• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Queen Elizabeth II
ଆଉ ନାହାନ୍ତି ବ୍ରିଟେନ୍ ରାଣୀ ଏଲିଜାବେଥ୍

ଉଭୟ ବିଦାୟୀ ଏବଂ ନୂତନ ପ୍ରଧାନମନ୍ତ୍ରୀ ସ୍କଟଲ୍ୟାଣ୍ଡ ଯାଇ ମହାରାଣୀଙ୍କୁ ଭେଟିଥିଲେ। 

Online Darshan
ମନ୍ଦିର ଯାଇପାରୁନାହାନ୍ତି କି ? ଖୁବ୍‌ଶୀଘ୍ର ଘରେ ବସି ଦିଅଁ ଦର୍ଶନ ସହ ଅନ୍‌ଲାଇନ୍‌ରେ ଲଗାଇପାରିବେ ଭୋଗ

ଅନ୍‌ଲାଇନ୍‌ରେ ମିଳିବ ଦେବାଳୟର ଦର୍ଶନ । ଏଣିକି ନୀତିକାନ୍ତି ସହ ପୂଜା ଅର୍ଚ୍ଚନା କରିହେବ । ପ୍ରସାଦ ସେବନ ବ୍ୟବସ୍ଥା ବି ଉପଲବ୍ଧ ହେବ ।

Duplicate Medicine in Twin City
ଟୁଇନ ସିଟିକୁ ପଶି ଆସିଛି କି ବିପୁଳ ଡୁପ୍ଲିକେଟ୍ ମେଡ଼ିସିନ୍ ?

ବଜାରରେ ବୁଲୁଛି କି ବ୍ଲଡ୍ ପ୍ରେସର ନିଦାନର ପୁଳା ପୁଳା ଡୁପ୍ଲିକେଟ୍ ମେଡିସିନ୍...ଦାମୀ କମ୍ପାନୀ ବ୍ରାଣ୍ଡ୍‌ରେ ଖଳ ବ୍ୟବସାୟୀ ଖେଳାଇଛନ୍ତି କି ନକଲି ଔଷଧର ବଡ଼ ସିଣ୍ଡିକେଟ୍?

Konark Temple
ବାଲି ମୁକ୍ତ ହେବ ବିଶ୍ୱ ଐତିହ୍ୟ ବ୍ଲାକ୍ ପାଗୋଡ଼ା, ୧୧୯ ବର୍ଷ ପରେ ବାଲି କାଢ଼ିବ ASI

ଘରୋଇ ସଂସ୍ଥାକୁ ବୈଷୟିକ ସହାୟତା ଦାୟିତ୍ୱ । ଭୂମିପୂଜା ସହ ବାଲି ନିଷ୍କାସନ ପ୍ରକ୍ରିୟା ଆରମ୍ଭ । ଆସନ୍ତା ୩ ବର୍ଷ ମଧ୍ୟରେ କାମ ସାରିବା ଲକ୍ଷ୍ୟ ।

Black Mailing
ଫେକ୍ ଆକାଉଣ୍ଟ ଖୋଲି ଝିଅଙ୍କ ବାପା-ମାଆଙ୍କୁ ପଠାଉଥିଲେ ଅଶ୍ଲୀଳ ଫଟୋ!

ଗିରଫ ହେଲେ ଧାର୍ମିକ ଅନୁଷ୍ଠାନର ଜଣେ ରୋଷେୟା । ମହଙ୍ଗା ପଡ଼ିଲା ଯୁବତୀଙ୍କ ନାଁରେ ଫେକ୍ ସୋସିଆଲ ମିଡିଆ ଆକାଉଣ୍ଟ ଖୋଲିବା ।

Tree Plantation
ସଂସ୍କୃତ ଶିକ୍ଷକଙ୍କ ଅଜବ ନିଶା; ବୁଲି ବୁଲି ଲଗାଇଲେଣି ୫ ହଜାରରୁ ଅଧିକ ଗଛ..

ଶିକ୍ଷକଙ୍କ ନିଆରା ଉଦ୍ୟମ। ପରିବେଶ ବଂଚାଇବା ପାଇଁ ନିଜସ୍ୱ ଖର୍ଚ୍ଚରେ ବୁଲି ବୁଲି ଲଗାଇଲେଣି ୫ ହଜାରରୁ ଅଧିକ ଗଛ..

MKCG Hospital
ଖସିପଡିଲା ବ୍ରହ୍ମପୁର MKCG ମେଡିକାଲର ସିଲିଂ 

ସୁପର ସ୍ପେଶାଲିଟି ହସ୍ପିଟାଲର ପଞ୍ଚମ ମହଲାରେ ପୁଣି ସିଲିଂ ଖସିଥିବା ଦେଖିବାକୁ ମିଳିଛି ।

Politics
ବିମାନବନ୍ଦରରେ ମଦ ପିଇ ବିଜେଡି ନେତାଙ୍କ ବିଶୃଙ୍ଖଳା ଘଟଣାକୁ ନେଇ ବର୍ଷିଲା ବିଜେପି

ଦିଲ୍ଲୀ ବିମାନବନ୍ଦରରେ କିଛି ବିଜେଡି ନେତା ମଦ ପିଇ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗ ଘଟଣାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି।

Red Sandal Wood
ପୁରା ପୁଷ୍ପା ଷ୍ଟାଇଲ୍‌ ! ଟ୍ରକ୍‌ରେ ନଡ଼ା ଛପର କରି ଚାଲାଣ ହେଉଥିଲା ରକ୍ତ ଚନ୍ଦନ

ଆନ୍ଧ୍ରପ୍ରଦେଶ ପଲାସା, ଶ୍ରୀକାଲୁମ୍ ଜିଲ୍ଲା ଭଳି ତିନିଟି ଅଞ୍ଚଳରୁ ତିନିଟି ଟ୍ରକ୍‌କୁ ଧରିଛି ପୋଲିସ୍ ।

Online Temple Darshan To Begin In Odisha Very Soon
ଏଣିକି ଓଡ଼ିଶାରେ ମଧ୍ୟ ଅନ୍‌ଲାଇନ୍‌ରେ ଦେବାଳୟ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ 

ଓଡ଼ିଶାରେ ମଧ୍ୟ ଇଣ୍ଟିଗ୍ରେଟେଡ୍‌ ଟେମ୍ପୁଲ୍ ମ୍ୟାନେଜମେଣ୍ଟ ସିଷ୍ଟମ ଆରମ୍ଭ ହେବ। ଏହାଦ୍ୱାରା ଶ୍ରଦ୍ଧାଳୁ ଅନ୍‌ଲାଇନ୍‌ରେ ଦେବାଳୟ ଦର୍ଶନ କରିପାରିବେ। 

3 Suicide Case Reported In 24 hrs In Odisha
୨୪ ଘଣ୍ଟାରେ ୩ ଆତ୍ମହତ୍ୟା ! ମିଳିଲା ଶିକ୍ଷକ ଓ ଛାତ୍ରଙ୍କ ମୃତଦେହ

ଗତ ୨୪ ଘଣ୍ଟାରେ ୩ ଜଣ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ରାଜ୍ୟରେ ୩ଟି ସ୍ଥାନରୁ ଏହି ଖବର ଆସିଛି।

Red sandalwood smuggling
ରକ୍ତ ଚନ୍ଦନ କାଠ ସ୍ମଗଲିଂ କରୁଥିଲେ, ୧୧ ଜଣଙ୍କୁ କାବୁ କଲା ପୋଲିସ୍‌

୧୧ ତସ୍କରଙ୍କ ମଧ୍ୟରେ ଅଛନ୍ତି ଗଜପତି ଜିଲ୍ଲା ଗଣ୍ଡାହାତୀର ୪ ଜଣ

Special story
ପ୍ରଶାସନ ଶୁଣିଲାନି, ଚାନ୍ଦା ଆଦାୟ କରି କେନାଲ ସଫା କଲେ ଗାଁ ଲୋକେ

ନିଜ କାମ ନିଜେ କଲେ ମାଲକାନଗିରିର ଚାଷୀ

Rainfall Likely In Odisha From Today
ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷିବ

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି ।

Special story
ବନ୍ଧା ପଡିଛି ଅଙ୍ଗନୱାଡି କେନ୍ଦ୍ର : ୬ ବର୍ଷ ଧରି ଚାଳଘରେ ଗଢ଼ା ହେଉଛି କୋମଳମତିଙ୍କ ଭବିଷ୍ୟତ

୪ ଲକ୍ଷ ଟଙ୍କାରେ ଠିକାଦାରଙ୍କ ହାତରେ ବନ୍ଧା ପଡିଛି ଅଙ୍ଗନୱାଡି

Konark temple
କୋଣାର୍କ ସୂର୍ଯ୍ୟମନ୍ଦିରରୁ କଢ଼ାଯିବ ବାଲି, ଲାଗିବ ୩ ବର୍ଷ

ମନ୍ଦିର ଭିତରୁ ବାଲି କାଢ଼ିବା ଲାଗି ପ୍ରାୟ ୩ ବର୍ଷ ସମୟ ଲାଗିବ ବୋଲି ଆକଳନ କରାଯାଇଛି ।

The plight of job seeker in odisha
କ’ଣ ହେବ ନିଯୁକ୍ତିକୁ ନେଇ ନିର୍ଯାତନାର ଶିକାର ହେଉଥିବା ପିଲାଙ୍କ ଭବିଷ୍ୟତ

ସମାବେଶର ସୋ’ବାଜୀରେ ଦୀର୍ଘ ୫ ବର୍ଷ ହେଲା ପଥର ତଳେ ପିଲାଙ୍କ ଭବିଷ୍ୟତ। ବାରମ୍ବାର ନିଯୁକ୍ତିକୁ ନେଇ ନିର୍ଯାତନାର ଶୀକାର ହେଉଥିବା ରାଜ୍ୟର ହଜାର ହଜାର ପିଲା ଏବେ ଅନିଶ୍ଚିତତାରେ। ୨୩ ଲକ୍ଷ ଚାକିରି ଆଶାୟୀ ଏବେ ବି ଓଡିଶା ସରକାରଙ୍କ କୃପା ଦୃଷ୍ଟିକୁ ଚାହିଁ ବସିଛନ୍ତି। ସଫଳ ହେବ କି ସେମାନଙ୍କ ଆଶା…

Duplicate Medicines Allegedly Supplying In Cuttack
କଟକରେ ବିକ୍ରି ହେଉଛି ନକଲି ମେଡିସିନ୍ !

ପୁରୀଘାଟ ଥାନା ଅଞ୍ଚଳରେ ୨ଟି ଷ୍ଟକିଷ୍ଟ ଉପରେ ଚଢ଼ାଉ ହୋଇଥିଲା। ବେଙ୍ଗାଲୁରୁର ଏକ ବ୍ରାଣ୍ଡ୍‌ କମ୍ପାନୀର ମେଡିସିନ୍‌କୁ ଡୁପ୍ଲିକେଟ୍ କରିବା ଅଭିଯୋଗରେ ରେଡ୍ ହୋଇଥିଲା।

Sans teacher for 12 years, kids get education from Anganwadi cook under tree in Odisha
ଗଛ ମୂଳେ ଅଙ୍ଗନବାଡ଼ି କେନ୍ଦ୍ର, ୧୨ ବର୍ଷ ହେଲାଣି ପାଠପଢ଼ାଉଛନ୍ତି ରୋଷେୟା

କୁନି କୁନି ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଓ ଉତ୍ତମ ଶିକ୍ଷା ପାଇଁ ଗାଁ ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ଅଙ୍ଗନବାଡି କେନ୍ଦ୍ରରେ ସମସ୍ତ ଆନୁସଙ୍ଗିକ  ବ୍ୟବସ୍ଥା ପାଇଁ ସରକାର କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି। ହେଲେ ଏବେବି ଏମିତି ଅନେକ ଗାଁ ରହିଛି ଯେଉଁଠି ଅବ୍ୟବସ୍ଥାରେ ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର। 

Special story
ବାଘ ପାଇଁ ଲୋକେ ବାସହରା : ବିସ୍ଥାପିତଙ୍କ ଦୁଃଖ ବୁଝିବ କିଏ ?

ସରକାରୀ କଳର ଉଦାସୀନତା, ବାବୁମାନଙ୍କର ବେପରୁଆ ମନୋଭାବ ପାଇଁ ଏବେ ସର୍ବସ୍ୱ ହରାଇବାକୁ ଯାଉଥିବା ଅଭିଯୋଗ କରିଛନ୍ତି ।

Balasore class X student ends life over ‘love affair’: School principal
ଟ୍ରେନ୍‌ ଆଗକୁ ଡେଇଁ ଦଶମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା

ଟ୍ରେନ୍‌ ଆଗକୁ ଡେଇଁ ଛାତ୍ର ଜଣକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କେଉଁ ପରିସ୍ଥିତିରେ ସେ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କଲେ, ତାହା ଜଣାପଡ଼ିନି। 

BSE orders correction in faulty mention of Machkund Project in class X book
ଦଶମ ଶ୍ରେଣୀ ଭୂଗୋଳ ବହିରେ ତ୍ରୁଟି: ସଂଶୋଧନ କରି ପଢ଼ାଇବାକୁ ନିର୍ଦ୍ଦେଶ

ଦଶମ ଶ୍ରେଣୀ ଭୂଗୋଳ ବହିରେ ମାଛକୁଣ୍ଡକୁ ନେଇ ଉପୁଜିଥିବା ବିବାଦର ସମାଧାନ ହୋଇଛି। ସଂଶୋଧନ କରି ପଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

tragic story
ରାଜଧାନୀରେ ଆଉ ଏକ ଆତ୍ମହତ୍ୟା ! ଜୀବନ ହାରିଦେଲେ ବିଟେକ୍‌ ଛାତ୍ରୀ

ଚନ୍ଦ୍ରଶେଖରପୁର ରେଲୱେ କଲୋନୀରେ ଘଟିଛି ଘଟଣା

Corporator Arrested To Attacked People
କର୍ପୋରେଟରଙ୍କ ଆତଙ୍କରାଜ: ଲୋକଙ୍କ ସେବା ବଦଳରେ ଖଣ୍ଡା ଧରି ହାଣି ପକାଇଲେ

ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଖଣ୍ଡାରେ ଆକ୍ରମଣ ଅଭିଯୋଗରେ ବ୍ରହ୍ମପୁର ମହାନଗର ନିଗମର ୨୫ ନମ୍ବର ୱାର୍ଡ କର୍ପୋରେଟର ନରସିଂହ ସେଠୀଙ୍କୁ ପୋଲିସ୍‌ ଗିରଫ କରିଛି।