• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

Well-marked low pressure to concentrate into a depression
୨୪ ଘଣ୍ଟାରେ ଅବପାତରେ ପରିଣତ ହୋଇପାରେ ଲଘୁଚାପ, କାଲି ସକାଳ ସୁଦ୍ଧା ଉପକୂଳ ଛୁଇଁବା ସମ୍ଭାବନା

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଲଘୁଚାପ ଅବପାତରେ ପରିଣତ ହୋଇପାରେ। ଆସନ୍ତାକାଲି ସକାଳ ସୁଦ୍ଧା ଅବପାତରେ ପରିଣତ ହୋଇ ଏହା ଉପକୂଳ ଛୁଇଁବା ସମ୍ଭାବନା।

Special story
ବିନା କୋଚିଂରେ ସଫଳତା : NEET ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଚା’ ଦୋକାନୀଙ୍କ ପୁଅ

ଗରିବ ବାପାର ପୁଅ ଆଜି ଝାଳବୁହା ପରିଶ୍ରମର ମାନ ରଖିଛି ।

FIFA U-17 Women's World Cup Logo Unveiled
ମହିଳା ବିଶ୍ୱକପ୍ ଫୁଟବଲ୍‌ ଲୋଗୋ ଉନ୍ମୋଚିତ

କିକ୍ ଅଫ୍ ଦି ଡ୍ରିମ୍ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଫୁଟବଲ୍‌ ଲୋଗୋ ଉନ୍ମୋଚନ କରିଛନ୍ତି। 

  • Saturday, 10 September 2022
Prince Charles
ଓଡ଼ିଶା ସହ ରହିଛି ପ୍ରିନ୍ସ ଚାର୍ଲସଙ୍କ ସମ୍ପର୍କ...

ରାଣୀ ଏଲିଜାବେଥଙ୍କ ପରେ ରାଜା ହେବାକୁ ଯାଉଥିବା ପ୍ରିନ୍ସ ଚାର୍ଲସ ୧୯୮୦ରେ କୋଣାର୍କ ବୁଲିବାକୁ ଆସିଥିଲେ । କୋଣାର୍କ ବୁଲିବାବେଳେ ସେ ନିମାପଡ଼ା ନିର୍ବାଚନ ମଣ୍ଡଳୀର ହରିପୁର ଶାସନ ଆସିଥିଲେ ।

Allegedly Collect Money From Students For Matric Certificates
ଟଙ୍କା ନାହିଁ ତ, ସାର୍ଟିଫିକେଟ୍‌ ନାହିଁ: ୨୦୦ ଟଙ୍କାରେ ମିଳୁଛି ମାଟ୍ରିକ୍‌ ସାର୍ଟିଫିକେଟ୍‌ !

ମାଟ୍ରିକ୍‌ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍‌ ଦେବା ଲାଗି ପ୍ରଧାନଶିକ୍ଷକ ୨୦୦ ଟଙ୍କା ନେଉଥିବା ଅଭିଯୋଗ ହୋଇଛି।

Special story
ମାଲକାନଗିରି ପରେ କୋରାପୁଟରେ ଅଜଣା ରୋଗ ଆତଙ୍କ, ସପ୍ତାହେ ଭିତରେ ୩ ମୃତ

ଗତକାଲି ରାମଗିରିରୁ ଏକ ମେଡିକାଲ ଟିମ୍ ଆସି ଗାଁରେ ପହଞ୍ଚି ଚିକିତ୍ସା କରୁଛନ୍ତି

Governor Professor Ganeshi Lal Travels In Train
କୋରାପୁଟ ଗସ୍ତରେ ରାଜ୍ୟପାଳ, ଟ୍ରେନ୍‌ରେ କଲେ ଯାତ୍ରା

ହୀରାଖଣ୍ଡ ଟ୍ରେନ୍‌ରେ ଭୁବନେଶ୍ୱରରୁ ବାହାରି କୋରାପୁଟରେ ପହଞ୍ଚିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ୍‌। 

Humanity
ଗାଁ ଲୋକ କି ସାହି ପଡ଼ିଶା ଆସିଲେନି, ଶେଷରେ ଶବ କାନ୍ଧେଲେ ଥାନା ASI

ଜଣେ ପୋଲିସ ଅଧିକାରୀ ମାନବିକତାର ପରିଚୟ ଦେଖାଇ ନିଜେ ଶବ କାନ୍ଧେଇବା ସହ ଶ୍ମଶାନରେ ସତ୍କାର କରିଥିଲେ । ଏହି ଘଟଣାକୁ ସବୁ ମହଲରେ ପ୍ରଶଂସା କରାଯାଉଛି ।

School
୧୦ଟା ପରେ ବି ଖୋଲୁନି ସ୍କୁଲ୍‌, ମନ ଇଚ୍ଛା ଆସୁଛନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ

ସରକାରୀ ନିୟମକୁ ଫୁ’ । ଇଚ୍ଛା ହେଲେ ସ୍କୁଲ ଖୋଲୁଛନ୍ତି ନହେଲେ ନାହିଁ । ପାଠ ପାଇଁ ଗଛ ମୂଳେ ଅପେକ୍ଷା କରୁଛନ୍ତି ପିଲା ।

  • Saturday, 10 September 2022
Bridge
ପ୍ରବଳ ବର୍ଷାରେ ଧୋଇଗଲା ଅସ୍ଥାୟୀ ବ୍ରିଜ୍, ସ୍କୁଲରୁ ଫେରିପାରୁ ନାହାନ୍ତି ଛାତ୍ରଛାତ୍ରୀ

ପଟାଙ୍ଗିରୁ ସମ୍ବାଇ ଦେଇ ଆରୁକୁ ଗାଡି ଚଳାଚଳ ଠପ୍ । ପାହାଡି ନଦୀରେ ବନ୍ୟାପାଣି ଆସିବାରୁ ଧୋଇଗଲା ଅସ୍ଥାୟୀ ବ୍ରିଜ୍ ।

Tension erupted in Umerkote town of Nabarangpur district over cremation
ଶବ ସତ୍କାରକୁ ନେଇ ଉତ୍ତେଜନା

ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ମୃତଦେହ ପୋତାକୁ ବିରୋଧ କରି ଗତକାଲି ଦିନ ତମାମ ଏବଂ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଜୟପୁର-ରାଇଘର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ।

Student of a private ITI attempts killing self over alleged ragging
ରାଗିଂ ପରେ ଆତ୍ମହତ୍ୟା ଉଦ୍ୟମ ! ବିଷ ପିଇଲେ ITI ଛାତ୍ର

କଲେଜରେ ରାଗିଂ ପରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଛାତ୍ରଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। କଲେଜରୁ ଫେରିବା ପରେ ସମ୍ପୃକ୍ତ ଛାତ୍ର ବିଷ ପିଇ ଦେବାରୁ ଅଚେତ ହୋଇପଡ଼ିଥିଲେ।

Rainfall Likely In Odisha From Today
ଲଘୁଚାପ ପ୍ରଭାବରେ ଆଜିଠୁ ପୁଣି ବର୍ଷା, ୧୧ ଜିଲ୍ଲାକୁ ୱାର୍ଣ୍ଣିଂ

ଆଜି ପାଇଁ ୧୧ଟି ଜିଲ୍ଲାକୁ ଅରେଞ୍ଜ ଓ ୧୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Bhubaneswar Crime
ପାର୍ବଣ ଋତୁରେ ରାଜଧାନୀରେ ହତ୍ୟା ! ନିଶା କାରବାରକୁ ବିରୋଧ କରିବାରୁ ଯୁବକଙ୍କୁ ହତ୍ୟା

ୟୁନିଟ୍-୮ର ଏକ ବସ୍ତି ଅଞ୍ଚଳରେ ଜଣଙ୍କୁ ପିଟିପିଟି ହତ୍ୟା । ସଂଘବଦ୍ଧ ହୋଇ କିଛି ଯୁବକ ଜଣଙ୍କୁ ପିଟିପିଟି ହତ୍ୟା କଲେ ।

Drowning
ବୈତରଣୀ ଦେଲା ଦୁଃଖ ! ପୁଅ ଆଖି ଆଗରେ ନଦୀ ସୁଅରେ ଭାସିଗଲେ ବାପା...

କେନ୍ଦୁଝର ନୟାକୋଟ କେନ୍ଦୁଘାଟି ନଦୀ ଘାଟରେ ଅଘଟଣ । ନଦୀ ସୁଅରେ ପୁଅ ଆଖି ଆଗରେ ଭାସିଗଲେ ବାପା ।

Cuttack Durga Puja
ଜୋରସୋର୍‌ରେ ଚାଲିଛି ପୂଜା ପ୍ରସ୍ତୁତି, କଲେଜ ଛକ ଦୁର୍ଗା ମେଢ଼ରେ ଲାଗିବ ୩ କ୍ୱିଣ୍ଟାଲ ଚାନ୍ଦି

କଟକର ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ଚାଲିଛି ବ୍ୟାପକ ପ୍ରସ୍ତୁତି । ଚାନ୍ଦି ମେଢ଼ ସଫାସଫି ପାଇଁ କାରିଗରଙ୍କ ହାତକୁ ବି ଫୁରସତ ନାହିଁ ।

Biju Patnaik Police Academy
ଦେଶରେ ଶ୍ରେଷ୍ଠ ତାଲିମ କେନ୍ଦ୍ର, ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ

୨୦୨୦-୨୧ ପାଇଁ ପାଇଲା ୟୁନିଅନ୍ ହୋମ୍ ମିନିଷ୍ଟର ଟ୍ରଫି । ଏକାଡେମୀର ଅତିରିକ୍ତ ଡିଜି ଅରୁଣ ଷଡ଼ଙ୍ଗୀ ଗ୍ରହଣ କଲେ ପୁରସ୍କାର 

Unknown Disease
ଗାଁରେ ଅଜଣା ରୋଗ ଆତଙ୍କ, ଗଲାଣି ୬ ଜଣ ଜୀବନ ! ତଥାପି ଡାକ୍ତରଖାନା ଯିବାକୁ ଅମଙ୍ଗ

ମାଥିଲି ବ୍ଲକ୍ ହଳଦୀକୁଣ୍ଡ ଗାଁରେ କୋକୁଆ ଭୟ । ଗାଁରେ ପହଞ୍ଚି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛି ମେଡିକାଲ୍ ଟିମ୍ ।

  • Saturday, 10 September 2022
  • Disease
Vastu rules for mirror in house
ଘରେ ଦର୍ପଣ ଲଗାଉଥିଲେ ଏହି ୧୧ଟି କଥାକୁ ମାନନ୍ତୁ

ଘରଟିଏ ହେଲେ ସେଥିରେ ଦର୍ପଣ ବ୍ୟବହାର ଏକ ଆବଶ୍ୟକୀୟ ସାମଗ୍ରୀ। ଏହି ଦର୍ପଣ ବ୍ୟବହାର ନେଇ ମଧ୍ୟ ରହିଛି ଅନେକ ବାସ୍ତୁ ନିୟମ। ଏହାର ଭୁଲ ବ୍ୟବହାର ଘରେ ଆର୍ଥିକ କ୍ଷତି ପକାଇଥାଏ। ଏହାର ସଠିକ ବ୍ୟବହାର ଜାଣିବା ପାଇଁ ପଢନ୍ତୁ।

breaking news
ସଂକ୍ଷେପରେ ଆଜିର ତାଜା ଖବର - Saturday, 10 September 2022

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।

  • Saturday, 10 September 2022
ଆରାଧ୍ୟଙ୍କୁ ଅପମାନ
''ହେ ମହାବାହୁ.... ଏଭଳି ଅପକର୍ମ ପାଇଁ କ୍ଷମା କରିଦିଅ...''

ସୋସିଆଲ୍ ମିଡିଆରେ ଦୃଶ୍ୟ ଭାଇରାଲ୍ ପରେ ଜଳେଶ୍ୱରର ଟେଣ୍ଟ ହାଉସ ମାଲିକ ଗୌତମ ପ୍ରଧାନ, ତାଙ୍କ କର୍ମଚାରୀଙ୍କୁ ସାଙ୍ଗରେ ଧରି ସିଧା ପହଞ୍ଚିଥିଲେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ।

E Seva
ରାଜ୍ୟରେ ବାଟବଣା କି ଇ-ସେବା ? ତିନି ତିନି ଥର ଆବେଦନ କଲେ ବି ମିଳୁନି ପ୍ରମାଣପତ୍ର

କେଉଁଠି ସୁବିଧାକେନ୍ଦ୍ର ବନ୍ଦ ତ କେଉଁଠି ନାହିଁ ଇଣ୍ଟରନେଟ୍

  • Friday, 09 September 2022
  • E Seva
Migrant Son Gold Medalist
ବାପାମାଆ ଯାଇଥିଲେ ଦାଦନ ଖଟି, ପୁଅ ପାଇଲା ଗୋଲ୍ଡ ମେଡାଲ୍

ବାପା ଦାଦନ ଖଟୁଥିବା ବେଳେ ପୁଅ ଯେତେବେଳେ ଗୋଲ୍ଡ ମେଡାଲ ପାଇ ଘରକୁ ଫେରିବ, ତେବେ କେତେ ଖୁସି ନ ହେବେ ପିତାମାତା ।

Album Actress
୧୦ ଦିନର ଛୁଆକୁ ଧରି ଡିସିପି ଅଫିସ୍‌ ଆଗରେ ଆଲବମ୍‌ ଅଭିନେତ୍ରୀ

ନ୍ୟାୟ ପାଇଁ ଦଶ ଦିନର ଛୁଆକୁ ଧରି ଭୁବନେଶ୍ୱର ଡିସିପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆଲବମ ଅଭିନେତ୍ରୀ ଶ୍ୱେତା।

BJP
ମିଶନ ୨୪ ଲାଗି ବିଜେପିର ପାଗଭିଡ଼ା

ମିଶନ ୨୪କୁ ନେଇ ଚଳଚଞ୍ଚଳ ବିଜେପି ଶିବିର । ରାଜ୍ୟକୁ ଛୁଟିଛି କେନ୍ଦ୍ରୀୟ ନେତାଙ୍କ ସୁଅ । ଗୃହମନ୍ତ୍ରୀ ଅମିତ ଶାହା ଓ ପ୍ରଭାରୀ ସୁନିଲ୍ ବଂଶଲଙ୍କ ପରେ ଓଡ଼ିଶା ଗସ୍ତରେ ୭ କେନ୍ଦ୍ର ମନ୍ତ୍ରୀ ।