ଆବାସ ଯୋଜନାରେ ବ୍ୟାପକ ପ୍ରିୟାପ୍ରୀତି
ନିଆଁ ଲାଗି ଜଳିଗଲା ଲକ୍ଷ ଲକ୍ଷ ଟଙ୍କାର ପ୍ଲାଷ୍ଟିକ୍ ପାଇପ୍। ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ଆସିଥିବା ପାଇପ୍ ଗୁଡ଼ିକୁ ଗଦା କରି ରଖାଯାଇଥିବା ବେଳେ ସେଗୁଡ଼ିକ ଜଳିଯାଇଛି।
ପୁଅ ହେବ ତ ଏମିତି । ଗରିବ ବାପାଙ୍କ ଦୁଃଖ ବୁଝି କଠିନ ପରିଶ୍ରମ କରିଥିଲେ, ଆଜି ସେ ସଫଳତା ହୋଇଛନ୍ତି ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପଟି ଘନୀଭୂତ ହୋଇ ଦକ୍ଷିଣ ଓଡିଶା ଏବଂ ପାଶର୍ବବର୍ତ୍ତୀ ଅଞ୍ଚଳରେ ଅବପାତରେ ପରିଣତ ହୋଇଛି ।
ଛେଚୁଛି ବର୍ଷା । ଆନ୍ଦୋଳନ କରୁଛନ୍ତି ଠିକା କର୍ମଚାରୀ ।
ସରପଂଚ ହେବ ତ ଏମିତି। ଗାଁ ରାସ୍ତା ପାଇଁ ଘରକୁ ଘର ବୁଲି ମାଗିଲେ ଭିକ। ପ୍ରଶାସନକୁ ବାରମ୍ବାର ଅଭିଯୋଗ ପରେ ବି ରାସ୍ତା କାମ ନହେବାରୁ ଏମିତି ଅଭିନବ ଉପାୟରେ ଭିକ ମାଗି ରାସ୍ତା ତିଆରି ପାଇଁ ନେଲେ ନିଷ୍ପତ୍ତି।
ଗଣଶିକ୍ଷା ବିଭାଗକୁ ଘାରିଲା ଅଣ ତାଲିମପ୍ରାପ୍ତ ଶିକ୍ଷକଙ୍କ
ସରକାରଙ୍କ କର୍ମଚାରୀ ମାରଣ ନୀତି ଉଚ୍ଛେଦ ଦାବିରେ କର୍ମଚାରୀମାନେ ଆନ୍ଦୋଳନ କରୁଛନ୍ତି
ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁକୁ ନେଇ ଚନ୍ଦାହାଣ୍ଡି ଗମ୍ଭାରୀଗୁଡା ଭୋଇପାରା ସାହିରେ ଚାଞ୍ଚଲ୍ୟ । ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ ।
ଆଜି ଦକ୍ଷିଣ ଓଡିଶାର କିଛି ସ୍ଥାନରେ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସମ୍ଭାବ୍ୟ ବର୍ଷାକୁ ନେଇ ବିଭିନ୍ନ ଜିଲ୍ଲା ଲାଗି ସତର୍କତା ଜାରି କରାଯାଇଛି ।
ବଢୁଛି ଯୁବକଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା। ଏହା ପଛରେ ଅନେକ କାରଣ ରହିଥିଲେ ବି ଏହା ସବୁକିଛିର ସମାଧାନ ନୁହେଁ। ସବୁ ଜାଣିଲା ଏବଂ ବୁଝିଲା ପରେ ମଧ୍ୟ ଅନେକ ସମୟରେ ବାପା-ମା'ମାନେ ସମସ୍ୟାଟିକୁ ସମାଧାନ କରିବା ନେଇ ବ୍ୟସ୍ତ ହୋଇପଡନ୍ତି। ତେବେ ଆସନ୍ତୁ ଏ ଦିଗରେ ଜାଣିଦେବା କେତୋଟି ସରଳ ଉପାୟ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଗତକାଲି ଉମରକୋଟ ସହର ୱାର୍ଡ ନଂ-୮ ଡଙ୍ଗରି ସାହିର ଜଣେ ଯୁବତୀଙ୍କ ମୃତଦେହକୁ ଏକତାଗୁଡ଼ା ଗ୍ରାମ ରାସ୍ତା ପାର୍ଶ୍ୱରେ ପ୍ରଶାସନର ସହଯୋଗରେ ପୋତାଯାଇଥିଲା।
ପଇଡ଼ ପିଇ ଗାଁ ଲୋକଙ୍କ ସହ ଖୁସି ମିଜାଜ୍ରେ ସମୟ କାଟିଥିଲେ ଚାର୍ଲସ।
ପୁରୁଣା ଗାଡିମାଲିକମାନେ ନିଜ ଗାଡ଼ିକୁ ସ୍ରାପ ଦରରେ ବିକ୍ରି କଲେ ସେମାନଙ୍କୁ କିଛି ମୂଲ୍ୟ ଦେବାକୁ ଧାର୍ଯ୍ୟ କରିଛନ୍ତି ସରକାର। ପୁରୁଣା ଗାଡିର ମୂଲ୍ୟ ସେହି ଗାଡିର ଏକ୍ସ ସୋରୁମ୍ ମୂଲ୍ୟର ୬ ପ୍ରତିଶତ ରହିବ।
କେଉଁଠି କେତେ ବାଲି ଦବିଛି ? ସେହି ବାଲିକୁ କେମିତି କାଢ଼ିବ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା-ଏଏସଆଇ ?
ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ୨୦୨୨ ପୂର୍ବରୁ ଏସିଆ କପ୍ ପ୍ରସ୍ତୁତି ସଦୃଶ ଥିଲା। କିନ୍ତୁ ମନେ ହେଉଥିଲା ଯେମିତି ଟିମ୍ ଇଣ୍ଡିଆ ଏହି ମହାଦେଶୀୟ ଟୁର୍ଣ୍ଣାମେଣ୍ଟ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ନ ଥିଲା। ଏବେ ଭୟ ଘାରିଲାଣି, ଟି-୨୦ ମହାକୁମ୍ଭରେ ଏସିଆ କପ୍ ଦଶା ଭୋଗିବନି ତ ରୋହିତ ସେନା?
ରାଜ୍ୟକୁ କେନ୍ଦ୍ରମନ୍ତ୍ରୀମାନଙ୍କ ଘନ ଘନ ଗସ୍ତ ବି ଚର୍ଚ୍ଚା ସୃଷ୍ଟି କରିଛି।
ଅଜଣା ରୋଗ ଆତଙ୍କରେ ଥରହର ମାଲକାନଗିରି ,ଗାଁରେ ଡେରା ପକାଇ କାରଣ ଖୋଜୁଛି ଡାକ୍ତରୀ ଟିମ୍
ଯାହାର ନିଶ୍ଚିତ ଭଲ ପ୍ରଭାବ ପଡ଼ିବ ବୋଲି କହିଛନ୍ତି ବୈଜୟନ୍ତ।
ନକଲି ଔଷଧ ମାର୍କେଟକୁ ସପ୍ଲାଇ କରିଥିବା ନେଇ ଅଭିଯୋଗ କରିଯାଇଛି।
ସବୁ ଆଡୁ ନିରାଶ ହେବା ଭିକ ମାଗି ସେଥିରୁ ଯେଉଁ ଅର୍ଥ ମିଳିବ କାମ ହେବ ବୋଲି କହିଛନ୍ତି।
ଆଜିର ସୁନା ଦର କେତେ ? କିଣିବା ପାଇଁ ଯୋଜନା କରିଥିଲେ, ଦେଖି ନିଅନ୍ତୁ . . .
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଲଘୁଚାପ ଅବପାତରେ ପରିଣତ ହୋଇପାରେ। ଆସନ୍ତାକାଲି ସକାଳ ସୁଦ୍ଧା ଅବପାତରେ ପରିଣତ ହୋଇ ଏହା ଉପକୂଳ ଛୁଇଁବା ସମ୍ଭାବନା।
ଗରିବ ବାପାର ପୁଅ ଆଜି ଝାଳବୁହା ପରିଶ୍ରମର ମାନ ରଖିଛି ।