• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ସୌର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୨୫ ତାରିଖ, ବୁଧବାର, ଚନ୍ଦ୍ର – କୁମ୍ଭ ଦିବା ୦୨.୩୦ ଗତେ ମୀନ ତିଥି - ୪ର୍ଥୀ ଦିବା ୦୩.୨୨ ଗତେ ୫ମୀ  ଘାତ ଚନ୍ଦ୍ର – ମିଥୁନ ଓ ମୀନ ଦିବା ୦୨.୩୦ ଗତେ ଧନୁ ଘାତ ବାର- କର୍କଟ ପୁଷ୍କର ଦୋଷ – ୧ ପାଦ - କୁଟୁମ୍ଭ ହାନି- ତିଳକାଞନ ଦାନ ରାତ୍ରି ୦୮.୦୬ ପର୍ଯ୍ୟନ୍ତ।

ଶୁଭ ସମୟ...

ପ୍ରାତଃ ୦୬.୨୭ ରୁ ୦୭.୫୫
ଦିବା ୧୦.୩୬ ରୁ ୧୧.୩୬
ଦିବା ୦୧.୪୯ ରୁ ୦୪.୪୬
ସନ୍ଧ୍ୟା  ୦୬.୨୨ ରୁ ୧୦.୪୧
ରାତ୍ରି ୦୨.୦୮ ରୁ ୦୩.୧୩

ଅଧିକ ପଢ଼ନ୍ତୁ: ଦକ୍ଷିଣକୁ ପାଦ ରଖି କାହିଁକି ଶୋଇବେ ନାହିଁ; କ’ଣ କୁହେ ବାସ୍ତୁ

ଅଶୁଭ ସମୟ...

ଋାହୁକାଳ - ଦିବା ୧୧.୫୮ ରୁ ୦୧.୨୧
କାଳବେଳା – ଦିବା ୦୯.୧୩ ରୁ ୧୦.୩୬
ବାରବେଳା – ଦିବା ୧୧.୫୮ ରୁ ୦୧.୨୧
କାଳରାତ୍ରି – ରାତ୍ରି ୦୩.୧୩ ରୁ ୦୪.୫୦

OTV is now on Whatsapp

Join and get latest news update delivered to you via whatsapp

Join Now