କାହା ବଳରେ ବଳିୟାନ୍ ଅଭିଯୁକ୍ତ ? ବିନାୟକ ଆଚାର୍ଯ୍ୟ କଲେଜର କନଭେନର୍ ଥିଲେ ଅଭିଷେକ
ଦୁର୍ବ୍ୟବହାରର ଶିକାର ହୋଇଥିବା ବ୍ୟାସନଗର ପୌରାଞ୍ଚଳର ପୂର୍ବତନ ନିର୍ବାହୀ ଅଧିକାରୀ ଅଶୋକଙ୍କ ନାଁରେ ଏତଲା ।
ମଞ୍ଚରେ ହେ ନବୀନ ବାବୁ ଆମେ ତୁମ ଫ୍ୟାନ୍ ଗୀତ ଗାଇଥିଲେ ଅବିନାଶ । ଯାହାକୁ ନେଇ ବିବାଦ ଉପୁଜିଥିଲା ।
ସମ୍ବଲପୁର ଯୁଯୁମରା ବ୍ଲକ ସମ୍ମିଳନୀ କକ୍ଷରେ ଚାଲିଥିବା ବୈଠକରେ ବିଡିଓ, ସିଡିପିଓ ଏବଂ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।
ଦୁଇଟି ଯାକ ବିଭାଗର ଭିତ୍ତିଭୂମି ନଥିବାରୁ ବାରଣ୍ଡାରେ ଚାଲିଛି ସେବା ।
ଯେଉଁ ସ୍କୁଲର ଭୂଗୋଳ ଭାଙ୍ଗିଯାଇଛି ସେଠି ପିଲାଏ ପାଠ ପଢ଼ି ଭବିଷ୍ୟତ ଗଢ଼ିବେ କେମିତି ।
ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପରବର୍ତ୍ତୀ ୩ ଦିନ ଯାଏ ତାମିଲନାଡୁ-ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହୋଇପାରେ।
ସୌମ୍ୟଙ୍କ ଏଭଳି ମନ୍ତବ୍ୟ ଏବେ ସରକାରୀ ଦଳରେ କମ୍ପନ ସୃଷ୍ଟି କରିଛି ।
ରାୟଗଡ଼ ଜିଲ୍ଲାପାଳଙ୍କୁ ଜାତୀୟ ମାନବାଧିକାର କମିଶନ ସମନ ଜାରି କରିଛନ୍ତି। ଆସନ୍ତା ଜାନୁଆରୀ ୧୧ ତାରିଖରେ କମିଶନଙ୍କ ନିକଟରେ ହାଜର ହୋଇ ପକ୍ଷ ରଖିବାକୁ ଜାତୀୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଆନିମଲ ୱେଲଫେୟାର ବୋର୍ଡ ଅଫ୍ ଇଣ୍ଡିଆର ନିର୍ଦ୍ଦେଶ ଅନୁସାରେ ଦିଲ୍ଲୀ, ମୁମ୍ବାଇ, ଚଣ୍ଡିଗଡ, ବେଙ୍ଗାଲୁରୁ, କୋଚି ଭଳି ଅନେକ ସହରରେ ପେଟ୍ ଆନିମଲ ଗାଇଡଲାଇନସ କାର୍ଯ୍ୟକାରୀ ହେଉଛି । ଏସବୁ ସହରର ପ୍ରଚଳିତ ନିୟମକୁ ନେଇ ମଧ୍ୟ ସମୀକ୍ଷା କରୁଛି ବିଏମ୍ସି ।
ମନ ଛୁଇଁଲା ଲେଜର ସୋ ଓ କଟକ ଇନ୍ କଟକ ଥିମ୍ । ପାଣି ବୋତଲରେ କ୍ୟୁଆର କୋଡ୍ ଯୋଜନା ଫେଲ୍ ।
ଚାଷୀଙ୍କୁ ଫସଲ ବୀମା ମିଳିବାରେ ବିଳମ୍ବ ପାଇଁ ସେ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ବୀମା ଯୋଜନା କାର୍ଯ୍ୟକାରୀ ପାଇଁ ଟେଣ୍ଡର ଜାରି କରିବା, ବୀମା କମ୍ପାନୀଙ୍କୁ କ୍ଲଷ୍ଟର ଅଫ୍ ଡିଷ୍ଟ୍ରି ପ୍ରଦାନ କରିବା, ପ୍ରିମିୟମ୍ ରେଟ୍ର ଚୁକ୍ତି କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ ବୋଲି ଦର୍ଶାଇଛନ୍ତି ତୋମାର ।
୧୦୮କୁ ଦୈନିକ ଆସୁଛି ୭ ଶହରୁ ଅଧିକ ଫେକ୍ କଲ । ଏତଲା ସତ୍ତ୍ୱେ ଆକ୍ସନ ଶୂନ, ଚିନ୍ତାରେ ହେଲ୍ପ ଲାଇନ କର୍ମଚାରୀ ।
୫ ଗିରଫ, ୩ କୋର୍ଟ ଚାଲାଣ, ୨ ଗଲେ ସୁଧାର ଗୃହ । ଦେଖଣାହାରୀ ଝିଅ ବିରୁଦ୍ଧରେ ବି ହେବ କାଯର୍ୟାନୁଷ୍ଠାନ ।
ସବୁ ଦଳ ମୈଦାନକୁ ନିଜ ନିଜର ଯୋଦ୍ଧା ଓହ୍ଲାଇଛନ୍ତି । ଆସନ୍ତାକାଲି ନାମାଙ୍କନ ଯାଞ୍ଚ ଓ ୨୧ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ତା’ପରେ ଜୋରଦାର ହେବ ପ୍ରଚାର ।
କାରକୁ ଜାଣିଶୁଣି କେହି ଲୁଚାଇବାରେ ସହଯୋଗ କରୁଥିଲେ ତାଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟଙ୍କ ଜରିଆରେ ପ୍ରକ୍ରିୟା ଆରମ୍ଭ କରିଛି ଇଡି ।
କିଛି ଯୁବକ ଖୁବ୍ ଚେଷ୍ଟା କରିଥିଲେ ଷଣ୍ଢକୁ ସେହି କଷ୍ଟରୁ ରକ୍ଷା କରିବା ପାଇଁ । କିନ୍ତୁ ତାହା ଏତେ ସହଜ ନଥିଲା ।
ଲାଇଟ୍ ସବୁ ଘୋଡା ହେବା ପଛର ସତ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆଉ କହିବେ ଲାଇଟ୍ ପାଇଁ ଆମେ ଦିନେ ଉପବାସରେ ରହିବା ।
ଆଇନଜୀବୀଙ୍କ ପାଇଁ ଆଜି ରାସ୍ତା କଡରେ ଏମିତି ବସି କଇଁ କଇଁ କାନ୍ଦୁଛନ୍ତି ସେହି ବୁଢୀ ମାଆ ।
୧୯୮୨ ମସିହାରେ ସ୍ଥାପିତ ଏହି ହାଇସ୍କୁଲ ୧୯୯୪ ମସିହାରେ ସରକାରୀ ଅନୁଦାନ ପାଇଥିଲା ।
ନୈଋତ ମୁହାଁ ଘର ବା ଜମି ଅନେକ କ୍ଷତି ଆଣିପାରେ। ଆସନ୍ତୁ ଜାଣିବା କାହାକୁ କୁହାଯାଏ ନୈଋତ ମୁହାଁ ଘର ବା ଜମି। ଏନେଇ କ’ଣ ରହିଛି ବାସ୍ତୁ ସିଦ୍ଧାନ୍ତ, ଦୋଷ ଓ ପ୍ରତିକାର।
ରାଜ୍ୟ ସରକାର ନିୟମ ପାଳନ କରିନଥିବାରୁ ବୀମା ମିଳିବାରେ ଡେରି
ଆଜି ସକାଳେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ MD ପକ୍ଷରୁ ସୂଚନା ଦିଆଯାଇଛି ।
ଲୋକଙ୍କୁ ଯେଉଁଠି ସହାୟତା ମିଳିବା କଥା ସେଠି କିଛି ଲୋକେ ଜାଣିଶୁଣି ୧୦୮ ନମ୍ବରକୁ କଲ୍ କରି ଟେଲି କଲର୍ଙ୍କ ସହ ଇଆଡ଼ୁ ସିଆଡ଼ୁ ଗପିବା ସହ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ୍ କରୁଛନ୍ତି।