/odishatv-khabar/media/post_attachments/uploadimage/library/16_9/16_9_0/IMAGE_1662559296.jpg)
Special story
ଓଡ଼ିଶା ଟେଲିଭିଜନ ନେଟ୍ଓ୍ୱର୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଓଡ଼ିଶା ସିଟିଜେନ୍ସ ଆଓ୍ୱାର୍ଡ ର ଦଶମ ସଂସ୍କରଣ ପାଇଁ ଶେଷ ହୋଇଛି ଚୂଡ଼ାନ୍ତ ଜୁରି ବୈଠକ । କଳା ଓ ସଂସ୍କୃତି, ଶିକ୍ଷା, ସ୍ୱାସ୍ଥ୍ୟସେବା, କୃଷି, ମନୋରଂଜନ, ସମାଜ ସେବା, ବାଣିଜ୍ୟ, କ୍ରୀଡ଼ା ଓ ରାଜନୀତି ଏପରି ୯ଟି ବର୍ଗରେ ଆବେଦକ ଥିବା ଶ୍ରେଷ୍ଠ ୪ ଜଣଙ୍କ ମଧ୍ୟରୁ ଗୋଟିଏ ଲେଖାଏଁ ନାଁ ଚୟନ କରିଛନ୍ତି ଜୁରି ସଦସ୍ୟ ।
Advertisment
ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ କ୍ଷେତ୍ରରେ ବିଶେଷ ଅବଦାନ ଥିବା ବ୍ୟକ୍ତିମାନଙ୍କ ସଂପର୍କରେ ଆଜିର ଜୁରି ବୈଠକରେ ଆଲୋଚନା କରାଯାଇଛି । ଏହାସହ ପ୍ରତି ବିଭାଗରୁ ଜଣେ ଲେଖାଏଁ ବ୍ୟକ୍ତିତ୍ୱଙ୍କ ନାଁ ଚୂଡ଼ାନ୍ତ କରାଯାଇଛି । ପରେ ଅନଲାଇନ୍ ଭୋଟିଂ ଓ ଜୁରିଙ୍କ ମତାମତକୁ ନେଇ, ଓଡ଼ିଶା ସିଟିଜେନ୍ସ ଆଓ୍ୱାର୍ଡ ବିଜେତାଙ୍କ ନାଁ ଘୋଷଣା କରାଯିବ ।
ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ତଥା ବିଶେଷ ଅବଦାନ ରଖିଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରିବା ହେଉଛି ଓଡ଼ିଶା ସିଟିଜେନ୍ସ ଆଓ୍ୱାର୍ଡର ମୂଳ ଉଦ୍ଦେଶ୍ୟ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)