• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Wednesday, 25 January 2023

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Satyendu Shekher Mishra
  • 7 days ago

ବିଜେପି କରୁଥିଲା ଅଣଦେଖା ! ଏବେ BRSରେ ମିଶିବେ ପୂର୍ବତନ ମୁଖ୍ୟମନ୍ତ୍ରୀ...

ନବୀନଙ୍କୁ ଅଲ୍ ପାର୍ଟି ପ୍ରେସିଡେଣ୍ଟ କହି ବର୍ଷିଲେ ଶିଶିର ଗମାଙ୍ଗୋ । More
  • Satyendu Shekher Mishra
  • 7 days ago

ସରୁଛି ସୁରେଶଙ୍କ କାର୍ଯ୍ୟକାଳ, ପୁଣି ଏକ୍ସଟେନ୍‌ସନ୍‌ ହେଲେ ବ୍ୟୁରୋକ୍ରାସିରେ ବଢ଼ିବ ଅସନ୍ତୋଷ..

ରେସ୍‌ରେ ପ୍ରଦୀପ ଜେନା, ପ୍ରଦୀପ୍ତ ମହାପାତ୍ର, ତୁହିନକାନ୍ତ ଓ ରାଜେଶ ବର୍ମା  । More
  • Satyendu Shekher Mishra
  • 7 days ago

କର୍ତ୍ତବ୍ୟପଥରେ ଓଡ଼ିଆଙ୍କ କମାଲ, ସୋନାଲି ନେଉଛନ୍ତି ନେତୃତ୍ୱ...

ଲୋକନୃତ୍ୟକୁ ବିଶ୍ୱ ଦରବାରରେ ପରିଚିତ କରାଇବାକୁ ସେମାନଙ୍କୁ ଏକାଠି କରି ଝୁମର୍ ଶିଖାଇଛନ୍ତି ଅନୁଗୁଳର ବିଶ୍ୱପୂଜ୍ୟା । More
  • Satyendu Shekher Mishra
  • 7 days ago

ଦୁଃଖର ପାହାଡ଼ ତଳେ ସିନେ ଅଭିନେତା ମିହିର ଦାସଙ୍କ ପରିବାର...

ରାତି ପ୍ରାୟ ୧୨ଟା ୩ ମିଟିନରେ ତାଙ୍କ ଦେହାନ୍ତ ହୋଇଥିବା ସୂଚନା ଦେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ । More
  • Satyendu Shekher Mishra
  • 7 days ago

ମଣ୍ଡିରୁ ଉଠୁନି ଧାନ, ସରିବାକୁ ବସିଲାଣି ସମୟ... କ’ଣ କରିବେ ଚାଷୀ..?

ଅସନ୍ତୁଷ୍ଟ ଚାଷୀ, ବୀରମହାରାଜପୁର-ଆମରପାଲି ରାସ୍ତାର ପଥରଘାଟ ଛକରେ ଧାନବସ୍ତା ରଖି ଦୀର୍ଘ ସମୟ ରାସ୍ତା ଅବରୋଧ କରିଥିଲେ । More
  • Satyendu Shekher Mishra
  • 7 days ago

ଓଡ଼ିଆ ଝିଅଙ୍କ ଝୁମର ନୃତ୍ୟରେ ଝୁମିବ କର୍ତ୍ତବ୍ୟପଥ, ଶୁଣନ୍ତୁ କ’ଣ କହୁଛନ୍ତି କଳାକାର...

ଏଥର ୭୪ତମ ସାଧାରଣତନ୍ତ୍ର ଦିବସ ପରେଡରେ ବିଶ୍ୱ ଦେଖିବ ଭାରତର ସ୍ୱଦେଶୀ ଶକ୍ତିର ଝଲକ୍ । ପରେଡରେ ଭାରତୀୟ ସ୍ଥଳସେନା ପ୍ରଦର୍ଶନ କରିବ କେବଳ ମେଣ୍ଡ ଇନ୍ ଇଣ୍ଡିଆ ଅସ୍ତ୍ରଶସ୍ତ୍ର । More
  • Rajalaxmi Sahoo
  • 7 days ago

ସରକାର ଚଳାଇ ପାରୁନାହାନ୍ତି କି OSRTC ବସ୍ ?

ସରକାର ଚଳାଇ ପାରୁନାହାନ୍ତି କି OSRTC ବସ୍ ? କ୍ଷତିରେ ଚାଲୁଥିବା ଦର୍ଶାଇ ଲିଜ୍‌ରେ ଘରୋଇ ସଂସ୍ଥା ହାତକୁ ଟେକି ଦେବାକୁ ମସୁଧା ଚାଲିଛି।  More
  • Rajalaxmi Sahoo
  • 7 days ago

ଓଡ଼ିଶାରୁ ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ୍‌ ମେଡାଲ, ୧୧ ଜଣ ପାଇବେ ପୋଲିସ୍‌ ମେଡାଲ

ଓଡ଼ିଶାରୁ ୨ ଜଣ ପାଇବେ ରାଷ୍ଟ୍ରପତି ପୋଲିସ୍‌ ମେଡାଲ। ସେହିପରି ବିଶିଷ୍ଟ ସେବା ପାଇଁ ଓଡ଼ିଶାରୁ ୧୧ ଜଣ ପାଇବେ ପୋଲିସ୍‌ ମେଡାଲ। More
  • Rajalaxmi Sahoo
  • 7 days ago

ବୋହୂର ଦ୍ୱିତୀୟ ବିବାହ କରାଇଲେ ପୂର୍ବତନ ବିଧାୟକ ନବୀନ ନନ୍ଦ

ନିଜ ବୋହୂର ବିବାହ କରାଇଲେ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ। ବୋହୂ ମଧୁସ୍ମିତାଙ୍କୁ ଦ୍ୱିତୀୟ ବିବାହ କରାଇଛନ୍ତି ନବୀନ ନନ୍ଦ। More
  • Rajalaxmi Sahoo
  • 1 week ago

ବିଜେପି ଛାଡ଼ିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ

ବିଜେପି ଛାଡ଼ିଲେ ଗିରିଧର ଗମାଙ୍ଗ ଓ ଶିଶିର ଗମାଙ୍ଗ। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ହେଉଛନ୍ତି ଶିଶିର ଗମାଙ୍ଗ।  More
  • Rajalaxmi Sahoo
  • 1 week ago

Today Panchang 25th Jan 2023: ଜାଣନ୍ତୁ, ଆଜି କେଉଁ ସମୟରେ ଶୁଭ କାର୍ଯ୍ୟ ଆରମ୍ଭ କରିବେ

ସୌର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ, ବୁଧବାର, ଚନ୍ଦ୍ର – କୁମ୍ଭ ଦିବା ୦୨.୩୦ ଗତେ ମୀନ ତିଥି - ୪ର୍ଥୀ ଦିବା ୦୩.୨୨ ଗତେ ୫ମୀ  ଘାତ ଚନ୍ଦ୍ର – ମିଥୁନ ଓ ମୀନ ଦିବା ୦୨.୩୦ ଗତେ ଧନୁ ଘାତ ବାର- କର୍କଟ ପୁଷ୍କର ଦୋଷ – ୧ ପାଦ - କୁଟୁମ୍ଭ ହାନି- ତିଳକାଞନ ଦାନ ରାତ୍ରି ୦୮.୦୬ ପର୍ଯ୍ୟନ୍ତ। More
  • Rajalaxmi Sahoo
  • 1 week ago

୪ ବର୍ଷର ଶିଶୁକୁ ପିଟିପିଟି ହତ୍ୟା ! ପଡ଼ୋଶୀଙ୍କ ଘରୁ ମିଳିଲା ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ

ନିଖୋଜ ପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ୪ ବର୍ଷ ବାଳକର ମୃତଦେହ ଉଦ୍ଧାର କରାଯାଇଛି।  ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର। More
  • Rajalaxmi Sahoo
  • 1 week ago

ପରଲୋକରେ ଅଭିନେତା ମିହିର ଦାସଙ୍କ ସାନ ପୁଅ

ପରଲୋକରେ ଅଭିନେତା ସ୍ୱର୍ଗତଃ ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତ ଦାସ। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।  More
  • Rajalaxmi Sahoo
  • 1 week ago

ବର କୋଳି ଭାବି କାଚ ଗୁଲିକୁ ଗିଳିଦେଲା ୩ ବର୍ଷର ଶିଶୁ

ବର କୋଳି ଭାବି କାଚ ଗୁଲିକୁ ଗିଳିଦେଲା ୩ ବର୍ଷର ଶିଶୁ। ସୌଭାଗ୍ୟବଶତଃ ଶିଶୁଟି ସୁରକ୍ଷିତ ଅଛି।  More
  • Satyendu Shekher Mishra
  • 1 week ago

ଏଣିକି ଆଣ୍ଡ୍ରଏଡ୍‌ ନୁହେଁ BharOSରେ ଚାଲିବ ମୋବାଇଲ..!

ପରୀକ୍ଷଣ କଲେ କେନ୍ଦ୍ର IT ମନ୍ତ୍ରୀ ବୈଷ୍ଣବ ଓ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାର୍ ଓଏସ୍ ମାଧ୍ୟମରେ ୟୁଜର୍ସଙ୍କ ଗୋପନୀୟତା ଓ ସୁରକ୍ଷାକୁ ଗୁରୁତ୍ୱ । More
  • Satyendu Shekher Mishra
  • 1 week ago

ନା ହାତକୁ କାମ ମିଳୁଛି, ନା ଥମୁଛି ଦାଦନ ଧାଉଡ଼ି ! ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଦାଦନ ଦୁଃଖର ଅସରନ୍ତି ଚିତ୍ର

ସବୁ ଜିଲ୍ଲାରେ ନିୟୋଜନ ପ୍ରତିଶ୍ରୁତି ସତ୍ତ୍ୱେ ଗଂଜାମରେ ଦାଦନ ଦୁଃଖ । ମାସକ ଭିତରେ ସୁରତରେ ତିନି ଦାଦନ ଶ୍ରମିକଙ୍କ ମୃତ୍ୟୁ । More
  • Satyendu Shekher Mishra
  • 1 week ago

ପୋଲିସ-ଓକିଲ କମିଶନ ଖାଉଥିବା କହି ଅଡ଼ୁଆରେ ମନ୍ତ୍ରୀ ଓ ରାଜ୍ୟ ସରକାର

କମିଶନି ବ୍ୟବସ୍ଥାର ଗୁମର ଖୋଲିବାକୁ ନେଇ ବଢିଲା ଅଡୁଆ । ରାଜ୍ୟ ସରକାରଙ୍କ ଅଡୁଆ ବଢାଇଲେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି । More
  • Satyendu Shekher Mishra
  • 1 week ago

ଆବାସ ଦୁର୍ନୀତି ନେଇ ଆନ୍ଦୋଳନର ଟ୍ରେଲର ଦେଖାଇଲା ବିଜେପି ! ଆଗକୁ ପୂରା ଫିଲ୍ମ

ସବୁ ବ୍ଲକ୍‌ରେ ଆନ୍ଦୋଳନ ପୂର୍ବରୁ କିଛି ସ୍ଥାନରେ ପଦ୍ମଦଳର ଟ୍ରେଲର । ରାଜ୍ୟ ସରକାରଙ୍କୁ ନିଶାନା କଲେ ବିଜେପି ସାଂସଦ ଅପରାଜିତା । More
  • Pramod Behera
  • 1 week ago

OMCରେ ଚାକିରି ସୁଯୋଗ; ଦରମା ୧,୧୨,୪୦୦ ଟଙ୍କା, ତୁରନ୍ତ ଆବେଦନ କରନ୍ତୁ

ଓଡିଶାରେ ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। OMC ରେ ଅନେକ ପଦବୀ ପାଇଁ ବିଜ୍ଞପ୍ତି ବାହାରିଛି। ଚୟନ ପ୍ରାର୍ଥୀଙ୍କୁ ମାସକୁ ୧,୧୨,୪୦୦ ଟଙ୍କା ଦରମା ମିଳିବ। More