ଏବେ ଗାଈଟିର ଅଵସ୍ଥା ସଙ୍କଟାପନ୍ନ ଅଛି ।
ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ବିଜେପି ନେତା ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରାଯିବ। ବିଜେପି ବିଧାୟିକା କୁସୁମ ଟେଟେ ଆଜି ଏହି ସୂଚନା ଦେଇଛନ୍ତି।
ଗତକାଲି ରାଷ୍ଟ୍ରପତି ପୁରୀ ଗସ୍ତ କରିଥିଲେ। ବଡ଼ଦାଣ୍ଡରେ ଦୁଇ କିମି ଚାଲି ଚାଲି ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ।
ଦିନ ବଢିବା ସହ କଟକ ମହାନଦୀ ପଠାରେ ଜମୁଛି ବାଲିଯାତ୍ରା । ମେଳାରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେଉଥିବା ବେଳେ ଜମୁଛି ବିକ୍ରିବଟାର ଆସର ।
ପରାଜୟର ସମୀକ୍ଷା ହେବାର ଆବଶ୍ୟକତା ଅଛି।
ଭୁବନେଶ୍ୱରର ଜୟଦେବ ଭବନରେ ସ୍ୱତନ୍ତ୍ର ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପାଠ୍ୟ ପୁସ୍ତକ ଉନ୍ମୋଚନ କରିଛନ୍ତି। ଉଭୟ ଡିଗ୍ରୀ ଓ ଡିପ୍ଲୋମା ଛାତ୍ରଛାତ୍ରୀଙ୍କ ପାଇଁ ଏହି ପୁସ୍ତକ ଉନ୍ମୋଚିତ ହୋଇଛି।
ଗ୍ରହଣ ଦିନ ଏଇ ପୋଖରୀ କୂଳରେ ଲାଗେ ଲୋକଙ୍କ ଭିଡ଼ି ।
ଝୁଲନ୍ତା ଅବସ୍ଥାରେ ହଷ୍ଟେଲ୍ ରୁମ୍ରୁ ମିଳିଲା ଯୁବତୀଙ୍କ ମୃତଦେହ। ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ ଜବତ କରାଯାଇଛି।
ଟାଙ୍କି ଫାଟି ସଂପୂର୍ଣ୍ଣ ଘର ହୁତ୍ ହୁତ୍ ଜଳିଥିଲା । ସଂପୂର୍ଣ୍ଣ ଘର ଜଳିଯାଇଥିଲେ ବି ଅଳ୍ପକେ ବର୍ତ୍ତିଗଲେ ବହୁ କୁନି ପିଲା ।
ଭୁବନେଶ୍ୱରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୯୭୦ରୁ ୭୪ ଯାଏଁ ଅଷ୍ଟମରୁ ଏକାଦଶ ପଢ଼ିଥିଲେ ।
ଜଳପ୍ରପାତ ନିକଟରେ ସେଲ୍ଫି ନେବା ସମୟରେ ଗୋଡ଼ ଖସି ଯବିରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ନବରଙ୍ଗପୁର ଜିଲ୍ଲା ଘୁମରେଶ୍ୱର ଶୈବ ପୀଠରେ ଏହି ଅଭାବନୀୟ ଘଟଣା ଘଟିଛି।
ଇଶ୍ୱରଙ୍କୁ ନେଇ ଏମାନେ ଏତେ ଭାବପ୍ରବଣ ହୋଇଥାନ୍ତି ଯେ, ସଂସାରରେ କଣ ଚାଲିଛି ସତେ ଯେମିତି ଏମାନଙ୍କୁ ଜଣାନାହିଁ ।
ଗିରଫ ପରେ ଖଗେଶ୍ୱରଙ୍କୁ ରିମାଣ୍ଡରେ ଆଣିବ ଇଡି । କାଲି ଖଗେଶ୍ୱରଙ୍କ ଘର ଓ ସୋ ରୁମ୍ରେ ଚଢ଼ାଉ କରିଥିଲା ଇଡି ।
ଖାଲି ଏତିକି ନୁହେଁ ବରଂ ଜାତୀୟ ସଂଗୀତର ତାଳେ ତାଳେ ଭାରତ ମାତାକି ଜୟ ଧ୍ୱନୀରେ କମ୍ପି ଉଠୁଥିଲା ପୂରା ପରିବେଶ ।
ପ୍ରଥମ ଥର ପାଇଁ ପ୍ରଶାସନ ପକ୍ଷରୁ ଗୁଡ଼ି ଉଡାଇବାକୁ ବ୍ୟବସ୍ଥା । ଗୁଡ଼ି ଉଡ଼ାର ମଜା ନେଲେ ପିଲାଠୁ ବୁଢ଼ା ।
ଖାଲି ଏତିକି ନୁହେଁ ବରଂ ସେ ସେକ୍ସ ରାକେଟ୍ରେ ବି ଜଡ଼ିତ । ଆଉ ସତ ଜାଣିବା ପରେ ସ୍ତ୍ରୀଙ୍କର ଉଡିଯାଇଥିଲା ହୋସ୍ ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
କଂସ ଚରିତ୍ରରେ ଅଭିନୟ ଲାଗି ୪୨ କଳାକାର ସାକ୍ଷାତକାର ଦେଇଥିଲେ।
ପ୍ରଥମଥର ପାଇଁ ବଡ଼ ଦାଣ୍ଡରେ ଜଣେ ରାଷ୍ଟ୍ରପତି ଏତେ ଲମ୍ବା ସମୟ ଧରି, ପ୍ରାୟ ଦୁଇ କିଲୋମିଟର ଲମ୍ବା ବାଟ ଚାଲୁଥିଲେ... ତ ଟିଭି ପରଦାରେ ଏ ଅଭୂତପୂର୍ବ ଦୃଶ୍ୟକୁ ଉତ୍ସୁକତାର ସହ ଦେଖୁଥିଲା ଦେଶ
ନାଗରିକ ସଂବର୍ଦ୍ଧନା ଗ୍ରହଣ ଅବସରରେ ରାଷ୍ଟ୍ରପତିଙ୍କ ଅଭିଭାଷଣ
ଅଭିନୟ ଚାତୁରୀ ଦେଖାଇଲେ ୪୩ ଜଣ ଆଶାୟୀ । ପୂର୍ବରୁ ସରିଛି ପାର୍ଶ୍ୱ ଚରିତ୍ର ପାଇଁ କଳାକାର ଖୋଜା
ଚାଷୀମାନେ ବୀମା ସୁବିଧା ପାଉନଥିବାରୁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ପ୍ରଦୀପ ।
ବହୁ ବଡ଼ ବଡ଼ିଆଙ୍କ ସଂପୃକ୍ତିର ସୁରାଗ୍ ମିଳିଥିବାରୁ ଇଡି ସମସ୍ତଙ୍କୁ ସ୍କାନରରେ ରଖିଛି ।
ବିଶ୍ଵାସ ରହିଛି ଏଠି ଯିଏ ଯାହା ମାନସିକ କରେ ତାହା ମଧ୍ୟ ବାବା ଗୁପ୍ତେଶ୍ୱର ପୂରଣ କରନ୍ତି