଜାଣନ୍ତୁ, ଅନ୍‌ଲାଇନ୍‌ରେ କେମିତି ଚେକ୍‌ କରିବେ ମାଟ୍ରିକ ରେଜଲ୍ଟ....

ଆଉ ମାତ୍ର କିଛି ସମୟ ପରେ ବାହାରିବ ମାଟ୍ରିକ୍‌ ରେଜଲ୍ଟ। ଦିନ ୧ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଫଳ ଘୋଷଣା ହେବ। ଜାଣନ୍ତୁ, ଅନ୍‌ଲାଇନ୍‌ରେ କେମିତି ଚେକ୍‌ କରିବେ ମାଟ୍ରିକ ରେଜଲ୍ଟ....

Odisha's daily COVID19 tally crosses 400 mark
ଓଡ଼ିଶାରେ ଚିନ୍ତା ବଢ଼ାଇଲା କରୋନା, ବଢ଼ିଲା ସଂକ୍ରମଣ

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୪ ଶହ ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୦୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। 

Matric Exam Results 2022
ବାହାରିଲା ମାଟ୍ରିକ ରେଜଲ୍ଟ : କେମିତି ଜାଣିବେ ଆପଣଙ୍କ ରେଜଲ୍ଟ

ପ୍ରତୀକ୍ଷାର ଅନ୍ତ ଘଟିଲା I ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ I କରୋନା