• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Hathras stampede
ଜଣାପଡ଼ିଲା ହାଥରସ ଦଳାଚକଟାର କାରଣ; ‘ପାଦ ଧୂଳି’ ପାଇଁ ଚାଲିଗଲା ୧୨୧ ଜୀବନ !

ହାଥରସରେ ଦଳାଚକଟାରେ ୧୨୧ ଲୋକଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ଦଳାଚକଟାର କାରଣ ସାମ୍ନାକୁ ଆସିଛି । ଏପଟେ ଦଳାଚକଟା ଘଟଣାରେ ପୋଲିସ ମାମଲା ରୁଜୁ କରିସାରିଥିବା ଉତ୍ତରପ୍ରଦେଶ ମନ୍ତ୍ରୀ ସୂଚନା ଦେଇଛନ୍ତି।

Dadar Darbar
ଦେଖିବାକୁ ଟ୍ରେନ୍‌ ବଗି ହେଲେ ଭିତରେ 5 Star ରେଷ୍ଟୁରାଣ୍ଟ; ଜମୁଛି ପାସେଞ୍ଜରଙ୍କ ଭିଡ଼

ଟ୍ରେନ ବଗି ସୃଷ୍ଟି କରୁଛି 5 ଷ୍ଟାର ହୋଟେଲର ଭ୍ରମ। ଲକ୍ସ୍ୟୁରି ଆମ୍ୱିୟାନ୍ସ୍ ସହ ମିଳୁଛି ଟେଷ୍ଟି ଟେଷ୍ଟି ଖାଦ୍ୟ।

Who is 'Bhole Baba'
ହାଥରସ୍‌ ଦଳଚକଟା ଘଟଣା: କିଏ ଏହି ‘ଭୋଲେ ବାବା’ ? ଆୟୋଜନ କରିଥିଲେ ‘ସତସଙ୍ଗ’...

ଉତ୍ତର ପ୍ରଦେଶ ହାଥରସ ଦଳାଚକଟା ଘଟଣାରେ ଆରମ୍ଭ ହୋଇଛି ତନାଘନା। ସତସଙ୍ଗରେ ପ୍ରବଚନ ଦେଉଥିବା ଭୋଲେ ବାବାଙ୍କୁ ଖୋଜୁଛି ପୋଲିସ। କିଏ ଏହି ଭୋଲେ ବାବା ?

Aditya L1
୧୭୮ ଦିନରେ ପ୍ରଥମ ହାଲୋ ଅର୍ବିଟ୍ ପରିକ୍ରମା ପୂରା କଲା ଆଦିତ୍ୟ-L1

ନିଜ ଗତିପଥରେ ବଜାୟ ରଖିବା ପାଇଁ ଫେବୃଆରୀ ୨୨ ଓ ଜୁନ୍ ୭ ପରେ ଆଜି ତୃତୀୟ ଷ୍ଟେସନ କିପିଂ ମାନ୍ୟୁଭର କରାଯାଇଛି। ସଫଳତାର ସହ ଆଦିତ୍ୟ L1କୁ ଦ୍ବିତୀୟ ଅର୍ବିଟରେ ଅବସ୍ଥାପିତ କରିଛି ଇସ୍ରୋ ।

  • Tuesday, 02 July 2024
Hathras Accident
ହାଥରସ୍‌ ଦଳଚକଟା ଘଟଣାରେ ମୃତ୍ୟୁ ସଂଖ୍ୟା ୮୭ ଛୁଇଁଲା...!

ମୃତ୍ୟୁବରଣ କରିଥିବା ଏହି ୮୭ ଜଣଙ୍କ ମୃତଦେହ ଚିହ୍ନଟ କରାଯାଉଛି । ସେପଟେ ଏହି ମାମଲାର ଅଧିକ ତଦନ୍ତ ଜାରି ରହିଛି ବୋଲି ଏସ୍‌ଏସ୍‌ପି ରାଜେଶ କୁମାର ସିଂ କହିଛନ୍ତି ।

NEET Exam
ଲିକ୍ ରୋକିବାକୁ ନୂଆ ପଦକ୍ଷେପ, ପରୀକ୍ଷାର ଦୁଇ ଘଣ୍ଟା ପୂର୍ବରୁ ତିଆରି ହେବ ପ୍ରଶ୍ନ!

ପ୍ରଶ୍ନପତ୍ର ଲିକ୍ କୁ ରୋକିବା ପାଇଁ ଦୁଇ ଘଣ୍ଟା ପୂର୍ବରୁ ତିଆରି ହେବ ପ୍ରଶ୍ନପତ୍ର । ନିଟ୍ ପିଜି ପରୀକ୍ଷା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ବିଭାଗୀୟ ଅଧିକାରୀଙ୍କୁ ଭେଟିଛନ୍ତି ।

Narendra Modi
ସଂସଦରେ ଉଠିଲା ଓଡ଼ିଶା କଥା, ମୋଦି କହିଲେ ...

ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ଦେବା ଅବସରରେ ଓଡ଼ିଶା ନିର୍ବାଚନ କଥା ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କହିଛନ୍ତି, ଓଡ଼ିଶାବାସୀ ଆମ ଉପରେ ଭରସା କରିଛନ୍ତି, ଆମକୁ ଭରପୁର ଆଶୀର୍ବାଦ ମିଳିଛି ।

Hathras accident
ହାଥରସ୍‌ରେ ବଡ଼ ଅଘଟଣ, ଦଳାଚକଟାରେ ଚାଲିଗଲା ୨୭ ଜୀବନ

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ସତସଙ୍ଗ ସରିବା ପରେ ଲୋକେ ଘରକୁ ଫେରିବା ପାଇଁ ବ୍ୟତିବ୍ୟସ୍ତ ହୋଇପଡିଥିଲେ । ଏହି ସମୟରେ ଦୌଡାଦୌଡି ଆରମ୍ଭ ହୋଇଥିଲା । ଏଥିରେ ୨୭ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଲୋକ ଆହତ ହୋଇଛନ୍ତି ।

PM Modi
ବିକାଶର ଗୋଲାପୀ ଚିତ୍ର ଦେଖାଇଲେ ପ୍ରଧାନମନ୍ତ୍ରୀ, ବିରୋଧୀଙ୍କ ପ୍ରବଳ ହୋହଲ୍ଲାରେ କମ୍ପିଲା ଗୃହ

ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ । ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଅବସରରେ ପ୍ରଧାନମନ୍ତ୍ରୀ ନିଜର ଅଭିଭାଷଣ ରଖିଛନ୍ତି ।

Weather Update
ପ୍ରବଳ ବର୍ଷା !! ଉବୁଟୁବୁ ହେଉଛି ପୂରା ଦେଶ, ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି

ସିକ୍କିମରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି । ଅନେକ ସ୍ଥାନରେ ଲୋକେ ଫସିଥିବାରୁ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତୀୟ ସେନାର ସାହାଯ୍ୟ ନିଆଯାଇଛି ।

Vijay mallya
ବ୍ୟାଙ୍କ ଋଣ ମାମଲା, ବିଜୟ ମାଲ୍ୟାଙ୍କ ନାଁରେ ଜାରି ହେଲା NBW

ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି।

Suspected Suicide Case
ମଧ୍ୟପ୍ରଦେଶରେ ଦିଲ୍ଲୀ ବୁରାଡ଼ି ଘଟଣା ରିପିଟ୍; ଗୋଟିଏ ପରିବାରରୁ ମିଳିଲା ୫ ମୃତ ଦେହ

ଗୋଟିଏ ପରିବାରର ୫ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମଧ୍ୟପ୍ରଦେଶ ଅଲ୍ଲିରାଜପୁର ଥାନା ସେଣ୍ଡୱା ଗାଁରେ ଅଞ୍ଚଳରେ ଘଟିଛି ଏହି ଘଟଣା ।

Puri Jagannath Dham
ଗଣତନ୍ତ୍ରର ଜନ୍ମ ଶ୍ରୀକ୍ଷେତ୍ରରେ ହୋଇଛି: ସମ୍ବିତ ପାତ୍ର

ଗଣତନ୍ତ୍ର ପୁରୀରେ ହିଁ ହୋଇଛି । ଲୋକସଭାରେ ନିଜ ପ୍ରଥମ ଅଭିଭାଷଣରେ ଏପରି କିଛି କହିଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର। 

Narendra Modi
ଲୋକସଭାରେ କ’ଣ କହିବେ ମୋଦି ? ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଉପରେ ସମସ୍ତଙ୍କ ନଜର

ଗତକାଲି ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ କେନ୍ଦ୍ର ସରକାରଙ୍କୁ କଡ଼ା ହମଲା ପରେ ଆଜି ପ୍ରଧାନମନ୍ତ୍ରୀ ମୋଦି ଏହାର ଜବାବ କିପରି ରଖୁଛନ୍ତି ତା ଉପରେ ସାରା ଦେଶର ନଜର ରହିଛି ।

New Rule
ଆଉ ଦୀର୍ଘ ବର୍ଷ ଗଡ଼ିବନି କେସ୍

ଅତୀତ ପାଲଟିଲା ଇଂରେଜଙ୍କ ଦ୍ବାରା ପ୍ରଣିତ ଶତାବ୍ଦୀ ପୁରୁଣା IPC, CrPC ଓ ଏଭିଡେନ୍ସ ଆକ୍ଟ। ଆଜିଠୁ ସାରା ଦେଶରେ ଲାଗୁହେଲା ଭାରତର ସଂସଦରେ ପାରିତ ୩ ସ୍ବଦେଶୀ ନୂଆ ଆଇନ।

New Rule
ଲାଗୁ ହେଲା ନୂଆ ଭାରତର ନୂଆ ଆଇନ, ଦଣ୍ଡ ଅପେକ୍ଷା ନ୍ୟାୟକୁ ଗୁରୁତ୍ୱ

ଆଉ ଦୀର୍ଘ ବର୍ଷ ଗଡ଼ିବନି କେସ୍, ହତାଶ କରିବନି ‘ତାରିଖ ପେ୍ ତାରିଖ’ । କେବଳ ଦଣ୍ଡବିଧାନ ନୁହେଁ, ପୂରା ବ୍ୟବସ୍ଥାରେ ଆମୂଳ ଚୂଳ ସଂସ୍କାର ।

Rahul Gandhi
ରାହୁଲଙ୍କ ହିନ୍ଦୁ ବୟାନ, ଲୋକସଭାରେ ହଙ୍ଗାମା; ଦେଶବାସୀଙ୍କୁ କ୍ଷମା ମାଗିବାକୁ ଗୃହମନ୍ତ୍ରୀଙ୍କ ଦାବି

ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ହିନ୍ଦୁ ବୟାନ ଓ ଶିବଙ୍କ ଫଟୋ ପ୍ରଦର୍ଶନକୁ ନେଇ ଲୋକସଭାରେ ଜୋରଦାର ହଙ୍ଗାମା ।

West Bengal Case
ପଶ୍ଚିମବଙ୍ଗରେ ଅରାଜକତା; ସର୍ବ ସମ୍ମୁଖରେ ଯେତେ ପାରିଲେ ଛେଚିଲେ, ଭିଡିଓ ଭାଇରାଲ

ଜଣେ ମହିଳା ଓ ପୁରୁଷଙ୍କୁ ସର୍ବ ସମ୍ମୁଖରେ ମାଡ ମାରିବା ଅଭିଯୋଗରେ ଗିରଫ ହେଲେ ତୃଣମୂଳ କଂଗ୍ରେସ କର୍ମୀ ତଜମୂଲ ହକ୍ । ଦେଶରେ ନୂତନ କ୍ରିମିନାଲ ଲ' ଲାଗୁ ହେବା ପରେ ପଶ୍ଚିମବଙ୍ଗ ପୋଲିସର ଏହା ପ୍ରଥମ ଗିରଫଦାରୀ ।

Parliament
ସଂସଦରେ ଶିବ ଫଟୋ ନେଇ ହଙ୍ଗାମା; ହିନ୍ଦୁ ଧର୍ମକୁ ପୁଣି ଅପମାନ ଦେଲେ ରାହୁଲ୍, କହିଲେ ...

ସଂସଦରେ ଶିବ ଫଟୋ ହଙ୍ଗାମା । ସଂସଦରେ ଆଜି ଗୃହ କାର୍ଯ୍ୟ ବେଳେ ରାହୁଲ ଗାନ୍ଧିଙ୍କ ମହାଦେବଙ୍କ ଫଟୋକୁ ନେଇ ଲୋକସଭାରେ ପ୍ରବଳ ହଙ୍ଗାମା ।

Three new criminal laws
ନୂଆ ଆଇନ୍‌ ନେଇ ତେଜିଲା ରାଜନୀତି; ବିରୋଧ କଲା କଂଗ୍ରେସ, ଶାହ କହିଲେ...

ନୂଆ ଆଇନ ଲାଗୁ ହେବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ କଂଗ୍ରେସ ବିରୋଧ କରିଥିବା ବେଳେ ଏନେଇ ସମସ୍ତ ଅଭିଯୋଗକୁ ନେଇ ସ୍ପଷ୍ଟତା ଆଣିଛନ୍ତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ।

Crocodile
ରାସ୍ତାରେ ପତିଆରା ଜମେଇଛି କୁମ୍ଭୀର, ବେଧଡକ ବୁଲୁଛି; ଦେଖନ୍ତୁ ଭିଡିଓ...

ନଦୀରୁ ଏକ କୁମ୍ଭୀର ଆସି ରାସ୍ତାରେ ବୁଲୁଥିବାର ସ୍ଥାନୀୟ ଲୋକ ଦେଖିବା ସହ ଏହାର ଭିଡିଓ କରିଥିଲେ। ଯାହାକି ଏବେ ଭାଇରାଲ୍ ହେବାରେ ଲାଗିଛି ।

Cancer causing chemicals found in Pani Puris
କ’ଣ ଆପଣ ବି ଖାଉଛନ୍ତି ଗୁପ୍‌ଚୁପ୍‌ ? ହୋଇପାରେ କ୍ୟାନସର...ରୁହନ୍ତୁ ସାବଧାନ...

ଏନେଇ ସ୍ୱାସ୍ଥ୍ୟ ବିଭାଗ ସହିତ ଆଲୋଚନା କରାଯାଇଛି। ଖାଦ୍ୟ ସୁରକ୍ଷା ବିଭାଗ ମଧ୍ୟ ଜନସାଧାରଣଙ୍କ ଅଭିଯୋଗକୁ ଆଧାର କରି ବିଭିନ୍ନ ଖାଦ୍ୟ ସାମଗ୍ରୀର ଗୁଣବତ୍ତା ଯାଞ୍ଚ କରିବାକୁ ଯୋଜନା କରୁଛି।

marriage took place by giving 1 rupee and coconut
ନିଆରା ବିବାହ; କେବଳ ଟଙ୍କାଟିଏ ଆଉ ଗୋଟିଏ ନଡିଆରେ ହେଲା ବାହାଘର; ବିବାହ ପରେ ଏମିତି କହିଲେ ବରପକ୍ଷ

ଭାରତରେ ଏମିତି ଏକ ବିବାହ ହୋଇଛି ଯେଉଁଠି ବିବାହରେ କନ୍ୟା ବରକୁ କୌଣସି ଯୌତୁକ ଦେଇ ନାହାଁନ୍ତି। ଏହି ଯୌତୁକ ମୁକ୍ତ ବିବାହକୁ ସାରା ରାଜ୍ୟରେ ପ୍ରଶଂସା କରାଯାଉଛି। ସମାଜରେ ବ୍ୟାପିଥିବା ଏହି କୁ-ପ୍ରଥାକୁ ଦୂର କରିବା ପାଇଁ ବର ମଧ୍ୟ ଏହାକୁ ବହୁତ ସମର୍ଥନ କରିଛନ୍ତି।

 LPG gas cylinder price
ମାସ ଆରମ୍ଭରୁ ଖୁସି ଖବର, କମିଲା ଗ୍ୟାସ୍‌ ଦର; ଜାଣନ୍ତୁ କେତେ ପାଇଲା ହ୍ରାସ...

ହ୍ରାସ ପାଇଲା ଗ୍ୟାସ ସିଲିଣ୍ଡର ଦର। ଶନିବାର ଦେଶରେ ନୂଆ ଦର ଲାଗୁ ହୋଇଥିବା ବେଳେ ସିଲିଣ୍ଡର ଉପରେ ୩୦ ଟଙ୍କା ହ୍ରାସ ପାଇଛି।

new-criminal-laws
ସାରା ଦେଶରେ ନୂଆ ଆଇନ୍; ଭାରତୀୟ ନ୍ୟାୟ ସଂହିତାରେ ପ୍ରଥମ FIR, ଜାଣନ୍ତୁ କେଉଁଠି..

ଆଜିଠୁ ଲାଗୁ ହେଲା ୩ ନୂଆ ଅପରାଧିକ ଆଇନ ବ୍ୟବସ୍ଥା। ଭାରତର ନ୍ୟାୟିକ ଓ ଦଣ୍ଡବିଧାନ ପ୍ରକ୍ରିୟାରେ ଆରମ୍ଭ ହୋଇଛି ନୂଆ ଯୁଗ। ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଓ ସାକ୍ଷ୍ୟ ଅଧିନିୟମ ଲାଗୁ କରାଯାଇଛି।