ମୃତଦେହ ଉଦ୍ଧାର ହୋଇଥିବା ହଷ୍ଟେଲ୍ ରୁମ୍ରୁ ହାତଲେଖା ଚିଠି ମିଳିଛି। ଯେଉଁଥିରେ ଲେଖା ହୋଇଛି ଯେ, ‘ନିଦ ହେଉନଥିବାରୁ ବହୁତ କଷ୍ଟ ଲାଗୁଛି। ଭଗବାନ ମୋତେ ନେଇଯାଅ Sorry, Sorry।’
ଡେଙ୍ଗୁ ମୁକାବିଲା ପାଇଁ ଭୁବନେଶ୍ୱର ହାଇଟେକ୍ ମେଡିକାଲରୁ ଏକ ୧୬ ଜଣିଆ ଟିମ୍ ମୋହନା ପହଞ୍ଚିଛି
ଓଡିଶାରୁ ଈଶ୍ୱର ଚନ୍ଦ୍ର ନାୟକ ଆଜି ଗୁରୁଦିବସ ଅବସରରେ ସମ୍ବର୍ଦ୍ଧିତ ହୋଇଛନ୍ତି ।
ଗୁରୁଦିବସରେ ଦିବ୍ୟାଙ୍ଗ ଶିକ୍ଷକଙ୍କ ଉତ୍ସର୍ଗୀକୃତ କାହାଣୀ
ଦିନକୁ ଦିନ ରାଜ୍ୟରେ ଆତ୍ମହତ୍ୟା ବଢ଼ି ବଢ଼ି ଚାଲିଛି , ହେଲେ କାହିଁକି ?
ପୀଡିତାଙ୍କ ବାପାଙ୍କ ସୂଚନା ଅନୁସାରେ, ଶନିବାର ଡ୍ୟୁଟି ଯାଇଥିବା ବେଳେ ଲୋକଙ୍କ ଟାହିଟାପରା ପରେ ଝିଅ ମର୍ମାହତ ହୋଇଥିଲା। ଆଜି ସକାଳୁ ଅଜଣା ନମ୍ବରରୁ ପୀଡିତା ଫୋନ୍ କରି ନିଜ ବାପାଙ୍କୁ ଜଣାଇଥିଲେ।
ହଷ୍ଟେଲ୍ରୁ ଜଣେ ଘରୋଇ ନର୍ସିଂ କଲେଜ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। କେଉଁ ପରିସ୍ଥିତିରେ ସେ ଏଭଳି ଚରମ ପଦକ୍ଷେପ ନେଲେ ତାହା ସ୍ପଷ୍ଟ ହୋଇନାହିଁ।
ଜଣେ ବ୍ୟକ୍ତି ପଞ୍ଚାୟତ ଅଫିସ ନିକଟରେ ବେଆଇନ୍ ଭାବେ ମଦ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଏହାସହ ସେ ବିଭିନ୍ନ ଅପରାଧର ମାଷ୍ଟରମାଇଣ୍ଡ୍ ବୋଲି ଲୋକେ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି।
ଅନେକ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କେତେକ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବ ବୋଲି ଆକଳନ କରାଯାଇଛି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ରାଜଧାନୀରେ ବ୍ୟାପକ ଆୟୋଜନ
ଥାନାରେ ଏତଲା ପରେ ବ୍ୟବଚ୍ଛେଦ କରି ତଦନ୍ତ କରୁଛି ପୋଲିସ
RMRCର ଗବେଷଣାରୁ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ, କୋଭିଡ୍ ଆରୋଗ୍ୟଙ୍କ ଉପରେ ହୋଇଥିଲା ଗବେଷଣା
ଲାବ୍ରୋଟୋରିକୁ ଗଲା ଭାତ, ଘୁଗୁନି, ଚାଟ୍ ଓ ପାଣିର ନମୁନା
ଦୁର୍ନୀତିକୁ ନେଇ ବାବୁଙ୍କ ବିରୋଧରେ ମାମଲା କ୍ଷେତ୍ରରେ ଓଡ଼ିଶା ନଂ୧
ନାଲି ପିମ୍ପୁଡି ପାଇଁ ଘରୁ ବାହାରି ପାରୁନାହାନ୍ତି ଲୋକ
ଦେଶର ମୋଟ ମାମଲାର ଓଡ଼ିଶାରେ ୨୩ ପ୍ରତିଶତ
ପାର୍କର ଅବସ୍ଥା କେବଳ ଚାରିପଟେ ସିମେଣ୍ଟରେ ପାଚେରି ହୋଇଛି , କିଛି ଟ୍ରିପ୍ ମାଟି ଫିଲିଙ୍ଗ କରାଯାଇଛି ।
ଦେଶ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଏହାର ଏକ ଅଂଶ ହେବା ପାଇଁ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସଠାରୁ ଏହି ଡାକ୍ତର ମାଗଣା ଚିକିତ୍ସା ଆରମ୍ଭ କରିଛନ୍ତି।
ବିଳମ୍ବିତ ରାତି ଯାଏ ଛାତ୍ରୀ ଜଣକ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଶେଷରେ ପୋଖରୀରୁ ତାଙ୍କ ମୃତଦେହ ମିଳିଥିଲା।
ଯେଉଁଦିନ ରଘୁଆ ଘରକୁ ଫେରିଥିଲେ, ଗାଁ ଲୋକେ ତାଙ୍କୁ କେହି ଜାଣିପାରି ନଥିଲେ ।
କ୍ୟାପିଟାଲ୍ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ ମିଳିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦେବାକୁ ବିଜେଡି ବ୍ୟାପକ ଆୟୋଜନ କରିଛି।
ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଦୁଇଟି ଘୂର୍ଣ୍ଣିବଳୟ ଆସିବା ସମ୍ଭାବନା ରହିଛି ।
ନାବାଳିକାକୁ ଅପହରଣ ପରେ ୪ ଦିନ ଧରି ଅଟକ ରଖି ଦୁଷ୍କର୍ମ କରାଯାଇଥିବା ଲକ୍ ଥାନାରେ ଅଭିଯୋଗ ହୋଇଛି ।
ପଲ୍ଲୀବାଣୀ ମିଶନ ପକ୍ଷରୁ ଚଳିତ ବର୍ଷ ଓଡ଼ିଶାର ୭ ଜଣ ସାମ୍ବାଦିକଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରେ ଓଟିଭିର ମାଲକାନଗିରି ଜିଲ୍ଲା ପ୍ରତିନିଧି ଜିତେନ୍ଦ୍ର ବେଉରା ଅଛନ୍ତି।