ଆଜି ପ୍ରେସ୍ମିଟ୍ କରି ହ୍ୟୁମାନଙ୍କ ପତ୍ନୀ ଶ୍ରୀୟା ଅନେକ ଖୁଲାସା କରିଛନ୍ତି। ସେ କହିଛନ୍ତି, ‘ସ୍ୱାମୀଙ୍କ ନିର୍ଯାତନା ଅଧିକ ହେବାରୁ ଥାନାର ଦ୍ୱାରସ୍ଥ ହୋଇଛି। ସେ ମୋତେ ଉଭୟ ମାନସିକ ଓ ଶାରିରୀକ ନିର୍ଯାତନା ଦିଅନ୍ତି’।
ଭିଣ୍ଟେଜ୍ କାର୍ ଠାରୁ ଆରମ୍ଭ କରି ଆମ୍ବାସାଡର, ଜିପ୍, ଷ୍ଟାଣ୍ଡାର୍ଡ ହେରାଲ୍ଡ, ସେଭ୍ରଲେଟ୍ ଭଳି ବହୁ ପୁରୁଣା କାର୍ କେନ୍ଦୁଝର ରାଜବାଟିରେ ସଜଡା ଚାଲିଛି।
ଗାୟକ ହ୍ୟୁମାନ ସାଗର ଓ ଶ୍ରୀୟାଙ୍କ ପାରିବାରିକ ବିବାଦ ମାମଲା ନୂଆ ମୋଡ଼ ନେଇପାରେ। ଆଜି ପ୍ରେସ୍ମିଟ୍ କରି ଅଧିକ ଖୁଲାସା କରିପାରନ୍ତି ଶ୍ରୀୟା।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଠାକୁରଙ୍କ ଭୋଗ ଖାଇଲେ ପାପ ବୋଲି ହ୍ୟୁମାନଙ୍କ ମା ଏବଂ ଘର ଲୋକ କୁହନ୍ତି ବୋଲି ଶ୍ରୀୟା ଅଭିଯୋଗ ଆଣିଛନ୍ତି।
କରୋନାରେ ଠିକଣା ହଜିଗଲା ପରେ ପେଟ ଚାଖଣ୍ଡକ ପାଇଁ ଏଣେତେଣେ ଘୁରି ବୁଲୁଛନ୍ତି.. କେବଳ ପିଲାଙ୍କ କରତାଳି ହିଁ ତାଙ୍କୁ ହାରିବାକୁ ଦେଉନି
ଆବାସ, ମଣ୍ଡି ଓ ଆଇନଶୃଙ୍ଖଳା ନେଇ ଘେରିବ ବିଜେପି
ଶୋଇ ରହି ସାପ ପରି ନଈ ପାଣିକୁ ଅଟକାଇଛି
ଗାଁ ପାଖରେ ଥିବା ପାହାଡ଼ି ଝରଣା ଦେଖି ଆସିଥିଲେ ପର୍ଯ୍ୟଟକ। ରାସ୍ତା ନଥିବାରୁ ହଇରାଣ ହରକତ ହୋଇ କାନ୍ଦିଲେ। ଯାହାକୁ ସହି ପାରିଲେନି ଗାଁଲୋକେ।
ଇଟା ଭାଟିରେ ଟ୍ରାକ୍ଟର ଧକ୍କାରେ ୯ ବର୍ଷର ନାବାଳକ ମୃତ
ଧର୍ମ ପରିବର୍ତ୍ତନ ପାଇଁ ତାଙ୍କୁ ବାଧ୍ୟ କରାଯାଉଥିଲା ବୋଲି ଶ୍ରୀୟା କହିଛନ୍ତି।
ଅଳ୍ପ ବିଦ୍ୟା ଭୟଙ୍କରୀ । ଡାକ୍ତରୀ ବିଦ୍ୟା ନଜାଣି ଚିକିତ୍ସା କଲେ କ୍ୱାକ୍ । ଅକାଳରେ ମହିଳାଙ୍କ ଜୀବନ ଚାଲିଗଲା ।
ଚାନ୍ଦା ନଦେବାରୁ ଠିକାଦାରଙ୍କୁ ସରପଞ୍ଚ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏପରିକି ଠିକାଦାରଙ୍କ ଉପରକୁ ପେଟ୍ରୋଲ ବୋମା ଫୋପାଡି ଜାଳି ଦେବାକୁ ଉଦ୍ୟମ କରିଥିଲେ।
ଆସନ୍ତା ୩୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣୀ ପାଇଁ ଦିନ ଧାର୍ଯ୍ୟ ହୋଇଛି ।
ହାତରେ ଲାଗିଲା ଗୋଡ଼ ଆଙ୍ଗୁଠି। କଟକ SCB ମେଡିକାଲ୍ରେ ଏହି ବିରଳ ଅସ୍ତ୍ରୋପଚାର ହୋଇଛି।
ଉପଜିଲ୍ଲପାଳଙ୍କୁ ଅବଗତ କରାଯିବା ପରେ ଖୁବ୍ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।
ସମ୍ବଲପୁରରେ RDCଙ୍କ ସଚିବଙ୍କ ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାପରେ ଡ୍ରାଇଭର ଫେରାର ଅଛନ୍ତି।
ସୌର ମକର ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ, ଶନିବାର, ଚନ୍ଦ୍ର – ଧନୁ ଦିବା ୦୨.୫୨ ଗତେ ମକର ତିଥି - ଅମାବାସ୍ୟା ରାତ୍ରି ୦୨.୨୩ ଗତେ ପ୍ରତିପଦ ଘାତ ଚନ୍ଦ୍ର – ତୁଳା , କୁମ୍ଭ ଦିବା ୦୨.୫୨ ଗତେ ସିଂହ ଘାତ ବାର- ବୃଷ, ସିଂହ ଓ କନ୍ୟା ପୁଷ୍କର ଦୋଷ – ୧ ପାଦ, ଜାଣନ୍ତୁ, ଆଜିର ଶୁଭ ମୁହୂର୍ତ୍ତ...
ଡାକ୍ତର ଶୁଭଶ୍ରୀ କର ମୃତ୍ୟୁ ମାମଲାର ୨୦ ଦିନ ପରେ ଶୁଭଶ୍ରୀଙ୍କ ବାପା ମନୋରଞ୍ଜନ କର ଯୋଡ଼ା ଥାନାରେ ଏତଲା ଦେଇଛନ୍ତି। ପୋଷ୍ଟମର୍ଟମ୍ ରିପୋର୍ଟରେ ମୃତ୍ୟୁର କାରଣ ବିଷକ୍ରିୟାଜନିତ ବୋଲି କୁହାଯାଇଛି।
ଯାଜ୍ଞସେନୀର ସ୍ରଷ୍ଟା ଡକ୍ଟର ପ୍ରତିଭା ରାୟ ଓଡିଆ ଭାଷାର ଜଣେ ପ୍ରସିଦ୍ଧ ଲେଖକ। ସେ ତାଙ୍କ ଉପନ୍ୟାସ ମାଧ୍ୟମରେ ସାମାଜିକ ଅନ୍ୟାୟ ଏବଂ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ଆଜି ତାଙ୍କ ଜନ୍ମଦିନରେ ଆସନ୍ତୁ ତାଙ୍କ ବିଷୟ କିଛି ଜାଣିନେବା।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ବିଲରେ ପଡ଼ିଥିଲା କୁନି ପୁଅର ମୃତଦେହ ।
ପ୍ରତି ଗୋଲ୍, ପେନାଲ୍ଟି କର୍ଣ୍ଣର ଓ କ୍ୱାର୍ଟର ଶେଷରେ ସେମାନେ ଭାରତୀୟ ଦଳକୁ ଚିୟର କରୁଥିଲେ ।
ନିଜ ଘରଦ୍ୱାର ଓ ଜମିବାଡ଼ି ଥାଇ ବି ଗାଁକୁ ଯାଇପାରୁ ନାହାନ୍ତି ।
ମରାମତି ଓ ନବୀକରଣ ପରେ ପ୍ରଦର୍ଶିତ ହେବ ଡାକୋଟା । ଭୁବନେଶ୍ୱର ବିମାନବନ୍ଦର ଟର୍ମିନାଲ୍-୧ରେ ଇନ୍ଷ୍ଟଲେସନ୍ ଯୋଜନା ।