• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Gajapati Maharaja

Gajapati Maharaja
ଶ୍ରୀନଅରରେ ଗଜପତି ମହାରାଜାଙ୍କ ଆଚାର୍ଯ୍ୟ ବରଣ

ଆସନ୍ତାକାଲି ଦିନ ୧୧ଟାରୁ ରାତି ୮ଟା ଯାଏଁ ଅଙ୍କୁରପୂଜନ ହେବ । ୧୪ ତାରିଖରେ ଯଜ୍ଞ ଅଧିବାସ, ମଣ୍ଡଳସ୍ଥାପନ, ଧ୍ୱଜାସ୍ଥାପନ ଓ ତୋରଣ ସ୍ଥାପନ ହେବ । ୧୫ ତାରିଖ ସକାଳ ସାଢ଼େ ୭ଟାରେ ଅଖଣ୍ଡଦୀପ ସ୍ଥାପନ ସନ୍ଧ୍ୟା ୬ଟା ଭିତରେ ପଞ୍ଚକର୍ମ, ସରିବ ।

Gajapati Maharaja
ଆଡପ ମଣ୍ଡପରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ଗଜପତି ମହାରାଜା

ଆସନ୍ତାକାଲି ଶ୍ରୀଜୀଉଙ୍କ ବାହୁଡ଼ାଯାତ୍ରା। ଏନେଇ ବ୍ୟାପକ ପ୍ରସ୍ତୁତି ହୋଇଛି । ଏପଟେ ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂରତୀଙ୍କୁ ସପରିବାର ଦର୍ଶନ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଗଜପତି ଦିବ୍ୟସିଂହ ଦେବଙ୍କ ସହ ମହାରାଣୀ ଲୀଳାବତୀ ପାଟ ମହାଦେଇ ଓ ତାଙ୍କ ପରିବାର ସଦସ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଆସନ୍ତାକାଲି ବାହୁଡ଼ାରେ ରଥଉପରେ ଗଜପତି ମହାରାଜାଙ୍କ ଛେରାପହଁରା ନୀତି ରହିଛି।

Gajapati maharaja
ଶ୍ରୀନଅରରେ ସ୍ୱତନ୍ତ୍ର ସୁନିଆଁ ଉତ୍ସବ, ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଶାସନର ୬୫ ଅଙ୍କ

ସୁନିଆରେ ପ୍ରଚଳନ ହେଲା ନୂଆ ସ୍ୱର୍ଣ୍ଣ ମୁଦ୍ରା। ଶ୍ରୀମନ୍ଦିରରେ ପାରମ୍ପରିକ ରୀତିରେ ବାମନ ଜନ୍ମନୀତି ପାଳିତ।

Gajapati Maharaja
ଗଜପତି ମହାରାଜାଙ୍କ ବଡ଼ ବୟାନ୍, ‘ଶ୍ରୀମନ୍ଦିର ସୁରକ୍ଷିତ ଅଛି’

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ସମସ୍ତେ ଆଗେଇ ନେବା ଉଚିତ ।

Mudirasta
ପୁଣି ଦାୟିତ୍ୱ ନେଲେ ମୁଦିରସ୍ତ, ଗଜପତିଙ୍କ ବଦଳରେ କରିବେ ସମସ୍ତ ନୀତିକାନ୍ତି

ପୁଣି ଆଉ ୧ ବର୍ଷ ପାଇଁ ମୁଦିରସ୍ତଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି ଗଜପତି ମହାରାଜା ସୂଚନା ଦେଇଛନ୍ତି । ଏହାସହ ସେ ସମସ୍ତ ନୀତିକାନ୍ତି ସୂଚର ରୂପେ କରିବେ ବୋଲି ଗଜପତି ମହାରାଜା କହିଛନ୍ତି ।

Khola Katha Ep 604 | 04 July 2019 | Exclusive Interview With Gajapati Maharaja Shri Dibyasingha Deb
Khola Katha Ep 604 | 04 July 2019 | Exclusive Interview With Gajapati Maharaja Shri Dibyasingha Deb

A unique chat show that probes our celebrities to face the facts and rumors about themselves and bring forth the truth for the audience. This show aims