ଆମେ ସାମିଲ ହେବା ଉଚିତ ନା ନାହିଁ ଏହା ଆପଣ ବିଚାର କରନ୍ତୁ । ଭୁବନେଶ୍ୱର ରାମ ମନ୍ଦିର ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ସେ ଏହି ପ୍ରତିକ୍ରିୟା ରଖିଛନ୍ତି ।
ପ୍ରଶ୍ନ, ଏବେ କେଉଁଠି ନିର୍ମାଣ ହେବ ଏହି ରିସେପସନ୍ ସେଣ୍ଟର ?
ଜିଲ୍ଲାପାଳ କହିଛନ୍ତି ରାସ୍ତା ପ୍ରଶସ୍ତୀକରଣ ପାଇଁ ପର୍ଯ୍ୟାୟକ୍ରମେ ସମସ୍ତ ପକ୍ଷଙ୍କ ସହ ସବିଶେଷ ଆଲୋଚନା ହେଉଛି, କାମ ଶୀଘ୍ର ଆଗେଇବ ।
’ସବୁ ଜିନିଷ ପ୍ରାଞ୍ଜଳ ଭାବେ ଦିଶୁଛି, ସିବିଆଇ ତଦନ୍ତ ହେଲେ କଣ ହେବ’
ସାଂସଦ ଅପରାଜିତା କହିଛନ୍ତି, ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଅନୁମତି ନେବାର କୌଣସି ଆବଶ୍ୟକ ନାହିଁ। ଯଦି ସରକାର ସତ୍ମାର୍ଗରେ ଅଛନ୍ତି, ତାହେଲେ ଏତେ ଡର କାହିଁକି ?