• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Heavy Rainfall
ଲଗାଣ ବର୍ଷାରେ ଧସିଲା ପାହାଡ଼

ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । ଗଜପତି ଜିଲ୍ଳା ନୂଆଗଡ ବ୍ଲକର ନୂଆପଲ୍ଲୀ ଗାଁରେ ମାଟି ଅତଡା ଖସି ବ୍ୟାପକ କ୍ଷୟକ୍ଷତି ହୋଇଛି । ମାଲକାନଗିରି ଜିଲ୍ଲାରେ ଗତ ପ୍ରବଳ ବର୍ଷା ଲାଗି ରହିଛି । ଏଥିଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।

Covid surges in Odisha to multi-month high
ରାଜ୍ୟରେ ବଢ଼ିଚାଲିଛି କରୋନା; ଆଜି ବି ୫୦୦ ଉପରେ ସଂକ୍ରମଣ

କଟକ, ପୁରୀ ଓ ଖୋର୍ଦ୍ଧା ସହରାଞ୍ଚଳରେ ସଂକ୍ରମଣ ହାର ଅଧିକ ରହୁଥିବା ସୂଚନା....

Jharsuguda farmers stand in long queue outside bank to withdraw cash
ବୀମା ଟଙ୍କା ପାଇଁ ବ୍ୟାଙ୍କ ସମ୍ମୁଖରେ ହେଲମେଟର ଲାଇନ୍‌ !

ଟଙ୍କା ପାଇଁ ବ୍ୟାଙ୍କ ଆଗରେ ହେଲମେଟର ଲମ୍ବା ଲାଇନ୍...

New Vehicle Rule
ସାବଧାନ ! ଏଣିକି ହେଲମେଟ୍‌ ଓ ଗାଡ଼ି କାଗଜପତ୍ର ଥିଲେ ବି ଦେବାକୁ ପଡ଼ିବ ଫାଇନ୍‌ !

ଏଣିକି ରାସ୍ତାରେ ହେଲମେଟ୍‌ ପିନ୍ଧି ଗାଡ଼ି ଚଳାଉଥିଲେ ବି ଟ୍ରାଫିକ୍‌ ପୋଲିସ କାଟିବ ଆପଣଙ୍କ ଫାଇନ୍‌। ୧୦୦ ନୁହେଁ କି ୨୦୦ ନୁହେଁ ବରଂ ୨ ହଜାର ଟଙ୍କା କାଟିବ ଜୋରିମାନା। ନୂଆ ନିୟମ ସମ୍ପର୍କରେ ଟିକିନିଖି ତଥ୍ୟ ଜାଣିରଖନ୍ତୁ ନହେଲେ ହଇରାଣ ହେବେ ଆପଣ..

Weather update Heavy rainfall to lash Odisha for next 36 Hours
ଆସନ୍ତା ୩୬ ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷିବ !

ପାଣିପାଗ ବିଭାଗର ସତର୍କ ସୂଚନା । ଆସନ୍ତା ୩୬ ଘଣ୍ଟା ମଧ୍ୟରେ ରାଜ୍ୟରେ ବଢ଼ିବ ବର୍ଷା ପରିମାଣ...

accident
ଦୁର୍ଘଟଣା ଘଟାଇ ଫେରାର ମାରିଛନ୍ତି ଇନ୍ସପେକ୍ଟର : ଗିରଫ କରାଯିବ କହିଲେ ଏସପି

ଗାଡ଼ିରେ ସ୍ନିଗ୍ଧାରାଣୀ ଥିବାବେଳେ ଡ୍ରାଇଭର ଗାଡ଼ି ଚଳାଉଥିଲେ

BJB College girl student death case: Parents continue with protest seeking justice
ବିଜେବି କଲେଜ ଛାତ୍ରୀ ମୃତ୍ୟୁ ମାମଲା: ନ୍ୟାୟ ଦାବିରେ ରୁଚିକାଙ୍କ ମାଙ୍କ ଧାରଣା

ଭୁବନେଶ୍ୱର ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ନେଇ ନ୍ୟାୟ ଦାବିରେ ଲୋୟର ପିଏମ୍‌ଜିରେ ରୁଚିକାଙ୍କ ବାପା, ମାଙ୍କ ଧାରଣା...

Gold price today, July 12: Check gold rate in Odisha
ଜାଣନ୍ତୁ ଆଜିର ସୁନା-ରୂପା ଦର...

ଆଜି ବି ସୁନା ଦରରେ ପରିବର୍ତ୍ତନ ହୋଇଛି । ଜାଣନ୍ତୁ କେତେ...

Tension erupts at a private hospital in Bhubaneswar after a patient dies
ରୋଗୀ ମୃତ୍ୟୁକୁ ନେଇ ହସ୍ପିଟାଲ୍‌ରେ ଉତ୍ତେଜନା

ଭୁବନେଶ୍ୱର ଏୟାରପୋର୍ଟ ଥାନା ଅଞ୍ଚଳର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି ।

1 killed, 8 injured in truck-bus collision on NH-16 near Gada Khordha. Details awaited
ଟ୍ରକକୁ ପଛରୁ ପିଟିଲା ବସ୍; ଜଣେ ମୃତ, ୮ରୁ ଉର୍ଦ୍ଧ୍ୱ ଆହତ

ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥରେ ବସ୍ ଦୁର୍ଘଟଣା । ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୮ରୁ ଉର୍ଦ୍ଧ୍ୱ ଆହତ ହୋଇଥିବା ସୂଚନା...

Vigilance sleuths raid seven different places including residence of Dusmanta Dehuri
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ; ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ

ଭିଜିଲାନ୍ସ ଜାଲରେ ନିମାପଡ଼ାରେ କାର୍ଯ୍ୟରତ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ଦୁଷ୍ମନ୍ତ ଦେହୁରୀ...

Special story
ଖରାପ ରାସ୍ତା ପାଇଁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ : ସାଇକେଲରେ ବୁହା ହେଲେ ଗର୍ଭବତୀ

ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକରେ ଏପରି ଦୃଶ୍ୟ ଦେଖିବାକୁ ମିଳୁଛି ।

Special story
ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୩ ମୃତ, ୫ ଗୁରୁତର

ସୋନପୁରର ଏନ୍ଏଚ୍ ୫୭ର ବଡ଼ବାହାଲି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

Special story
ଆଜି ମହାବାହୁଙ୍କ ନୀଳାଦ୍ରି ବିଜେ : ନବଦିନାତ୍ମକ ଯାତ୍ରା ସାରି ନୀଳକନ୍ଦରକୁ ବାହୁଡିବେ ଚତୁର୍ଦ୍ଧାମୂରତି

ନବଦିନାତ୍ମକ ଯାତ୍ରା ସାରି ନୀଳକନ୍ଦରକୁ ବାହୁଡିବେ ଚତୁର୍ଦ୍ଧାମୂରତି

breaking news
ସଂକ୍ଷେପରେ ଆଜିର ତାଜା ଖବର - Tuesday, 12 July 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Tuesday, 12 July 2022
Mamita Murder case
ଜାମିନରେ ଆସି ଖୋଲାମେଲାରେ ବୁଲୁଛି ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ

ଅଭିଯୁକ୍ତ ସର୍ବସାଧାରଣରେ ବୁଲିବା ଅର୍ଥ ତାଙ୍କ ସମର୍ଥକ ସାହସ ପାଇବେ। ଆଉ ସାକ୍ଷୀ ଦୁର୍ବଳ ହେବାର ଆଶଙ୍କା ରହିଛି।

Adharapana
ଶେଷ ହେଲା ଶ୍ରୀଜିଉଙ୍କ ଅଧରପଣା ନୀତି

ଆଜିର ଅଧରପଣା ନୀତି ସମାପ୍ତ ପରେ ଆସନ୍ତାକାଲି ନବଦିନାତ୍ମକ ଯାତ୍ରା ସାରି ନିଳକନ୍ଦରକୁ ବାହୁଡିବେ ଚତୁର୍ଦ୍ଧାମୂରତି । ଅଧରପଣା ନୀତି ଦର୍ଶନ ପାଇଁ ସିଂହଦ୍ୱାର ସମ୍ମୁଖରେ ଭକ୍ତଙ୍କ ଭିଡ଼ ଲାଗିଛି ।

Corona
ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ, ମାସ୍କ-ସାମାଜିକ ଦୂରତାକୁ ଅଧିକ ଗୁରୁତ୍ୱ

କାଶ, ଜ୍ୱର, ମୁଣ୍ଡବିନ୍ଧା, ଗଳା ଦରଜ, ଅଣନିସ୍ୱାଶୀ ଲାଗିବା, ସ୍ୱାଦ ଓ ଘ୍ରାଣ ଶକ୍ତି ହରାଇବା ଭଳି ଲକ୍ଷଣ ଥିଲେ ତୁରନ୍ତ ଟେଷ୍ଟ କରାଇବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି ।

School Students
ପ୍ରଖର ନଈ ସୁଅରେ ସ୍କୁଲ ପିଲାଙ୍କ ବିପଜ୍ଜନକ ଯାତ୍ରା

ଡିଇଓଙ୍କଠୁ ଗଣଶିକ୍ଷାମନ୍ତ୍ରୀ, ସମସ୍ତେ କହୁଛନ୍ତି ତଦନ୍ତ ହେବ । ମହେନ୍ଦ୍ରତନୟାରେ ପୋଲଟିଏ ହେଉନଥିବାରୁ ହଟୁନି ଦୁର୍ଦ୍ଦଶା ।

Special story
ପବନ ଉପରେ ନିର୍ଭର କରୁଥିବା ନେତାଙ୍କୁ ସୌମ୍ୟଙ୍କ କଟାକ୍ଷ, କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କର କଲେ ଗୁଣଗାନ

ଅମିତ ଶାହଙ୍କ ଉପରେ ଆଧାରିତ ପୁସ୍ତକରେ ତାଙ୍କର କାର୍ଯ୍ୟଦକ୍ଷତା ଓ ସଫଳତା ନେଇ ବହୁତ କିଛି ଲେଖାଯାଇଛି । କେବଳ ଭାରତୀୟ ଜନତା ପାର୍ଟିର ସଦସ୍ୟ ନୁହଁନ୍ତି ଅନ୍ୟ ଦଳର ନେତା ଓ କର୍ମୀ ମଧ୍ୟ ଏହି ବହି ପଢ଼ିବା ଆବଶ୍ୟକ । ଏ କଥା କହିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ।

Special story
ପିଇଓ, ଜିଆରଏସ୍ ଓ ଜେଇଙ୍କ ମଧୁଚନ୍ଦ୍ରିକା : ମନରେଗା ଯୋଜନାରେ ବଡ଼ ଧରଣର ଦୁର୍ନୀତି

୨୦୨୧-୨୨ରେ ବଡ଼ଗାଁମାଲ ଶାଖା କେନାଲ ମରାମତି ପାଇଁ ବ୍ୟୟ ଅଟକଳ ହୋଇଥିଲା ୯ ଲକ୍ଷ ୯୯ ହଜାର ଟଙ୍କା । ମନରେଗା ୱେବସାଇଟ୍ ତଥ୍ୟ କହୁଛି, ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ହୋଇଛି ୩ ଲକ୍ଷ ୭୯ ହଜାର ଟଙ୍କା

Special story
ଗଛ ଲଗାଇବା ବାହାନାରେ ଖାଇଗଲେ ଟଙ୍କା, ବନ ବିଭାଗ ଅଧିକାରୀଙ୍କ ବିରୋଧରେ ଅଭିଯୋଗ

୧୦ ହେକ୍ଟର ଜମିରେ ଗଛ ଲାଗିବାର ଥିଲା ଗଛର ଚିହ୍ନ ବର୍ଣ୍ଣ ନାହିଁ, ହେଲେ ୮ ଲକ୍ଷ ଟଙ୍କା ହଡପ୍ ହୋଇଛି