ଓଡ଼ିଶାରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୪ ଶହ ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୦୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କେବଳ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୧୯୪ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଟକରୁ ଚିହ୍ନଟ ୬୪ ସଂକ୍ରମିତ ହୋଇଛନ୍ତି।
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ରୁ ୨୩୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍୧୬୫ ରହିଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୧,୫୧୮କୁ ବୃଦ୍ଧି ପାଇଥିବା ବେଳେ ଆକ୍ଟିଭ୍ କେସ୍ ୧୯୫୭କୁ ବୃଦ୍ଧି ପାଇଛି।
Covid-19 Report For 5th July
— I & PR Department, Odisha (@IPR_Odisha) July 6, 2022
New Positive Cases: 401
Of which 0-18 years: 44
In quarantine: 236
Local contacts: 165
(Details of local contacts will be shared by concerned District)
1. Balasore: 17
2. Bhadrak: 2
3. Cuttack: 64
4. Gajapati: 6
5. Ganjam: 2
6. Jagatsinghpur: 5
7. Jajpur: 4
— I & PR Department, Odisha (@IPR_Odisha) July 6, 2022
8. Jharsuguda: 3
9. Kalahandi: 2
10. Kendrapada: 3
11. Khurda: 194
12. Koraput: 1
13. Malkangiri: 1
14. Mayurbhanj: 6
15. Nayagarh: 4
16. Nuapada: 1
17. Puri: 14
18. Rayagada: 1
19. Sambalpur: 5
20. Sonepur: 1
21. Sundargarh: 19
22. State Pool: 46
New recoveries: 139
— I & PR Department, Odisha (@IPR_Odisha) July 6, 2022
Cumulative tested: 32163302
Positive: 1291518
Recovered: 1280382
Active cases: 1957
ସେହିପରି ଦେଶରେ ପୁଣି ୧୬ ହାଜର ପାର୍ କରିଛି ସଂକ୍ରମଣ। ଆଜି ୧୬ ହଜାର ୧୫୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମହାମାରୀ ଦେଶରେ ୨୮ ଜଣଙ୍କ ଜୀବନ ନେଇଛି। ଦେଶରେ ଆକ୍ଟିଭ କେସ ୧ ଲକ୍ଷ ୧୫ ହଜାର ଟପିଥିବା ବେଳେ ଦୈନିକ ପଜିଟିଭିଟି ରେଟ୍ ୩.୫୬% କୁ ବୃଦ୍ଧି ପାଇଛି।