ସରକାର ଚଳାଇ ପାରୁନାହାନ୍ତି କି OSRTC ବସ୍ ? କ୍ଷତିରେ ଚାଲୁଥିବା ଦର୍ଶାଇ ଲିଜ୍ରେ ଘରୋଇ ସଂସ୍ଥା ହାତକୁ ଟେକି ଦେବାକୁ ମସୁଧା ଚାଲିଛି।
ପରିବହନ ନିଗମର ଲାଭ କମିବାର କାରଣ କଣ? କାହିଁକି ଏମିତି ଦେବାଳିଆ ସ୍ଥିତିରେ ନିଗମ? ଘରୋଇ ବସ ଗୁଡିକ ଲାଭରେ ଚାଲୁଥିବା ବେଳେ କାହିଁକି କ୍ଷତି ସହୁଛି ପରିବହନ ନିଗମ ? ଭିତ୍ତିଭୂମିର ଅଭାବ ନା ରହୁଛି ସରକାରଙ୍କ ଆନ୍ତରିକତା ଅଭାବ ?