ଯେଉଁ ଆଶାୟୀ ପ୍ରାର୍ଥୀ ଅଗ୍ନିପଥ ଯୋଜନା ପାଇଁ ଅନ୍ଲାଇନ୍ ପଞ୍ଜୀକରଣ କରିଛନ୍ତି, ସେମାନଙ୍କୁ ପରୀକ୍ଷା ପୂର୍ବରୁ ଗଜପତି ଜିଲ୍ଲା ପ୍ରଶାସନ ମାଗଣା ଟ୍ରେନିଂ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ବାତ୍ୟା ସୂଚନା ନାହିଁ କି ବାତ୍ୟା ନେଇ କିଛି ଆକଳନ କରାଯାଇନି ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।
ଯେଉଁ ବୟସରେ ସେ ପୁଅ, ବୋହୁଙ୍କ ଠାରୁ ସେବା ପାଇଥାନ୍ତା, ସେ ବୟସରେ ସେମାନେ ତାଙ୍କୁ ଘରୁ ତଡି ଦେଇଛନ୍ତି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
କେନ୍ଦ୍ର ସରକାରଙ୍କ ୨୦୨୦-୨୧ ବର୍ଷ ୟୁଡିଆଇଏସ୍ଇ ପ୍ଲସ୍ ରିପୋର୍ଟର ତଥ୍ୟ ଅନୁସାରେ ରାଜ୍ୟରେ ମୋଟ୍ ୧ ଲକ୍ଷ ୩ ହଜାର ୫୮ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ନାଁ ଲେଖାଇଛନ୍ତି।
ଅଣ୍ଟିରେ କାଣିକଉଡ଼ିଟିଏ ବି ନଥିବାରୁ କାନ୍ଦ କାନ୍ଦ ହୋଇ ଘରକୁ ଫେରିଆସିଲେ ମାଆ-ପୁଅ।
ବିବାଦର କାଠଗଡ଼ାରେ ବିଚାରପତି ସୁବାସଙ୍କ ରହସ୍ୟଜନକ ମୃତ୍ୟୁ। ପୁଅକୁ ହତ୍ୟା ଅଭିଯୋଗ ଆଣି ଥାନାକୁ ଗଲେ ବୃଦ୍ଧ ମା। କହିଲେ ଦାମ୍ପତ୍ୟ ବିବାଦରୁ ବୋହୂ ଦେଉଥିଲେ ମାନସିକ ଓ ଶାରିରୀକ ନିର୍ଯାତନା। ବୋହୂ ଓ ଶଳା ହତ୍ୟା କରିଥିବା ନେଇ ଏତଲା ପରେ ବଢ଼ିଲା ସସ୍ପେନ୍ସ।
ସ୍ୱାଧୀନତାର ୭୫ ବର୍ଷ ପରେ ବି ପରାଧୀନ ଜୀବନ। ଘାରୁଛି ସମାଜର ଭୟ, କୁଳ ପକ୍ଷରୁ ଅର୍ଥତଣ୍ଡର ଡର। ୮୫ ପରିବାର ଉପରେ ୭୦ ବର୍ଷର ବାସନ୍ଦ ବୋଝ। ତାଲିବାନୀ କଟକଣା ଯୋଗୁଁ ଆଖପାଖରେ ଦେଇହେଉନି ଝିଅ, କରିହେଉନି ପୁଅ ବାହା।
ଏକଦା ଟିମ୍ ଇଣ୍ଡିଆ ପାଇଁ ଏକପ୍ରକାର ଅଲୋଡ଼ା ହୋଇଯାଇଥିବା ଅଲ୍ରାଉଣ୍ଡର୍ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଏତେ ଲୋଡ଼ା ପଡ଼ିଲେଣି କାହିଁକି? ଟି-୨୦ ବିଶ୍ୱକପ୍ ୨୦୨୨ରେ ସେ ଟିମ୍ ପାଇଁ ଟ୍ରମ୍ପ୍ କାର୍ଡ ସାବ୍ୟସ୍ତ ହେବେ କି? ହୋଇପାରନ୍ତି କି ସେ ଭାରତୀୟ ଟିମ୍ର ଉପ-ଅଧିନାୟକ? ଜାଣିବା ପାଇଁ ପଢନ୍ତୁ…
ମୟ ଥାଉ ଥାଉ ପାଗ ନଭିଡିଲେ କାଳେ କିଏ ପଛରେ ପଡିଯିବେ ସେ ଭୟ ବି ଅଛି।
ଏଭଳି ସୋ ଓଡ଼ିଶାର ଯୁବପିଢିଙ୍କୁ ଏୟାରଫୋର୍ସରେ ଯୋଗ ଦେବାକୁ ଅଧିକ ଉତ୍ସାହିତ କରିବ।
ତୁରନ୍ତ ଟିକା ନେବାକୁ ଲୋକଙ୍କୁ ନିବେଦନ କରିଛନ୍ତି କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ
୮ ବର୍ଷର ପୁଅକୁ ଫେରି ପାଇଲେ ବାପାମାଆ । ହଠାତ୍ ପୁଅକୁ ଦେଖି ବିଶ୍ୱାସ କରିପାରିଲେନି ପରିବାର ଲୋକେ । ଖୁସିରେ ଅବାକ୍ ହୋଇଗଲେ । ତାପରେ ପରିବାରରେ ଖେଳିଗଲା ଖୁସିର ଲହରୀ ।
ଗୁରୁତର ଅବସ୍ଥାରେ ଅଭିଯୁକ୍ତକୁ ରାୟଗଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି।
ବିଷାକ୍ତ ଖାଦ୍ୟ ଖାଇ ଗୋଟିଏ ପରିବାରର ୪ ଜଣ ଅସୁସ୍ଥ ହୋଇପଡ଼ିଥିଲେ। ଏଥିରେ ବାପା,ମା’ଙ୍କ ଜୀବନ ଚାଲି ଯାଇଥିବା ବେଳେ ପୁଅ ଓ ଝିଅଙ୍କ ମୃତ୍ୟୁ ଘଟିଛି।
ସୁବାସଙ୍କ ମୃତଦେହ ତାଙ୍କୁ ଦେଖିବାକୁ ଦିଆଯାଇ ନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।
ବାତ୍ୟା ସଂପର୍କରେ IMD କୌଣସି ସୂଚନା ଜାରି କରି ନାହିଁ। ୮ ତାରିଖ ମଧ୍ୟରେ ଘୂର୍ଣ୍ଣିବଳୟ ବା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।
ବାସନ୍ଦ ଯୋଗୁଁ ଆଖପାଖ ଗାଁରେ ନିଜ ଜାତିରେ ପୁଅ-ଝିଅ ବାହା ଦେଇ ପାରୁନାହାନ୍ତି କି ବୈବାହିକ ସଂପର୍କ ସ୍ଥାପନ କରିପାରୁ ନାହାନ୍ତି ।
୧୮ ଲକ୍ଷ ଟଙ୍କା ମୂଲ୍ୟର ଡାଲି ଓ ଗହମ ବୋଝେଇ ଟ୍ରକ୍ ଆସୁଥିଲା । କାକଟପୁର ଅଞ୍ଚଳରୁ ଟ୍ରକ୍ ଜବତ, ୨ ଗିରଫ ।
ସ୍ତ୍ରୀ ଓ ଝିଅ କାମ କରୁଥିବା ବେଳେ ନିକଟସ୍ଥ ତେନ୍ତୁଳି ଗଛରେ ଦଉଡ଼ି ଦେଇ ଭଗବାନ ଆତ୍ମହତ୍ୟା କରିଥିଲେ। ଖବର ପାଇ ପରିବାରର ଅନ୍ୟ ସଦସ୍ୟମାନେ ପହଞ୍ଚି ଭଗବାନଙ୍କ ମୃତଦେହ ତଳକୁ ଓହ୍ଲାଇ ଘରକୁ ଆଣିଥିଲେ।
୫ ତାରିଖରୁ ବର୍ଷା ଆରମ୍ଭ ହୋଇ ୬ ତାରିଖରେ ବଢ଼ିବ। ପ୍ରବଳ ବର୍ଷା ସମ୍ଭାବନା ନେଇ ସେପ୍ଟେମ୍ବର ୬ ତାରିଖ ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ମାତ୍ର ୧୦ ଦିନ ବ୍ୟବଧାନରେ ଉଭୟ ବାପ-ମାଆ ତାଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି । ଯାହାଫଳରେ ଦୁଇ କୁନି ଛୁଆ ଏବେ ସମ୍ପୂର୍ଣ୍ଣ ଅନାଥ ।
୨ ବର୍ଷ ପରେ କରୋନା କଟକଣା ହଟିବା ପରେ ଜୀବନଜୀବିକା ଏବେ ଟ୍ରାକ୍କୁ ଫେରିଥିବା ଦେଖିବାକୁ ମିଳିଛି। ପାର୍ବଣ ପାଇଁ ଚାରିଆଡ଼େ ଉତ୍ସବ ମୁଖର ହୋଇଥିବା ବେଳେ ୨ ବର୍ଷ ହେଲା ହାତ ବାନ୍ଧି ବସିଥିବା କଳାକାରଙ୍କ ପାଖରେ ଏବେ ତର ନାହିଁ।
ବାଲେଶ୍ୱରରେ ବିଷ ପିଇ ନବ ଦମ୍ପତିଙ୍କ ଆତ୍ମହତ୍ୟା! ସଦର ଥାନା ଚଷାଖଣ୍ଡି ପଞ୍ଚାୟତ ମଧୁପୁରା ଗାଁର ଘଟଣା ।
ରାଜ୍ୟରେ ଗରିବୀ ହାର ୨୯%ରୁ ୧୦%କୁ ଆଣିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨୦୨୩ ମସିହା ମାର୍ଚ୍ଚ ୫ ସୁଦ୍ଧା ରାଜ୍ୟର ୪ ହଜାର ୫୬ ଗ୍ରାମ ପଞ୍ଚାୟତରେ ସର୍ଭେ ହେବ।