• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bse Odisha

10th Exam Last Day
Matric Exam Ends: ଭାଇରାଲ୍ ରୋକିବାରେ ସଫଳ, କିନ୍ତୁ ରୋକିପାରିଲେନି ପ୍ରଶ୍ନପତ୍ର ବିଭ୍ରାଟ

କେଉଁଠି ହସ ହସ ମୁହଁ, ଆଉ କେଉଁଠି ଆଗୁଆ ହୋଲି । ମାଟ୍ରିକ୍ ପରୀକ୍ଷା ଶେଷ ଦିନରେ ଖୁସ୍ ମିଜାଜ୍ ରେ ଛାତ୍ରଛାତ୍ରୀ । କିଏ ବର୍ଷ ବର୍ଷର ବନ୍ଧୁଙ୍କୁ ବିଦାୟ ଦେଉଛି, ଆଉ କିଏ ହୋଲି ଛୁଟିରେ ଦେଖାହେବନି ବୋଲି, ଆଗୁଆ ଅବିର ଖେଳୁଛି । ଆଜି ମାଟ୍ରିକ୍ ପରୀକ୍ଷା ସରିବା ପରେ ଅଧିକାଂଶ ଛାତ୍ରଛାତ୍ରୀ ଆଶ୍ବସ୍ତ ଥିଲେ । କିନ୍ତୁ, ବିଡ଼ମ୍ବନା ପରୀକ୍ଷା ସରିଥିଲେ ବି ସମସ୍ତେ ଶଙ୍କାମୁକ୍ତ ନାହାଁନ୍ତି ।

Odisha matric exam schedule released
Matric Exam 2025 Schedule Released: ଫେବ୍ରୁଆରୀ ୨୧ରୁ ମାଟ୍ରିକ ପରୀକ୍ଷା; ଗଣିତ ପରୀକ୍ଷା ପାଇଁ ଦିଆଯିବ ଅଧିକ ୧୫ ମିନିଟ

ଫେବ୍ରୁଆରୀ ୨୧ରୁ ହେବ ମାଟ୍ରିକ ପରୀକ୍ଷା । ଫେବ୍ରୁଆରୀ ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା । ୨୧ରେ MILO, ୨୪ରେ SLE ପରୀକ୍ଷା ଅନୁଷ୍ଠିତ ହେବ । 

Odisha HSC Exam
Odisha Board Exam 2025: କିପରି କରିବେ ମାଟ୍ରିକ ଫର୍ମ ଫିଲଅପ୍, ଶେଷ ତାରିଖ କେବେ ଜାଣନ୍ତୁ...

ଆରମ୍ଭ ହୋଇଛି ମାଟ୍ରିକ ଫର୍ମ ଫିଲଅପ୍ । ମାଟ୍ରିକ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷାର୍ଥୀଙ୍କ ଫର୍ମ ପୂରଣ ଅନଲାଇନରେ ଚାଲିଛି। ତେବେ ଛାତ୍ରଛାତ୍ରୀ କିପରି ଫର୍ମ ଫିଲଅପ କରିବେ ଆସନ୍ତୁ ଜାଣିବା।

ଘର ପାଇଁ ହାଇସ୍କୁଲ ଶିକ୍ଷକଙ୍କୁ ମିଳିବ ଟଙ୍କା
House Building Advances for Odisha Secondary Teachers: ହାଇସ୍କୁଲ ଶିକ୍ଷକଙ୍କ ପାଇଁ ଖୁସି ଖବର, ଘର କରିବା ପାଇଁ ସରକାର ଦେବେ ଟଙ୍କା

ନୂଆ ଜମି କିଣିବା ଲାଗି ଆବେଦନ କରିଥିବା ଆବେଦନ‌କାରୀମାନେ ଜମିର ତଥ୍ୟ ପ୍ରଦାନ କରିବା ସହିତ କିଣିଥିବା ଜମିର ମୂଲ୍ୟ ଏବଂ ବିକ୍ରେତାଙ୍କର ଏଗ୍ରିମେଣ୍ଟକୁ ମଧ୍ୟ ଦାଖଲ କରିବେ ।

Matric Results
ଇଚ୍ଛାଶକ୍ତି ଆଗରେ ହାର ମାନିଲା ଅର୍ଥାଭାବ...ଦିବ୍ୟାଙ୍ଗ ଚୁଡ଼ି ବ୍ୟବସାୟୀଙ୍କ ଝିଅ ପାଇଲେ ୯୨%

କୁଣ୍ଡେଶ୍ୱର ଗ୍ରାମର ରତ୍ନାକର ପାତ୍ର ଏବଂ ଶୁଭଦ୍ରା ପାତ୍ରଙ୍କ ଝିଅ ଗାୟତ୍ରୀ ପିଲାଟି ଦିନରୁ ଆର୍ଥିକ ଅନଟନ ମଧ୍ୟରେ ବଢିଥିଲେ ମଧ୍ୟ କେବେ ହତୋତ୍ସାହିତ ହୋଇନାହାନ୍ତି ।

Matric exam
ମେ' ୨୬ରେ ମାଟ୍ରିକ ରେଜଲ୍ଟ; ସଙ୍ଗେସଙ୍ଗେ ମିଳିବ ଡିଜିଟାଲ ସାର୍ଟିଫିକେଟ୍‌

୨୬ରେ ମାଟ୍ରିକ ରେଜଲ୍ଟ । ୨୬ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ପ୍ରେସ୍‌ମିଟ କରି ସୂଚନା ଦେଲେ ବୋର୍ଡ ସଭାପତି । 

Matric Results
କାହିଁକି ବିଳମ୍ବ ହେଉଛି ମାଟ୍ରିକ ରେଜଲ୍ଟ ? ଦ୍ୱନ୍ଦ୍ୱରେ ଅଭିଭାବକ ଓ ପରୀକ୍ଷାର୍ଥୀ

ଫେବ୍ରୁଆରୀ ୨୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୪ରେ ସରିଥିଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । ମାର୍ଚ୍ଚ ୧୪ରୁ ମାର୍ଚ୍ଚ ୨୮ ଭିତରେ ଖାତା ଦେଖା ଯାଇଥିଲା।

Matric exam question paper leaked
ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ଘଟଣା...ବୋର୍ଡ ସଭାପତିଙ୍କ ଅଜବ ଯୁକ୍ତି...ଗଣମାଧ୍ୟମ ଉପରେ ଲଦିଲେ ଦୋଷ

ଭାଇରାଲ୍ ପ୍ରଶ୍ନପତ୍ରକୁ ପିଲାଏ ଚିହ୍ନିଲା ପରେ ଅଜବ ଉତ୍ତର ରଖିଛନ୍ତି ବୋର୍ଡ ସଭାପତି । ବୋର୍ଡ ସଭାପତିଙ୍କୁ ପ୍ରଶ୍ନ କରିବା ପରେ ସେ ସ୍ପଷ୍ଟୀକରଣ ଦେବା ପରିବର୍ତ୍ତେ ଗଣମାଧ୍ୟମକୁ ଓଲଟା ଟାର୍ଗେଟ କରିଛନ୍ତି ।

Question paper leak
ଇଂରାଜୀ ପରେ ଗଣିତ ପ୍ରଶ୍ନପତ୍ର ଲିକ୍! ମୋବାଇଲରୁ ମୋବାଇଲ୍ ଘୁରି ବୁଲୁଛି ପ୍ରଶ୍ନପତ୍ର

ମୋବାଇଲରୁ ମୋବାଇଲ୍ ଘୁରି ବୁଲୁଛି ମାଟ୍ରିକ ପ୍ରଶ୍ନପତ୍ର। ଆଜି ଗଣିତ ପରୀକ୍ଷା ଥିବା ବେଳେ ଏହାର କିଛି ପ୍ରଶ୍ନପତ୍ର ଭାଇରାଲ୍ ହେଉଛି।

Odisha Matric Exam
ଆଜିଠୁ ମାଟ୍ରିକ ପରୀକ୍ଷା; ୫ ଲକ୍ଷ ପିଲାଙ୍କୁ ଜଗିବ AI କ୍ୟାମେରା

କପି ରୋକିବାକୁ ନୂଆ ଫର୍ମୂଲା ସ୍ୱରୂପ, ଏଥର ଦେଢ ଘଣ୍ଟା ପୂର୍ବରୁ ପରୀକ୍ଷା ହଲକୁ ପଶିବେ ପରୀକ୍ଷାର୍ଥୀ।

Teacher Protest
ରାତି ପାହିଲେ ମାଟ୍ରିକ୍‌ ପରୀକ୍ଷା; ରାଜରାସ୍ତାରେ ଶିକ୍ଷକ, କେମିତି ହେବ ପରୀକ୍ଷା ?

ଆସନ୍ତା ୨୦ରୁ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ମାର୍ଚ୍ଚ ୧୬ ତାରିଖରୁ ଖାତାଦେଖା ଆରମ୍ଭ ହୋଇ ୩୦ ତାରିଖରେ ସରିବ। ସେପଟେ କପି ରୋକିବାକୁ ନୂଆ ଫର୍ମୂଲା ସ୍ୱରୂପ, ଏଥର ଦେଢ ଘଣ୍ଟା ପୂର୍ବରୁ ପରୀକ୍ଷା ହଲକୁ ପଶିବେ ପରୀକ୍ଷାର୍ଥୀ।

BSE Matric Exam
ଫେରିଲା ପୁରୁଣା ଫର୍ମୁଲା; ଆଉ ରହିବନି ସମେଟିଭ୍, ବର୍ଷ ଶେଷରେ ଫାଇନାଲ୍ ଏକଜାମ୍

ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଉପରେ ଅତ୍ୟଧିକ ଚାପ ସୃଷ୍ଟି କରିଥିଲା । ତେବେ କୋଭିଡ୍ କହର କମିବା ପରେ ପୁଣି ଥରେ କେବଳ ଦଶମ ଶ୍ରେଣୀରେ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଛି ।

Matric Supplementary  Exam from 3rd July
ଜୁଲାଇ ୩ରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ

ମେ’ ୨୬ରୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ  ଫର୍ମ ଫିଲ୍‌ଅପ୍ ପ୍ରକ୍ରିୟା ଜାରି ରହିବ ।

Odisha Matric Exam
ବଦଳିଲା ମାଟ୍ରିକ ପରୀକ୍ଷା ଢାଞ୍ଚା; ଆଉ ହେବନି ସମ୍ମେଟିଭ ପରୀକ୍ଷା

ପୂର୍ବ ପରି ବର୍ଷ ଶେଷକୁ ଗୋଟିଏ ବୋର୍ଡ ପରୀକ୍ଷା ହେବ । ପ୍ରେସମିଟରେ ବୋର୍ଡ ସଭାପତି ରାମାଶିଷ ହାଜରାଙ୍କ ସୂଚନା ଦେଇଛନ୍ତି ।

Odisha Matric result
ପୁଣି ପୁଅଙ୍କୁ ପଛରେ ପକାଇ ବାଜି ମାରିନେଲେ ଝିଅ

ଗତଥର ରାଜ୍ୟ ବୋର୍ଡର ପାସ୍ ହାର ଥିଲା ୯୦. ୫୫% । ଏଥରେ ସେଥିରେ ୫.୮୫ ପ୍ରତିଶତ ବୃଦ୍ଧି ଘଟିଛି । ଅନ୍ୟପକ୍ଷରେ ଚଳିତ ଥର କଟକ ଓ ଜଗତସିଂହପୁରରେ ସର୍ବାଧିକ ପାସ୍ ହାର ରହିଛି ୯୭.୯୯% ।

Odisha Matric Results 2023
ମାଟ୍ରିକ ପରୀକ୍ଷାରେ କମାଲ୍ ଦେଖାଇଲେ ପାନ ଦୋକାନୀ, ମେକାନିକ ଓ ରୋଷେୟାଙ୍କ ପୁଅଝିଅ

ସଫଳତାର ଶୀର୍ଷ ଛୁଇଁଥିବା ଏମିତି କିଛି ବିଦ୍ୟାର୍ଥୀଙ୍କ କଥା ଜାଣିବା, ଯାହାଙ୍କ ସଫଳତା ଶୁଣିଲେ ଆପଣଙ୍କୁ ପ୍ରେରଣା ଦେବ।

Today Odisha Matric Results Announced
ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ଏଥର ପାସ୍‌ ହାର ୯୬.୪%

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ । ସକାଳ ୧୦ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରାଯାଇଛି।

Student Goes Missing Before Matric Results Announced Today
ମାଟ୍ରିକ ରେଜଲ୍ଟ ବାହାରିବା ପୂର୍ବରୁ ପୁଅ ନିଖୋଜ, ଥାନାରେ FIR ଦେଲେ ବାପା

ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଯାଉଥିବା ବେଳେ ତା’ ପୂର୍ବରୁ ଭୁବନେଶ୍ୱର ଝାରପଡ଼ା ଅଞ୍ଚଳର ଜଣେ ଛାତ୍ର ନିଖୋଜ ହୋଇଥିବା ନେଇ ଅଭିଯୋଗ ଆସିଛି।

Odisha Matric Results To Be Announced Today
ଆଜି ବାହାରିବ ମାଟ୍ରିକ ରେଜଲ୍ଟ, ଜାଣନ୍ତୁ କେମିତି ଚେକ୍‌ କରିବେ...

ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ସକାଳ ୧୦ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣା କରାଯିବ।

10 exam results
ମେ’ ଦ୍ୱିତୀୟାର୍ଦ୍ଧରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ତ୍ରୁଟିଶୂନ୍ୟ ରେଜଲ୍ଟ ପ୍ରକାଶ କରାଯିବା ନେଇ ପ୍ରକ୍ରିୟା ଜାରି ରହିଛି ବୋଲି ବୋର୍ଡ ସଭାପତି କହିଛନ୍ତି । ଏଥି ସହିତ ଚଳିତ ବର୍ଷ ୫ଲକ୍ଷ ୪୧ ହଜାର ୨୪୭ ପରୀକ୍ଷାର୍ଥୀ ଥିଲେ ।

Evaluation Of Odisha Matric Exam Answer Papers Begins From Today
ଆଜିଠୁ ମାଟ୍ରିକ ଖାତାଦେଖା, ୧୩ ହଜାର ଶିକ୍ଷକ ଖାତା ଦେଖିବେ

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀଙ୍କ ଖାତା ଦେଖିବେ ପ୍ରାୟ ୧୩ ହଜାର ଶିକ୍ଷକ, ଶିକ୍ଷୟିତ୍ରୀ। ଏଥିପାଇଁ ମୂଲ୍ୟାୟନ କେନ୍ଦ୍ର ଗୁଡ଼ିକରେ ସମସ୍ତ ପ୍ରକାରର ବନ୍ଦୋବସ୍ତ କରାଯାଇଛି।

BSE
ଆସନ୍ତାକାଲିଠାରୁ ମାଟ୍ରିକ୍‌ ଖାତାଦେଖା ଆରମ୍ଭ

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀଙ୍କ ଖାତାଦେଖିବେ ଶିକ୍ଷକ ଶିକ୍ଷୟିତ୍ରୀ ।

Matric exam
ଏଥର ମାଟ୍ରିକ୍‌ ପରୀକ୍ଷାରେ ବିଭ୍ରାଟ ସୀମା ଟପିଲା ! ପ୍ରଶ୍ନପତ୍ର ଲିକ୍‌ ନେଇ କମ୍ପିଲା ଗୃହ...

ଗଣଶିକ୍ଷା ମନ୍ତ୍ରୀ କାଉଣ୍ଟର ଆଟାକ୍ କରି କହିଛନ୍ତି, ମାଟ୍ରିକ ପରୀକ୍ଷା ଶୃଙ୍ଖଳିତ ଭାବେ ଶେଷ ହୋଇଛି । କିନ୍ତୁ ବିରୋଧୀ ଦଳମାନେ ପିଲାଙ୍କୁ ନେଇ ରାଜନୀତି କରୁଛନ୍ତି ।

Matric Girl Student Allegedly Commits Suicide In Jajpur
ମାଟ୍ରିକ ପରୀକ୍ଷାରେ ଭଲ ନହେବାରୁ ଆତ୍ମହତ୍ୟା କଲେ ଛାତ୍ରୀ

ପରୀକ୍ଷା ଭଲ ନହେବାରୁ ଜୀବନ ହାରିଲେ ମାଟ୍ରିକ ଛାତ୍ରୀ। ଛାତ୍ରୀଙ୍କ ଶେଷ ଦୁଇଟି ପରୀକ୍ଷାରେ ଭଲ ହୋଇନଥିବା ପରିବାର ଲୋକେ କହିଛନ୍ତି।

Matric exam answer paper evaluation
ଶେଷ ହେଲା ମାଟ୍ରିକ୍‌ ପରୀକ୍ଷା : ଆସନ୍ତା ୩ରୁ ଖାତାଦେଖା ଆରମ୍ଭ

ମୋଟ ୫୬ଟି କେନ୍ଦ୍ରରେ ଖାତା ଦେଖା ହେବ: ବୋର୍ଡ ସଭାପତି