• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Train Derailed
ପୁଣି ଏକ ପାସେଞ୍ଜର ଟ୍ରେନ୍‌ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୪ଟି ବଗି

ବିଶାଖାପାଟଣା-ଜଗଦଲପୁର ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ । ଜୟପୁର ଛତ୍ରିପୁଟ ନିକଟରେ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଥିବା ଖବର ସାମ୍ନାକୁ ଆସିଛି ।

Inhumanity
ମଣିଷ ନା ଅମଣିଷ ! ଷଣ୍ଢକୁ ଆଖି କାନ ବୁଜି ପିଟିଲା, ପୁଣି ବେକରେ କାଠ ଗଣ୍ଡି ଝୁଲାଇ ଗଛରେ ବାନ୍ଧିଦେଲା..

କାଠ ଗଣ୍ଡିକୁ ବେକରେ ବୋହି ଚାଲିବା ଯେ କେତେ କଷ୍ଟକର ତାହା ଥରେ ଚିନ୍ତା କରନ୍ତୁ ।

Humanity
ବିହାରର ପୁଅ ନିଶା ଖାଇ ହଜିଯାଇଥିଲା, ୧୦ ବର୍ଷ ପରେ ଓଡ଼ିଶାରୁ ଉଦ୍ଧାର ! ଜାଣନ୍ତୁ ପୁରା କାହାଣୀ..

ଅତ୍ୟଧିକ ନିଶା ଖାଇ ୧୦ ବର୍ଷ ହେଲାଣି ପରିବାରଠାରୁ ନିଖୋଜ ହୋଇଯାଇଥିଲେ ବିହାରର ଯୁବକ ମିଟୁ ପାଣ୍ଡେ ।

Tussar Farming
ଦିନେ ପରଦୁଆରେ ମୂଲ ଲାଗୁଥିଲେ, ଏବେ ଚାଷ କରି ଅନ୍ୟକୁ ରୋଜଗାର ଦେଉଛନ୍ତି

ନୂଆପଡା ଜିଲ୍ଲା ପାଇଁ ଖୁସି ଆଣିଛି ଟସର ଚାଷ । କାରଣ ଏଇ ଚାଷ କରି ଅନେକ ପରିବାରର ବଦଳିଯାଇଛି ଭାଗ୍ୟ। ଟସର ପୂର୍ବରୁ ଏମାନେ ପର ଦୁଆରେ ମୂଲ ଲାଗୁଥିଲେ ।

  • Monday, 12 September 2022
Puri-Konark Marine Drive Road
ସମୁଦ୍ରରେ ଲୀନ ହୋଇଯିବ କି ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ?

ଦିନକୁ ଦିନ ସାମୁଦ୍ରିକ ଜୁଆର ଭୟଙ୍କର ରୂପ ନେବା ସହ କୂଳ ଲଂଘି ସ୍ଥଳଭାଗକୁ ମାଡ଼ି ଆସୁଛି।

medicine
ନକଲି ମେଡିସିନ୍ କାରବାର ମାମଲା : ଆତ୍ମସମର୍ପଣ କଲେ ୨ ଅଭିଯୁକ୍ତ

କଟକ ପୁରୀଘାଟ ଥାନାରେ ଆତ୍ମସମର୍ପଣ କଲେ ୨ ଅଭିଯୁକ୍ତ

smart school
ସ୍ମାର୍ଟସ୍କୁଲର ଅସଲ ଚିତ୍ର : ପିଲାଙ୍କ ପାଇଁ ଆଲମିରା ପାଲଟିଛି କଳାପଟା

ଆଲମିରାକୁ କଳାପଟା ପରି ବ୍ୟବହାର କରି ପାଠ ପଢ଼ାଉଛନ୍ତି ଶିକ୍ଷୟିତ୍ରୀ

protest
ସରକାରଙ୍କ ସହ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ଆଲୋଚନା : ୧୫ ଦିନ ଭିତରେ ସମାଧାନ ପ୍ରତିଶ୍ରୁତି

୪୨ଟି ବିଭାଗର ୭୦ ହଜାର ଚୁକ୍ତି ଭିତ୍ତିକ କର୍ମଚାରୀଙ୍କୁ ପୂଜା ପୂର୍ବରୁ ମିଳିବ ଭଲ ଖବର

Special story
କିନ୍ନରଙ୍କ ସହ ସ୍ୱାମୀଙ୍କ ବିବାହ କରାଇଲେ ସ୍ତ୍ରୀ

କିନ୍ନରଙ୍କ ସହ ସ୍ୱାମୀଙ୍କ ସମ୍ପର୍କ ଥିବା ଜାଣିପାରି ନିଷ୍ପତ୍ତି ନେଲେ ସ୍ତ୍ରୀ, ବିନା କୌଣସି ବାଧା ଦେଇ କିନ୍ନରଙ୍କ ସହ ବିବାହ କରାଇଲେ

Bhubaneswar MP Aparajita Sarangi targets Odisha govt over mining scam
ଓଡ଼ିଶାରେ ଖଣି ଦୁର୍ନୀତି ଏକ ବିରାଟ ସ୍କାମ: ଅପରାଜିତା

ଶାହା କମିଟି ରିପୋର୍ଟରୁ ୬୫ ହଜାର କୋଟି ଟଙ୍କାର ଭ୍ରଷ୍ଟାଚାର ବାବଦରେ ଜଣାପଡ଼ିଥିଲା। କିନ୍ତୁ ରାଜ୍ୟ ସରକାର ଶାହା କମିଶନ ରିପୋର୍ଟକୁ ଗୁରୁତ୍ୱ ଦେଇନଥିଲେ।

gold price today
Today Gold Price - 12th Sept :୫୨ ହଜାର ଟପିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଆଜି ସୁନା-ରୂପା ଦରରେ ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଫଳରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୨,୧୫୦ ରହିଛି।

Special story
ଆଦିବାସୀଙ୍କ ନିଆରା ଜାନ୍ତାଳ ପର୍ବ : ଅମଳ ପରେ ଇଷ୍ଟଦେବଙ୍କ ନିକଟରେ ଅର୍ପଣ ହୁଏ ଫସଲ

ମୟୂରଭଞ୍ଜ ଜାମଦା କଇଁପୁର ଗାଁର ପ୍ରାଚୀନ ପରମ୍ପରା

snake bite
ଖେଳନା ଭାବି ଧରିବା ପରେ ଚୋଟ ମାରିଲା ବିଷାକ୍ତ ସାପ, ଚାଲିଗଲା କୁନି ଝିଅର ଜୀବନ

ଖେଳୁ ଖେଳୁ କିଏ ଜାଣିଥିଲା କି ଚାଲିଯିବ କୁନି ଝିଅର ଜୀବନ...

Baliyatra
ବାଲିଯାତ୍ରାରେ ଦର୍ଶକଙ୍କୁ ଆକୃଷ୍ଟ କରିବ ଆକର୍ଷଣୀୟ ଜଳକ୍ରୀଡା

ଏଥିରେ ଦୁଇ ଜଣିଆ,ଚାରି ଜଣିଆ ଓ ଅଧିକ ଲୋକ ଜଳକ୍ରୀଡା କରିବା ସହିତ ମହାନଦୀରେ ବୁଲିବା ପାଇଁ ସୁନ୍ଦର ବ୍ୟବସ୍ଥା ରହିଛି।

Durga Puja
ସୁନା ଚାନ୍ଦି ମେଢ଼ରେ ଝଟକିବେ ଜଗଜ୍ଜନନୀ ମାଆ ଦୁର୍ଗା

ପୂଜା ଯେତିକି ଯେତିକି ପାଖେଇ ଆସୁଛି ସେହି ଅନୁସାରେ ପୂଜା ମଣ୍ଡପଗୁଡିକରେ ମଧ୍ୟ ଜୋରସୋରରେ ଚାଲିଛି ପ୍ରସ୍ତୁତି।

ଦୁର୍ବଳ ହେବ ଅବପାତ
୧୨ ଘଣ୍ଟାରେ ଦୁର୍ବଳ ହେବ ଅବପାତ !

ଅବପାତ ପ୍ରଭାବରେ ଉପକୂଳ ଆନ୍ଧ୍ର ଏବଂ ଓଡ଼ିଶାର ଅଧିକାଂଶ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗି ରହିଛି।

breaking news
ସଂକ୍ଷେପରେ ଆଜିର ତାଜା ଖବର - Monday, 12 September 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Monday, 12 September 2022
Fake currency worth Rs 16.11 lakh seized in Rourkela
ଦୁର୍ଗାପୂଜାକୁ ଟାର୍ଗେଟ୍ କରି ଛପାଯାଉଛି ଜାଲି ନୋଟ୍‌ !

କେତେ ପରିମାଣର ଜାଲ୍ ନୋଟ୍ ବଜାରକୁ ଯାଇଛି? କୁଆଡେ କୁଆଡେ ଯାଇଛି?

Opposition parties support protest of contractual employees in Bhubaneswar
ସ୍ଥାୟୀ ନିଯୁକ୍ତି ଦାବିରେ ଗର୍ଜିଲେ ସରକାରୀ ଠିକା କର୍ମଚାରୀ

ରାଜଧାନୀରେ ଠିକା କର୍ମଚାରୀଙ୍କ ଏ ବିଶାଳ ଜନସମାବେଶ ଏବଂ ବାରମ୍ବାର ଦାବି ପରେ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ବିରୋଧୀ।

Opposition parties target BJD
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପାଲଟିଛି ବିଜେଡିର ପାର୍ଟି ଅଫିସ୍

ଏକଥା ଖାଲି ଆମେ କହୁନୁ, ବିଜେଡିର ଛାତ୍ର ଓ ଯୁବନେତାମାନେ ମଧ୍ୟ ଏନେଇ ସୋସିଆଲ୍ ମିଡିଆରେ ଜୋରଦାର ପ୍ରଚାର ପ୍ରସାର କରୁଛନ୍ତି।

NCERT report for examination
ପିଲାଙ୍କୁ ଚାପଗ୍ରସ୍ତ କରୁଛି ପରୀକ୍ଷା ବୋଝ ଓ ରେଜଲ୍ଟ

ପିଲାଙ୍କୁ ଚାପଗ୍ରସ୍ତ କରୁଛି ପରୀକ୍ଷା ବୋଝ ଓ ରେଜଲ୍ଟ। ବେଶି ଚାପରେ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାର୍ଥୀ। NCERT ସର୍ଭେ ରିପୋର୍ଟର ତଥ୍ୟକୁ ନେଇ ଚିନ୍ତା। ସ୍କୁଲ୍‌ରେ କାଉନ୍ସେଲିଂ ଡେସ୍କ ପ୍ରତିଷ୍ଠା ଦାବି।

The owner of Kohinoor Diamond is Lord Jagannath
‘ରାଣୀ ଏଲିଜାବେଥ୍‌ଙ୍କ ମୁକୁଟରେ ଖଚିତ ଦୁର୍ଲଭ ହୀରା ଶ୍ରୀଜଗନ୍ନାଥଙ୍କର’

କୋହିନୂର ହୀରାକୁ ଭାରତ ଫେରାଇ ଆଣିବାକୁ ବଢ଼ିଲା ଦାବି। କୋହିନୂରର ଅସଲ ମାଲିକ ଶ୍ରୀଜଗନ୍ନାଥ ବୋଲି ଦାବି କରି ଦରକାର ହେଲେ ଅନ୍ତର୍ଜାତୀୟ ଅଦାଲତ ଯିବୁ ବୋଲି କହିଛି ଜଗନ୍ନାଥ ସେନା। ତେବେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଶୋଭା ପାଇବ କି କୋହିନୂର?

Many Indians Are Demanding the Return of the Kohinoor Diamond
କୋହିନୂରର ମାଲିକ କିଏ: ଭାରତ ନା ବ୍ରିଟିଶ୍ ?

ଏବେ ସମୟ ଆସିଛି କୋହିନୂରକୁ ଫେରାଇ ଆଣିବା ପାଇଁ ପ୍ରୟାସ ଆରମ୍ଭ ହେଉ ବୋଲି କୁହାଯାଇଛି।