• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

breaking news
ସଂକ୍ଷେପରେ ଆଜିର ତାଜା ଖବର - Thursday, 08 September 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Thursday, 08 September 2022
Gajapati maharaja
ଶ୍ରୀନଅରରେ ସ୍ୱତନ୍ତ୍ର ସୁନିଆଁ ଉତ୍ସବ, ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଶାସନର ୬୫ ଅଙ୍କ

ସୁନିଆରେ ପ୍ରଚଳନ ହେଲା ନୂଆ ସ୍ୱର୍ଣ୍ଣ ମୁଦ୍ରା। ଶ୍ରୀମନ୍ଦିରରେ ପାରମ୍ପରିକ ରୀତିରେ ବାମନ ଜନ୍ମନୀତି ପାଳିତ।

Nilamadhav And Family
ବାପା-ମାଆ ନିଜେ ଚାଲିବା କଷ୍ଟ, ହେଲେ କାନ୍ଧରେ ବୋହୁଛନ୍ତି ଭେଣ୍ଡିଆ ପୁଅର ଭାର

ଯାହାଙ୍କ ପାଇଁ ନିଜେ ଅଣ୍ଟା ସଳଖି ଚାଲିବା କାଠିକର ପାଠ, ସେମାନଙ୍କ ପିଠିରେ ଏବେ ଚିନ୍ତାର ପାହାଡ଼ । ଚିନ୍ତା ପେଟକୁ ନେଇ ଆଉ ତାଠୁ ବଳି ପୁଅକୁ ନେଇ ।

Kosal
ପଶିଲା କେଁ, କୋଶଳ ମହାବନ୍ଦ ବିଫଳ, ସମ୍ବଲପୁରରେ ହିଁ କଡ଼ା ବିରୋଧ !

ପିକେଟିଂ ଯୋଗୁଁ ଆଜି ଦିନ ତମାମ ବହୁ ସ୍ଥାନରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା । କିଛି ସ୍ଥାନରେ ବନ୍ଦ ରହିଥିଲା ଶିକ୍ଷାନୁଷ୍ଠାନ ।

Puri Srimandir
ସିଂହଦ୍ୱାରରୁ ସ୍ୱର୍ଗଦ୍ୱାର ରାସ୍ତା ହେବ ଚଉଡ଼ା, ପୁଣି ଭାଙ୍ଗିବ ମଠ-ଦୋକାନ ବଜାର

ଜିଲ୍ଲାପାଳ କହିଛନ୍ତି ରାସ୍ତା ପ୍ରଶସ୍ତୀକରଣ ପାଇଁ ପର୍ଯ୍ୟାୟକ୍ରମେ ସମସ୍ତ ପକ୍ଷଙ୍କ ସହ ସବିଶେଷ ଆଲୋଚନା ହେଉଛି, କାମ ଶୀଘ୍ର ଆଗେଇବ ।

Housing For All
‘ହାଉସିଂ ଫର୍‌ ଅଲ୍‌’ ସ୍କିମ୍‌ ଘୋଷଣା, ସମସ୍ତଙ୍କୁ ମିଳିବ ଘର !

ସରକାରୀ ପ୍ରୋଜେକ୍ଟରେ ୨୦ ପ୍ରତିଶତ ଏବଂ ବେସରକାରୀ ପ୍ରୋଜେକ୍ଟରେ ୧୦ ପ୍ରତିଶତ ଘର ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ରଖାଯିବ ।

Special story
ମାସକରେ ୬୦୦ କୋଟି ଆୟ : ଉଧାର ଟଙ୍କା ନିବେଶ କରି କମାଲ କଲେ ଛାତ୍ର

ବୁଦ୍ଧିମତା ବଳରେ ଅଳ୍ପ ବୟସରେ କମାଲ୍‌ କରିଦେଲେ ଛାତ୍ର ।

ACF Soumyaranjan Death Case
ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ନୂଆ ଫର୍ଦ୍ଦ; ଶୁଣାଣିରେ ରୋକ, ପତ୍ନୀଙ୍କୁ ଆଶ୍ୱସ୍ତି

ପିଟିସନର ଶୁଣାଣି କରି ତଳ କୋର୍ଟରେ ଶୁଣାଣି ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

Varsha Priyadarshini
ପୁଣି ବ୍ୟାକ୍‌ଫୁଟ୍‌କୁ ଗଲେ ବର୍ଷା, ହାଇକୋର୍ଟରୁ ପ୍ରତ୍ୟାହାର କଲେ ପିଟିସନ୍‌

ଆଉ ଥରେ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷା ଆବେଦନ କରିଥିଲେ । ତଳ କୋର୍ଟରେ ଆବେଦନ ଅଗ୍ରାହ୍ୟ ହେବାରୁ ହାଇକୋର୍ଟ ଆସିଥିଲେ ବର୍ଷା ।

Serious Traffic Jam
ବିଜେଡିକୁ କ’ଣ ସବୁ ମାଫ୍‌ ? ସେଲିବ୍ରେସନ୍‌ ବେଳେ ଅଟକି ରହିଲା ଆମ୍ବୁଲାନ୍ସ, ଚୁପ୍‌ ରହିଲା ପୋଲିସ୍ !!

ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଂଟ୍‌ ଆୱାର୍ଡ ପରେ ଭୁବନେଶ୍ୱର ଫେରିଲେ ନବୀନ। ବାସ୍‌...ରାଜଧାନୀର ରାଜରାସ୍ତା ଏମିତି ଜାମ୍‌ ହେଲା ଯେ ଟ୍ରାଫିକ୍‌ ଅବସ୍ଥା ପୂରା ବେହାଲ ହୋଇଗଲା। ଛକ ଛକରେ ଫସିରହିଲା ଆମ୍ବୁଲାନ୍ସ। ସାଇରନ୍‌ ମାରୁଥିଲେ ବି ଯିବାକୁ ନଥିଲା ରାସ୍ତା। ଏତେ ଲୋକ ଆସିବା ନେଇ ସୂଚନା ଥିବା ପରେ ବି କାହିଁକି ଆମ୍ବୁଲାନ୍ସ ପାଇଁ କରାଯାଇନଥିଲା ଗ୍ରୀନ କରିଡର? ରୋଗୀଙ୍କ ଜୀବନ ସହ ଖେଳିବାକୁ ୟାଙ୍କୁ ଅନୁମତି ଦେଲା କିଏ?

Cuttack Judge Death Case
ଆସିଲା ଜଜ୍‌ଙ୍କ ପୋଷ୍ଟମର୍ଟମ ରିପୋର୍ଟ

କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି। ରଶି ଲଗାଇ ଝୁଲି ପଡ଼ିବାରୁ ବିଚାରପତି ସୁବାସଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Engineering Student Sold
ଚାକିରି ପାଇଁ ଯାଇଥିଲେ, ହେଲେ ବିକ୍ରି ହୋଇଗଲେ !

ଇଂଜିନିୟରିଂ ପଢ଼ୁଥିବା ଛାତ୍ରୀଙ୍କୁ ମଧ୍ୟପ୍ରଦେଶରେ ବିକ୍ରି କରି ଜୋର୍‌ ଜବରଦସ୍ତି ଶାରିରୀକ ସମ୍ପର୍କ ରଖାଯାଇଥିବା ଅଭିଯୋଗ ହୋଇଛି ।

Shri Jagannath Temple
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି; ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ଆଜି ପବିତ୍ର ସୁନିଆ ଉତ୍ସବ । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଆଜିଠାରୁ ଆରମ୍ଭ ହୋଇଛି ୧୪୩୦ ସାଲ ୬୫ ଅଙ୍କର ପ୍ରବେଶ ।

Two Killed In Road Accident
ଅନ୍ତିମ ସଂସ୍କାର ସାରି ସ୍ୱର୍ଗଦ୍ୱାରରୁ ଫେରୁଥିଲେ, ନିଜେ ଶବ ପାଲଟିଗଲେ

ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର ସାରି ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଚାଲିଯାଇଛି।

Heavy To Very Heavy Rainfall Likely In Odisha
୪୮ ଘଣ୍ଟାରେ ଲଘୁଚାପ ! ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ

୯ ତାରିଖରେ ୮ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ୧୦ ତାରିଖରେ ମଧ୍ୟ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Demanding Of Separate Koshal State
ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବି: ଏପଟେ ବନ୍ଦ ଡାକରା, ସେପଟେ ବନ୍ଦକୁ ବିରୋଧ...

ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। କୋଶଳ ସେନା ଓ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।

breaking news
ସଂକ୍ଷେପରେ ଆଜିର ତାଜା ଖବର - Wednesday, 07 September 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Wednesday, 07 September 2022
Cuttack Durga Puja
ଏଥର କଟକ ଦୁର୍ଗା ଭସାଣୀ ବେଳେ ଲାଗିବ GPS

ଏହି ନୂଆ ନିଷ୍ପତ୍ତି ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ବୈଠକ ସରିବା ପରେ ସେ ଏହା କହିଛନ୍ତି ।

Odisha Politics
କି ଅଜବ ବ୍ୟବସ୍ଥା; ରାଜ୍ୟରେ ଚାଷୀଙ୍କ ନାଁରେ ବିଦେଶ ଯାଉଛନ୍ତି ସଚିବ !

ରାଜ୍ୟର ୪ ସଫଳ ଚାଷୀଙ୍କ ସହ ଚାଲବାଜି । ନେଦରଲାଣ୍ଡସ୍ ଆନ୍ତର୍ଜାତିକ କୃଷି କାର୍ଯ୍ୟକ୍ରମରୁ ଚାଷୀ ବାଦ୍ ।

BJD’s welcome ceremony for CM
ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଆଳରେ ବିଜେଡିର ପାଓ୍ୱାର ସୋ’, ହଜାର ହଜାର କର୍ମୀଙ୍କୁ ଠୁଳ କଲା ଦଳ

୨୪ ନିର୍ବାଚନ ପ୍ରସ୍ତୁତିର ଭିତ୍ତି ପକାଇଲା କି ବିଜେଡି ? ମିଳିଥିବା ସମ୍ମାନକୁ କିଣା ଆଓ୍ୱାର୍ଡ କହିଲେ ବିରୋଧୀ ।

Traffic Congestion in Bhubaneswar
ଏପଟେ BJDର ଶକ୍ତିପ୍ରଦର୍ଶନ, ସେପଟେ ଗଣ୍ଡାଗଣ୍ଡା ଆମ୍ବୁଲାନ୍ସରେ ଛଟପଟ ରୋଗୀ

ଅସମ୍ଭାଳ ଭିଡରେ ୭ ଘଣ୍ଟା ଅଣନିଶ୍ୱାସୀ ଜନତା । ରାଜଧାନୀର ପ୍ରମୁଖ ରାସ୍ତାରେ ସାଂଘାତିକ ଟ୍ରାଫିକ ଜାମ୍ ।

BJP
ରାଜ୍ୟ ବିଜେପିକୁ ପ୍ରଭାରୀଙ୍କ ଗୁରୁମନ୍ତ୍ର: ନଡ୍ଡାଙ୍କ ପାଇଁ ପ୍ରସ୍ତୁତ ବ୍ଲୁ ପ୍ରିଣ୍ଟ

ପ୍ରଥମ ଦିନ ରାଜ୍ୟ ପ୍ରଭାରୀ, ରାଜ୍ୟ ସଭାପତି, ସାଧାରଣ ସଂପାଦକମାନଙ୍କ ସହ ଆଲୋଚନା ପରେ ଆଜି କୋର୍ କମିଟି ସଦସ୍ୟ ଓ ରାଜ୍ୟ ପଦାଧିକାରୀମାନଙ୍କ ସହ କରିଥିଲେ ମାନସ ମନ୍ଥନ । ସମସ୍ତ ନେତାଙ୍କଠାରୁ ବିତ୍ସୃତ ଭାବେ ଫିଡ୍‌ବ୍ୟାକ୍ ନେଇଛନ୍ତି ଓଡ଼ିଶା ଗସ୍ତରେ ଆସିଥିବା ସୁନୀଲ ବଂଶଲ ।

Madhusudan Patra
ଯାହାର ଦୁଃଖ ଦେଖିଲେ, ଲୁନା ଧରି ସାହାଯ୍ୟ କରିବାକୁ ପହଞ୍ଚିଲେ

ଗଂଜାମରୁ ୩୦୦ କିଲୋମିଟର ଦୂର ନିଜେ ଗାଡି ଚଲାଇ ପହଂଚିଥିଲେ ଅଭାବୀ ପରିବାର ପାଖରେ ଏବଂ ୧୦ ହଜାର ଟଙ୍କା ସହାୟତା କରିଥିଲେ ।