ରାଜ୍ୟ ସରକାର ସନ୍ଦେହ ଘେରକୁ ଆସିବା ସହ ଦୁର୍ନୀତିର ଗନ୍ଧ ବାରି ହେଉଛି ବୋଲି କହିଛନ୍ତି ନରସିଂହ ମିଶ୍ର ।
ମାଆଙ୍କ ନାଁରେ ଶେଷ ଚିଠି ଲେଖି ସେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।
ଜାତୀୟ ହାର ତୁଳନାରେ ଓଡ଼ିଶାରେ ମଦ୍ୟପାନ ହାର ବୃଦ୍ଧି ପାଇଛି। ତେବେ ସବୁଠୁ ଉଦ୍ବେଗଜନକ ବିଷୟ ହେଉଛି, ମହିଳାମାନଙ୍କ ମଦ୍ୟପାନ ହାର ବୃଦ୍ଧି ପାଇଛି।
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କହିବା ଯାହା ନିଜ ଗାଲକୁ ଚାପୁଡ଼ା ମାରିବା ତାହା। ବିଧାନସଭାରେ ଆନନ୍ଦପୁରର ବିଜେଡି ବିଧାୟକ ଭାଗିରଥି ସେଠୀ ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି।
ମୃତ୍ୟୁର କାରଣ ଅସ୍ପଷ୍ଟ, ମୃତଦେହ ଜବତ କରି ପୋଲିସର ଛାନ୍ଭିନ୍ । ମୃତ ଛାତ୍ରୀ ଏକ ଘରୋଇ ଇଂଜିନିୟରିଂ କଲେଜରେ ପଢୁଥିଲେ ।
ପୁଣି ଚର୍ଚ୍ଚାରେ କଲ୍ୟାଣସିଂହପୁରର କାସିମ୍ ଚାଚା । ଗରିବ ଭୋକିଲାଙ୍କୁ ଏଥର ଚିକେନ୍ ବିରିୟାନୀ ସହ ବାଣ୍ଟିଲେ ଜୋତା। କୁକୁଡ଼ା ମାଂସ ଦୋକାନ କରି ସପ୍ତାହକୁ ଥରେ ଭୋକିଲାଙ୍କୁ ଦେଉଛନ୍ତି ଖାଦ୍ୟ । କେତବେବେଳେ ଜୋତା ତ ପୁଣି କେତେବେଳେ ଛତା । ଧୋତି ଆଉ ଲୁଗା ବି ଦେଉଛନ୍ତି। କାସିମ୍ଙ୍କୁ ନେଇ ପୂରା ରାଜ୍ୟରେ ଏବେ ବଢିଲାଣି ଚର୍ଚ୍ଚା ।
ବିଧାନସଭାରେ ସତ କିଏ କହୁଛି ପ୍ରଶ୍ନକର୍ତ୍ତା ନା ସରକାରୀ ଅଧିକାରୀ ବୋଲି ସୌମ୍ୟ ପଚାରିଥିଲେ। ସରକାରୀ ଅଧିକାରୀମାନେ ଭୁଲ୍ ଏବଂ ଭିନ୍ନ ଭିନ୍ନ ତଥ୍ୟ ଦେଇ ବିଧାୟକମାନଙ୍କୁ ମିଛୁଆ ସଜେଇ ନ ଦିଅନ୍ତୁ।
ପ୍ରବଳ ବର୍ଷାରେ ବେହାଲ ସ୍ମାର୍ଟ୍ ସିଟି...ରାସ୍ତାଘାଟଠାରୁ ଆରମ୍ଭ କରି ସ୍କୁଲ ପର୍ଯ୍ୟନ୍ତ ସବୁଠି ପାଣି ହିଁ ପାଣି ...
ଆସିଲା ବିଜେବି ଛାତ୍ରୀ ରୁଚିକା ମହାନ୍ତିଙ୍କ ପୋଷ୍ଟମର୍ଟମ ରିପୋର୍ଟ..
ଭାରତ-ଇଂଲଣ୍ତ ଟେଷ୍ଟ ଚତୁର୍ଥ ଦିନର ଅନ୍ତିମ ଅଧିବେଶନ ବେଳେ ଇଂଲଣ୍ଡ ପ୍ରଶଂସକମାନେ ବର୍ଣ୍ଣବୈଷମ୍ୟ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି ।
ରଥ ସମ୍ମୁଖ ରେ ଭଜନ ଗାଇ ଚର୍ଚ୍ଚାରେ ମୁସଲିମ ବାବା ।
ବର୍ଷା ପାଇଁ ବେଙ୍ଗନୃତ୍ୟ କଲେ ଆଦିବାସୀ ମହିଳା...
ରାଜ୍ୟରେ ପୁଣି ୩୦୦ ପାର କଲା ପଜିଟିଭ୍ । ୨୪ ଘଣ୍ଟାରେ ୩୩୪ ପଜିଟିଭ ଚିହ୍ନଟ ହୋଇଛନ୍ତି ।
୩ ବର୍ଷର ଅବଧି ଥିଲା, ୫ ବର୍ଷ ହେଲା । ଏବେ ବି ସରିପାରୁନି ୨୦ କୋଟି ଟଙ୍କାର ପ୍ରକଳ୍ପ କାମ । ବ୍ରିଜ୍ କାମ ତ ସରିଗଲା ହେଲେ ଆପ୍ରୋଚ୍ କାମ ବାକି ରହିଲା। ଚାଷ ଜମିଠୁ ମେଡ଼ିକାଲ କି ସ୍କୁଲ କୁଆଡ଼େ ଯାଇପାରୁନାହାନ୍ତି ଲୋକେ । ସେନେଇ ତେଜୁଛି ଅସନ୍ତୋଷ।
ରଥ ଉପରକୁ ପହଣ୍ଡି ବେଳେ ଚାରମାଳଟି କୌଣସି କାରଣରୁ ଖସି ଯିବାରୁ ସେବାୟତଙ୍କ ସହ ଦିଅଁ ପଡ଼ି ଯାଇଥିଲେ। ବଲାଙ୍ଗିର ଜିଲ୍ଲାରେ ରଥଯାତ୍ରାରେ ଏଭଳି ଅଭାବନୀୟ ଘଟଣା ଘଟିଛି।
କଟକ SCB ମେଡ଼ିକାଲରେ ସରିଲା ବହୁ ଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗା ସ୍ୱାସ୍ଥ୍ୟ ପରୀକ୍ଷା । ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଫେରିଲା ଜଗା । ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିବା କହିଲେ ପରିବାର ।
ବ୍ୟାଙ୍କ୍କୁ ଟଙ୍କା ଜମା କରିବାକୁ ଯାଇ ଲୁଟ୍ର ଶିକାର ହେଲେ..
ମହାନଦୀକୁ ନେଇ ଛତିଶଗଡ-ଓଡ଼ିଶା ମଧ୍ୟରେ ତୁଟିନି ବିବାଦ...ପୁଣି ଥରେ ବିବାଦ ସୃଷ୍ଟି କଲାଣି ପଡ଼ୋଶୀ ଛତିଶଗଡ଼....
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଜଣେ ଯୁକ୍ତ ୩ ଛାତ୍ରୀ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ସୁଭାଷିନୀଙ୍କ ବାପା ନିଖୋଜ ଘଟଣା ପାଇଁ ହଷ୍ଟେଲ ସୁପରିଟେଣ୍ଡେଣ୍ଟଙ୍କୁ ଦାୟୀ କରିଛନ୍ତି।
ଆଜିଠୁ ୫ ଦିନ ଯାଏଁ ଗଂଜାମ, ନୟାଗଡରେ ଭାରି ବର୍ଷା ସମ୍ଭାବନା । କନ୍ଧମାଳ, ବୌଦ୍ଧର କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ସମ୍ଭାବନା । ଦକ୍ଷିଣ ଝାଡ଼ଖଣ୍ଡ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ଯୋଗୁଁ ବର୍ଷା ସମ୍ଭାବନା ।
ଆଜି ହେରା ପଞ୍ଚମୀ ନୀତି । ଜନ୍ମବେଦୀକୁ ସାଙ୍ଗରେ ନେଇ ନଥିବାରୁ ରାଗ ଜର୍ଜରିତ ମା ମହାଲକ୍ଷ୍ମୀ...ସ୍ୱତନ୍ତ୍ର ବିମାନରେ ଶ୍ରୀମନ୍ଦିରରୁ ବାହାରି ଯିବେ ଗୁଣ୍ଡିଚା ମନ୍ଦିର ଭାଙ୍ଗିବେ ଜଗତ ଠାକୁରଙ୍କ ଦିବ୍ୟ ନନ୍ଦିଘୋଷ ରଥ....
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ମୀନା ବଜାରରେ ପଡୁଥିବା ଦୋଳିର ଯାଞ୍ଚ ହେଉଛି ତ ? ରାଜ୍ୟରେ ବେଧଡକ ଚାଲିଛି ବିପଦପୂର୍ଣ୍ଣ ଦୋଳି ।
ସିବିଆଇ ତଦନ୍ତ ଦାବିରେ ବିଧାନସଭାରେ ହୋ-ହାଲ୍ଲା । କାହିଁକି ଚିହ୍ନଟ ହୋଇପାରୁନାହାନ୍ତି ୩ ସିନିୟର ?
୩ ବର୍ଷରେ ନିଖୋଜ ୨୫ ହଜାର ୯୭୩ ମହିଳା । ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ତଥ୍ୟରେ ବର୍ଷିଲେ ବିରୋଧୀ ।