• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Farmers Problem

Scanty rainfall in Odisha
ଜୁନ୍ ପହିଲାରୁ ଏପର୍ଯ୍ୟନ୍ତ ସାରା ରାଜ୍ୟରେ ସ୍ୱାଭାବିକ ଠାରୁ ୨୭ ପ୍ରତିଶତ କମ ବୃଷ୍ଟିପାତ

ସ୍ବଳ୍ପ ବୃଷ୍ଟି ପାଇଁ ରାଜ୍ୟରେ ବିଗିଡ଼ିବାରେ ଲାଗିଛି ଚାଷର ହାଲ୍। ରାଜ୍ୟର ୨୨ଟି ଜିଲ୍ଲାରେ ଜଳ ଜଳ ଦିଶିଲାଣି ଆସନ୍ନ ମରୁଡ଼ିର ସ୍ଥିତି। କେବଳ ସେତିକି ନୁହେଁ ଆଗାମୀ ତିନିଦିନ ଭିତରେ ବି ରାଜ୍ୟରେ ସେଭଳି ବଡ଼ ବର୍ଷାର ସମ୍ଭାବନା ନଥିବା ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି।

Farmers Problem
ଚାଷୀଙ୍କ ଦୁଃଖ ବୁଝିବ କିଏ, ଅଭାବୀ ବିକ୍ରି ପାଇଁ ବର୍ଷକର ପରିଶ୍ରମ ମାଟିରେ ମିଶିଲା

ସାରା ରାଜ୍ୟରେ ପନିପରିବାର ଅଭାବୀ ବିକ୍ରି । ଖର୍ଚ୍ଚ ଅଧିକ ଲାଭ ଶୂନ । ଦୁଃସ୍ଥିତିରେ ରାଜ୍ୟରେ ପରିବା ଚାଷୀ । ବର୍ଷକର ହାଡ଼ଭଙ୍ଗା ପରିଶ୍ରମ ପରେ ଆଖି ଆଗରେ ଛନ୍ ଛନକା ତଟକା କୋବି । ହେଲେ ଏବେ ତାକୁ ଅମଳ କରିବ କଣ ହାତ ମାରିବାକୁ ବି ଡରୁଛି । କାହିଁକି ନା ସାର, ବିହନ, ଶ୍ରମ କଥା ଛାଡନ୍ତୁ, ଅମଳ କରି ଯେଉଁ ଗାଡିରେ ମାର୍କେଟ ନେବ ସେ ଭଡା ବି ପାଇବନି ।

Farmers Problem
ଚାଷୀଙ୍କ ଦୁଃଖ ବୁଝିବ କିଏ, ଅଭାବୀ ବିକ୍ରି ପାଇଁ ବର୍ଷକର ପରିଶ୍ରମ ମାଟିରେ ମିଶିଲା

ପରିବା ଚାଷୀଙ୍କୁ ଦାଉ ସାଧୁଛି ଅଭାବୀ ବିକ୍ରି ପନିପରିବାକୁ ଶାଗ-ମାଛ ଦରରେ ମାଗୁଛନ୍ତି ବେପାରୀ

Irrigation
ଦୁଃଖ ବୁଝିବ କିଏ ? କ’ଣ କରୁଛନ୍ତି ସରକାର ? ଧାନ ବଦଳରେ ଅଗାଡ଼ି କାଟୁଛନ୍ତି ଚାଷୀ !

ଜଳସେଚନ ବ୍ୟବସ୍ଥା ନଥିବାରୁ ଶୁଖିଯାଉଛି ଫସଲ । ଅମଳ ସମୟରେ ଚାଷୀଙ୍କୁ ଘାରୁଛି ଫସଲ ଚିନ୍ତା ।

Farmers Problem LED Light
ଫସଲ ହେଉନି ବୋଲି ଷ୍ଟ୍ରିଟ୍‌ ଲାଇଟ୍‌ରେ କପଡ଼ା ଗୁଡ଼ାଇଛନ୍ତି ଚାଷୀ ! ଜାଣନ୍ତୁ ପୁରା କାହାଣୀ...

ଲାଇଟ୍‌ ସବୁ ଘୋଡା ହେବା ପଛର ସତ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆଉ କହିବେ ଲାଇଟ୍‌ ପାଇଁ ଆମେ ଦିନେ ଉପବାସରେ ରହିବା ।

Balasore Soro Farmers
ଘାରିଛି ଭୟ ! ରାତି ସାରା ଗଛ ଉପରେ ମସାରି ବାନ୍ଧି ମଞ୍ଚା କରି ବସୁଛନ୍ତି, କାଳେ ହାତୀ ଖାଇଦେବ..

ଗଛ ଉପରେ ବିରାଟ ମଂଚା ତିଆରି ହୋଇଥାଏ । ଆଉ ସେହି ମଂଚାରେ ମଶାରୀ ଭିତରେ ମଣିଷ ଶୋଇଥାଏ । କିଏ କିଏ ଟର୍ଚ୍ଚ ଓ ଠେଙ୍ଗା ଧରି ହେଇ ଗଲା ଗଲା ପାଟି ବି କରୁଥାନ୍ତି ।

Odisha Politics
କି ଅଜବ ବ୍ୟବସ୍ଥା; ରାଜ୍ୟରେ ଚାଷୀଙ୍କ ନାଁରେ ବିଦେଶ ଯାଉଛନ୍ତି ସଚିବ !

ରାଜ୍ୟର ୪ ସଫଳ ଚାଷୀଙ୍କ ସହ ଚାଲବାଜି । ନେଦରଲାଣ୍ଡସ୍ ଆନ୍ତର୍ଜାତିକ କୃଷି କାର୍ଯ୍ୟକ୍ରମରୁ ଚାଷୀ ବାଦ୍ ।

Farmer
ଚାଷୀଙ୍କ ପାଇଁ କାଳିଆ-ବଳିଆ କେତେ କ’ଣ ! ତଥାପି ଆୟ ବଢ଼ୁନି, ସ୍ୱୀକାର କରିଛନ୍ତି ମନ୍ତ୍ରୀ

ବଡ଼ କଥା ହେଉଛି ଚାଷୀ ଆୟର ଏଭଳି ଦୟନୀୟ ସ୍ଥିତିକୁ ବି ପରୋକ୍ଷରେ ମାନିଛନ୍ତି ସରକାର ।

Farmers face water problem to irrigate land
୬ ମାସ ତଳେ ପୋଡ଼ିଥିଲା ଟ୍ରାନ୍ସଫର୍ମର; ଆଜି ଯାଏଁ ହୋଇପାରୁନି ମରାମତି

ଜଳସେଚନ ସୁବିଧା ନଥିବାରୁ ଏକର ଏକର ଜମିରେ ପନିପରିବା ଫସଲ ନଷ୍ଟ ହେବାକୁ ବସିଲାଣି । କଟକ ଜିଲ୍ଲା ନିଆଳି ବ୍ଲକ୍ ଏକବେରୁଆଁ ପଞ୍ଚାୟତର ଜଳସେଚନ ସୁବିଧା ନଥିବାରୁ ଚାଷ ଜମିର ସ୍ଥିତି ଏଭଳି ରହିଛି ।

Farmer labor mixed with soil
ଅଦିନିଆ ବର୍ଷାରେ ଛିନଛତର ପରିବା ଚାଷ

ଏ କୁଆପଥର ସବୁ ସାରିଦେଲା: ମାଟିରେ ମିଶିଗଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ପରିବା, ଅଦିନିଆ ବର୍ଷାରେ ଛିନଛତର ପରିବା ଚାଷ ।

Farmers Problem
ଅଦିନିଆ ବର୍ଷାରେ ବେହାଲ ଚାଷୀ କୁଳ ! ଧାନ ତ ଗଜା ହୋଇଥିଲା ଏବେ ପରିବା ଫସଲ ବି ଗଲା

ଠିକଣା ସମୟରେ ଧାନ ମଣ୍ଡିକୁ ଯାଇଥିଲେ ବି ମିଲର ନ ଉଠାଇବାରୁ ଚାଷୀ ଅସନ୍ତୋଷ ବଢିଛି । ରବି ଫସଲ ସହ ପନିପରିବା ଆଉ ଶେଷରେ ଧାନରେ ପାଣି ବାଜିବାରୁ ଚାଷୀ କଣ କରିବ କିଛି ବୁଝିପାରୁନି ।

Farmers
ବାତ୍ୟା ଦେଇଗଲା ଦୁଃଖ ! କୋହ ସମ୍ଭାଳି ଜମିରୁ ଅନ୍ନ ସଂଗ୍ରହ କରୁଛି ଅନ୍ନଦାତା

କେନ୍ଦ୍ରାପଡ଼ା ମାର୍ଶାଘାଇ ଠାଉରୀ ଗାଁର ଚାଷୀ ମଧୁସୂଦନ ସ୍ୱାଇଁଙ୍କର ଉଜୁଡ଼ା ଚାଷ ଦେଖିଲେ ଆଖିରୁ ଲୁହ ଆପେ ଗଡ଼ି ଆସିବ । ଆଉ ତାଙ୍କର ଭୁଇଁକୁ ଛୁଇଁଥିବା ଭଙ୍ଗା ଚାଳ ଘର ବି ବଖାଣୁଛି ଗୋଟିଏ ଚାଷୀର ପରିସ୍ଥିତି । 

Chakada Poka
ଚିନ୍ତାରେ ଚାଷୀ ! ବର୍ଷକର ପରିଶ୍ରମ ଆଖି ଆଗରେ ମାଟିରେ ମିଶିଯାଉଛି..

ଭଦ୍ରକରୁ-ନୀଳଗିରି, ବାଲେଶ୍ୱରରୁ-ସୋର, ସବୁଠି ଚାଷୀର ନିଦ ହଜାଇ ଦେଇଛନ୍ତି ମାରାତ୍ମକ ଚକଡ଼ା ପୋକ । ଏବର୍ଷ ପାଗ ଭଲ ଥିବାରୁ ଭଲ ଅମଳ ଆଶାରେ ଥିଲା ଚାଷୀ । ହେଲେ ଧାନ ପାଚିଲା ବେଳକୁ ହଠାତ୍ ଚକଡା ପୋକ ଲାଗିବା ଚାଷୀଙ୍କୁ ନିରାଶ କରିଛି ।