/odishatv-khabar/media/post_attachments/uploadimage/library/16_9/16_9_0/IMAGE_1662520041.jpg)
Cuttack Durga Puja
ଏଥର କଟକ ଦୁର୍ଗା ମେଢ଼ ଭସାଣି ବେଳେ ସବୁ ମେଢ଼ରେ ଲାଗିବ GPS । ଭସାଣି ବେଳେ କେଉଁ ମେଢ କେଉଁଠି ଅଟକିଛି ଜାଣିବାକୁ ଲଗାଯିବ GPS । ଏହାସହ ଶୃଙ୍ଖଳିତ ପୂଜା କମିଟିକୁ କମିଶନରେଟ୍ ପୋଲିସ ପକ୍ଷରୁ ପୁରସ୍କୃତ କରାଯିବ ବୋଲି କୁହାଯାଇଛି । ଏନେଇ ସବୁ ପୂଜାକମିଟି ଓ ଶାନ୍ତି କମିଟି ସହ କମିଶନରେଟ୍ ପୋଲିସ୍ର ବୈଠକ ବେଳେ ଆଲୋଚନା ହୋଇଛି । ତେବେ ଏହି ନୂଆ ନିଷ୍ପତ୍ତି ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ବୈଠକ ସରିବା ପରେ ସେ ଏହା କହିଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)