• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Jollywood

ନରୀ ପଣ୍ଡାଙ୍କ ଆଖିରେ ଲୁହ
ଯାତ୍ରା ହାସ୍ୟ ଅଭିନେତା ନରି ପଣ୍ଡାଙ୍କୁ ମାଡ଼ ଅଭିଯୋଗ

ଯାତ୍ରା ହାସ୍ୟ ଅଭିନେତା ନରେନ୍ଦ୍ର ପଣ୍ଡା ବା ନରି ପଣ୍ଡାଙ୍କୁ ନିର୍ଦ୍ଧୁମ ମାଡ଼। ପ୍ୟାଣ୍ଟ ସାର୍ଟ ଖୋଲି ଉଲଗ୍ନ କରି ମାଡ଼ ମାରିଥିବା ଅଭିଯୋଗ।

ମିଛ କହୁଥିଲେ ପୀୟୂଷ !
ପୁଣି ବିବାଦରେ ପୀୟୂଷ ତ୍ରିପାଠୀ

ପୁଣି ବିବାଦରେ ପୀୟୂଷ ତ୍ରିପାଠୀ। ଯାତ୍ରା ସୂର୍ଯ୍ୟମନ୍ଦିର ମାଲିକ କଲେ ଟାର୍ଗେଟ୍। କହିଲେ ୨୦୨୬ ଯାଏଁ ପିୟୂଷ କରିଛନ୍ତି ଏଗ୍ରିମେଣ୍ଟ୍। କେମିତି ସିଂହବାହିନୀରେ ଯୋଗଦେବେ ବୋଲି କହୁଛନ୍ତି ?

ପିୟୂଷଙ୍କ ମୁଖା ଖୋଲିଲା ଧଉଳି
Piyush Tripathy: ପୀୟୂଷଙ୍କ ମୁଖା ଖୋଲିଲେ ଧଉଳି ଗଣନାଟ୍ୟ ପ୍ରଯୋଜକ; କହିଲେ, ମୋଠୁ ବି ସେ ନେଇଥିଲେ ଲକ୍ଷେ ଟଙ୍କା

ମୁଁ ବି ପିୟୁଷଙ୍କୁ ଲକ୍ଷେ ଟଙ୍କା ଦେଇଥିଲି । ହେଲେ ସେ ପଇସା ନ ଫେରାଇବାରୁ ଲୋକ ପଠାଇଥିଲି । ଆଉ ସେ ସୁଧ ମୂଳ ସହ ଦେଢ ଲକ୍ଷ ଟଙ୍କା ଫେରାଇଥିଲେ

ପିୟୂଷଙ୍କ ମୁହଁରେ ଯାତ୍ରାର ଭିତିରି କଥା
ପୀୟୁଷ ଖୋଲିଦେଲେ ଭିତିରି ଗୁମର

ମୁଁ କିଛି କହିବା ଆଗରୁ ସେ ତାଙ୍କ ଆଡୁ ମୋତେ ବାଧ୍ୟ କରୁଥିଲେ । ମୁଁ ତ ଗୋଟେ ମଣିଷ ତେଣୁ ତାଙ୍କୁ ହଁ କହିଲି ଆଉ ଆର ବର୍ଷ ତାଙ୍କ ସହ କାମ କରିବି ବୋଲି କହିଲି । ମୋର କେଉଁଠି ଭୁଲ ରହିଲା ବୋଲି କହିଛନ୍ତି ପୀୟୁଷ ।

ନାଁ କମାଇଲେ, ବଦନାମ ମୁଣ୍ଡାଇଲେ
Piyush Tripathi: ଟଙ୍କା ନେଇ ଅପେରା ମାଲିକକୁ ଠକିଦେଲେ ପୀୟୂଷ !

ଯାତ୍ରା ଜଗତରେ ପାଦ ଥାପିବା ପରେ ପୀୟୁଷ ପ୍ରଥମେ କୋଣାର୍କ ପରେ ପାର୍ବତୀ, ରଙ୍ଗମହଲ, ତୁଳସୀ, ଗୌରୀ ଓ ସ୍ବପ୍ନମହଲରେ କାମ କରିସାରିଛନ୍ତି ।

ଜୀବନ ପ୍ରତି ବିପଦ କାହିଁକ କହିଲେ ପୀୟୂଷ ?
ମୋ ଜୀବନ ପ୍ରତି ବିପଦ ଅଛି ? ଏଭଳି କାହିଁକି କହିଲେ ପିୟୁଷ ?

କିଏ ପିୟୁଷଙ୍କୁ ବ୍ଲାକ ମେଲ କରୁଛି? ନା ନିଜେ ପିୟୁଷ ଯାତ୍ରା ମାଲିାକଙ୍କୁ ବ୍ଲାକମେଲ କରୁଥିଲେ ? ସ୍ବର୍ଣ୍ଣ ମହଲ ଛାଡି କାହିଁକି ଯିବାକୁ ଚାହୁଁଥିଲେ ପିୟୁଷ ସିଂହବାହିନୀ।

Jatra
କାହିଁକି ବିବାଦରେ ହଟ୍ ଯାତ୍ରା ଷ୍ଟାର୍ ପୀୟୂଷ ତ୍ରିପାଠୀ ?

ପୀୟୂଷ ଆହୁରି ମଧ୍ୟ କହୁଛନ୍ତି, ଯାତ୍ରା ସିଂହବାହିନୀ ମାଲିକ ଯାହା କହୁଛନ୍ତି ସତ କହୁଛନ୍ତି। ହେଲେ ଯେତକ ତାଙ୍କୁ ସୁହାଇବ ସେତକ ହିଁ କହୁଛନ୍ତି। ବଳକା କଥା କହୁନାହାନ୍ତି। ତେବେ ୫୫ ଲକ୍ଷ ଟଙ୍କାରୁ ୩୦ ଲକ୍ଷ ଆକାଉଣ୍ଟରେ ଦେଲେ ବୋଲି ମାଲିକ ଯାହା କହୁଛନ୍ତି, ବାକି ୨୦ ଲକ୍ଷ କେଉଁଠି ଓ କେମିତି ଦେଲେ ବୋଲି ପାଲଟା ପ୍ରଶ୍ନ କରିଛନ୍ତି ପୀୟୂଷ।

piyush
Jollywood Actor Piyush Tripathy: ମହାପ୍ରଭୁଙ୍କୁ ଧରି କହିଲେ ପୀୟୂଷ, ମିଛ କହୁଥିଲେ କୁଷ୍ଠ ରୋଗ ହୋଇଯିବ

ସେ ସାଙ୍ଗରେ ଆଣିଥିବା ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ଧରି କହିଲେ, ଯଦି ମିଛ କହୁଥିବି କୁଷ୍ଠରୋଗ ହୋଇଯିବ । ଜଗନ୍ନାଥଙ୍କୁ ଧରି ସେ କାନ୍ଦି ପକାଇଛନ୍ତି । ସେ କହିଛନ୍ତି ସିଂହବାହିନୀ ଯାତ୍ରା ପାର୍ଟିର ମାଲିକ ସଞ୍ଜୀବ ପାଢ଼ୀ ମୋତେ ଟଙ୍କା ଦେବା ଠିକ୍, ଗାଡ଼ି ଦେବା ଠିକ୍ କିନ୍ତୁ ପରିମାଣ ଭୁଲ୍ । ୫ ଦେଇକି ୨୫ କହୁଛନ୍ତି ।

Jatra Actor
ବିବାଦ ଘେରରେ ପୀୟୂଷ ତ୍ରିପାଠୀ

ଚୁକ୍ତି ମୁତାବକ ଟଙ୍କା ଓ ଦାମୀ ଗାଡ଼ି ଉପହାର ନେବା ସହ ଜଗନ୍ନାଥଙ୍କ ନାଁରେ ଶପଥ କରି ବି ଯାତ୍ରା ସିଂହବାହିନୀରେ ଯୋଗ ଦେଉନଥିବା ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ଯାତ୍ରା ସିଂହବାହିନୀ ମାଲିକ ସଂଜୀବ ପାଢ଼ୀ।

Jollywood
ଯାତ୍ରାରେ ଅଶ୍ଳୀଳତା ପ୍ରଦର୍ଶନରେ ଲାଗିବ କି ରୋକ୍ ?

ଡ୍ୟାନସ ବାରରେ ନାଚ ବନ୍ଦ ପରେ ଯାତ୍ରା ଉପରେ ହେବ କି ଆକ୍ସନ ? ଏକାଠି ହୋଇ ବିରୋଧ କରନ୍ତୁ ଯାତ୍ରାପାର୍ଟି ମାଲିକ କହିଲେ ଆଇନମନ୍ତ୍ରୀ ।

JOLLYWOOD
ଯାତ୍ରାର ଆଗରୁ ଆଇଟମ ଡାନ୍ସ ନାଁରେ ବେଧଡକ୍ ଚାଲୁଛି ଅଙ୍ଗପ୍ରଦର୍ଶନ

ଯାତ୍ରା ପେଣ୍ଡାଲରେ ସୀମା ଟପିଗଲାଣି ନଗ୍ନତା । ସ୍ଥିତି ଏମିତି ହେଲାଣି ଯେ, ସପରିବାର ଏକାଠି ଆଉ ଯାତ୍ରା ଦେଖିବାକୁ ଯାଇ ପାରୁ ନାହାନ୍ତି ।

JOLLYWOOD
ଆଉ ଯାତ୍ରାରେ ଚଳିବନି ଅଶ୍ଳୀଳତା-ନଗ୍ନତା-ଅଙ୍ଗ ପ୍ରଦର୍ଶନ କିମ୍ବା ଦ୍ୱିଅର୍ଥ ବୋଧକ ଶବ୍ଦ

​​​​​​​ଜିଲ୍ଲାପାଳଙ୍କୁ ରାଜ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶ । କଳାକାରଙ୍କ ସ୍ୱାଗତ, ସଫଳ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ।

Daitari Panda
ଯାତ୍ରା ଖଳନାୟକ ଦୈତାରୀଙ୍କ ନାଁରେ ସାଂଘାତିକ ଅଭିଯୋଗ, ୧୫ ଲକ୍ଷ ନେଲେ କିନ୍ତୁ ଆସୁନାହାନ୍ତି

ଏହି ଟଙ୍କା ନେବା କଥାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ନିଜେ ଦୈତାରୀ ପଣ୍ଡା ।

ଯାତ୍ରା ପାର୍ଟିର ଗାୟକ ସଞ୍ଜୟ କୁମାର ପାତ୍ର
ନାଟକର ଶେଷ ଗୀତ ପାଲଟିଲା ଜୀବନର ଶେଷ ଗୀତ

ତୁଳସୀ ଗଣନାଟ୍ୟର ନାଟକରେ ଗୀତ ଗାଉଥିଲେ ଯାତ୍ରା ପାର୍ଟିର ଗାୟକ