Advertisment

ଓଡ଼ିଶାରେ ଚିନ୍ତା ବଢ଼ାଇଲା କରୋନା, ବଢ଼ିଲା ସଂକ୍ରମଣ

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୪ ଶହ ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୦୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

author-image
Rajalaxmi Sahoo
Odisha's daily COVID19 tally crosses 400 mark

Odisha's daily COVID19 tally crosses 400 mark

ଓଡ଼ିଶାରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୪ ଶହ ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୦୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କେବଳ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୧୯୪ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଟକରୁ ଚିହ୍ନଟ ୬୪ ସଂକ୍ରମିତ ହୋଇଛନ୍ତି।

Advertisment

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୨୩୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌୧୬୫ ରହିଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୧,୫୧୮କୁ ବୃଦ୍ଧି ପାଇଥିବା ବେଳେ ଆକ୍ଟିଭ୍‌ କେସ୍ ୧୯୫୭କୁ ବୃଦ୍ଧି ପାଇଛି। 

Advertisment


— I & PR Department, Odisha (@IPR_Odisha) July 6, 2022


— I & PR Department, Odisha (@IPR_Odisha) July 6, 2022

ସେହିପରି ଦେଶରେ ପୁଣି ୧୬ ହାଜର ପାର୍‌ କରିଛି ସଂକ୍ରମଣ। ଆଜି ୧୬ ହଜାର ୧୫୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମହାମାରୀ ଦେଶରେ ୨୮ ଜଣଙ୍କ ଜୀବନ ନେଇଛି। ଦେଶରେ ଆକ୍ଟିଭ କେସ ୧ ଲକ୍ଷ ୧୫ ହଜାର ଟପିଥିବା ବେଳେ ଦୈନିକ ପଜିଟିଭିଟି ରେଟ୍ ୩.୫୬% କୁ ବୃଦ୍ଧି ପାଇଛି।   

Coronavirus COVID19 Corona Cases In Odisha
Advertisment
Advertisment