• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Alligation

Allegation against father-in-law
ଶ୍ୱଶୁର ବିରୋଧରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

ସ୍ୱାମୀ କି ଶାଶୂ ଘରେ କେହି ନଥିଲେ। ଏକୁଟିଆ ସୁଯୋଗ ନେଇ ବୋହୂର ଶୋଇବା ଘରେ ପଶିଗଲା ଶ୍ୱଶୁର । ଅଳ୍ପକେ ଦୁଷ୍କର୍ମ ହେବାରୁ ବଞ୍ଚିଗଲେ ବୋହୂ । ଏବେ ବାପଘର ଲୋକ ଶ୍ୱଶୁରଙ୍କୁ ବହେ ଛେଚିଲେ, ଜୋତାମାଳ ପିନ୍ଧାଇଲେ

teacher remarries on school premises
ରସିକିଆ ହେଡ୍‌ ସାର୍‌ : ସ୍କୁଲରେ ବାହା ହେଲେ...ଫଟୋ ଛାଡିଲେ

ଭାରି ରସିକିଆ ହେଡ୍‌ ସାର୍‌। ୧୨ ବର୍ଷର ଝିଅ ଥାଉଥାଉ ପୁଣି ଆଉ ଜଣଙ୍କୁ କଲେ ବିବାହ। ସ୍କୁଲରେ ହେଲା ଭୋଜିଭାତର ଆସର। ବରଣମାଳର ଫଟୋ ଏବେ ଭାଇରାଲ

Engineering Student Sold
ଚାକିରି ପାଇଁ ଯାଇଥିଲେ, ହେଲେ ବିକ୍ରି ହୋଇଗଲେ !

ଇଂଜିନିୟରିଂ ପଢ଼ୁଥିବା ଛାତ୍ରୀଙ୍କୁ ମଧ୍ୟପ୍ରଦେଶରେ ବିକ୍ରି କରି ଜୋର୍‌ ଜବରଦସ୍ତି ଶାରିରୀକ ସମ୍ପର୍କ ରଖାଯାଇଥିବା ଅଭିଯୋଗ ହୋଇଛି ।