Advertisment

OMCରେ ଚାକିରି ସୁଯୋଗ; ଦରମା ୧,୧୨,୪୦୦ ଟଙ୍କା, ତୁରନ୍ତ ଆବେଦନ କରନ୍ତୁ

ଓଡିଶାରେ ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। OMC ରେ ଅନେକ ପଦବୀ ପାଇଁ ବିଜ୍ଞପ୍ତି ବାହାରିଛି। ଚୟନ ପ୍ରାର୍ଥୀଙ୍କୁ ମାସକୁ ୧,୧୨,୪୦୦ ଟଙ୍କା ଦରମା ମିଳିବ।

author-image
Pramod Behera
ଅଦ୍ୟତନ ହୋଇଛି
OMC Recruitment 2023

Odisha Mining Corporation Limited

ଓଡିଶା ଖଣି ନିଗମ(OMC)ରେ Mining Mate III, Surveyor ସହିତ ଅନେକ ପଦବୀ ପାଇଁ ବିଜ୍ଞପ୍ତି ବାହାରିଛି। ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀମାନେ ଏହାର ସୁଯୋଗ ନେଇପାରିବେ। ଆଗ୍ରହୀ ପ୍ରାର୍ଥୀମାନେ ନିମ୍ନରେ ଦିଆଯାଇଥିବା ନିର୍ଦ୍ଦେଶଗୁଡିକ ପଢି ଶେଷ ତାରିଖ ପୂର୍ବରୁ ଆବେଦନ କରିପାରିବେ। ସାକ୍ଷାତକାର ଏବଂ ଅଭିଜ୍ଞତା ଆଧାରରେ ଏହି ପଦବୀ ପାଇଁ ପ୍ରାର୍ଥୀ ଚୟନ କରାଯିବ।

Advertisment

ଆଗ୍ରହୀ ପ୍ରାର୍ଥୀ ଯେଉଁମାନେ ଏହି ପଦବୀ ପାଇଁ ଯୋଗ୍ୟ ସେମାନେ ଏହି orissamining.com ସାଇଟ୍‌କୁ ଯାଇ ଅନଲାଇନରେ ଆବେଦନ କରିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା କେନ୍ଦୁଝର ପାଇଁ ହେଉଛି।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୩ ଜାନୁଆରୀ ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ – ୦୮ ଫେବୃଆରୀ ୨୦୨୩
Advertisment

ଖାଲି ପଦବୀ:

  • ମୋଟ୍‌ ପଦବୀ – ୮୧ଟି ପୋଷ୍ଟ୍
  • Foreman – ୧୦ଟି ପୋଷ୍ଟ୍
  • Mining Mate III – ୫୬ଟି ପୋଷ୍ଟ୍
  • Surveyor – ୧୫ଟି ପୋଷ୍ଟ୍

ଦରମା:

  • ମାସକୁ ସର୍ବନିମ୍ନ ଦରମା - ୨୧,୭୦୦ ଟଙ୍କା
  • ମାସକୁ ସର୍ବାଧିକ ଦରମା - ୧,୧୨,୪୦୦ ଟଙ୍କା
  • Foreman – ମାଇନିଂ ଫୋର୍‌ମ୍ୟାନ୍‌ରେ ଡିପ୍ଲୋମା
  • Mining Mate III – ଦ୍ୱାଦଶ
  • Surveyor – ମାଇନିଂ ସର୍ଭେରେ ଡିପ୍ଲୋମା / ମାଇନିଂ ଇଞ୍ଜିନିୟର୍

ଅଧିକ ପଢ଼ନ୍ତୁ: ଓଡିଶାରେ ନର୍ସିଂ ଅଫିସର ପଦ ପାଇଁ ନିଯୁକ୍ତି; ପୂରଣ ହେବ ୭୪୮୩ ଟି ପଦବୀ, ଦରମା ୯୨,୩୦୦

ଯୋଗ୍ୟତା:

  • Foreman – ମାଇନିଂ ଫୋର୍‌ମ୍ୟାନ୍‌ରେ ଡିପ୍ଲୋମା
  • Mining Mate III – ଦ୍ୱାଦଶ
  • Surveyor – ମାଇନିଂ ସର୍ଭେରେ ଡିପ୍ଲୋମା / ମାଇନିଂ ଇଞ୍ଜିନିୟର୍

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୩୮ ବର୍ଷ
  • ବୟସ ଗଣତି ୦୧/୦୧/୨୦୨୩କୁ ଦେଖି କରାଯିବ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ବ୍ୟକ୍ତିଗତ ସାକ୍ଷାତକାର
  • ମେଡିକାଲ୍ ଟେଷ୍ଟ୍
  • ୱାକ୍‌ଇନ୍ ଇଣ୍ଟରଭିୟୁ

କିପରି କରିବେ ଆବେଦନ:

  • ୱେବ୍‌ସାଇଟ୍ orissamining.com କୁ ଯାଆନ୍ତୁ
  • ଏଠାରେ Recruitment ବା Careers ଖୋଜନ୍ତୁ
  • ଆବେଦନ ପତ୍ର ପୂରଣ କରନ୍ତୁ

ଓଡିଶା ଖଣି ନିଗମ ସହିତ ଜଡିତ ଅଧିକ ସୂଚନା ପାଇଁ, ଆପଣ ପ୍ରକାଶିତ ବିଜ୍ଞପ୍ତି ଦେଖିପାରିବେ। ଦୟାକରି ଏହି ସୂଚନାକୁ ଆପଣଙ୍କର ସାଙ୍ଗମାନଙ୍କ ସହିତ ଶେୟାର କରନ୍ତୁ ଏବଂ ସେମାନଙ୍କୁ ସାହାଯ୍ୟ କରନ୍ତୁ।

Govt Jobs OMC Odisha Mining Corporation
Advertisment
Advertisment