ଉତ୍ତରପ୍ରଦେଶରେ ଯୋଗୀ ସରକାରଙ୍କ ପରେ ଦେଶର ଅନେକ ରାଜ୍ୟ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପୂର୍ବକ ‘ବୁଲଡୋଜର’ ଆକ୍ସନ ନେଉଛନ୍ତି। ତେବେ ସୁପ୍ରିମକୋର୍ଟ ଏହାକୁ ‘ଅସାମ୍ବିଧାନିକ’ ଘୋଷଣା କରିବା ସହ ଏହାକୁ ଭର୍ତ୍ସନା କରିଛନ୍ତି।
ଜଣେ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ତାଙ୍କର ଘର ଭଙ୍ଗାଯାଇ ପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ।
ଯୋଗୀ ଆଦିତ୍ୟନାଥଙ୍କ ରାଲିରେ ବୁଲଡୋଜର୍ ଉପରେ ବ୍ରେକଡ୍ୟାନ୍ସ । ଗତକାଲି ଉତ୍ତର ପ୍ରଦେଶର ଫାରୁଖବାଦ୍ ଲୋକସଭା ଆସନ ଅନ୍ତର୍ଗତ ଏଟା ଜିଲ୍ଲାର ଆଲିଗଞ୍ଜ ସବଡିଭିଜନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଲି କରିଥିଲେ ।
ବିରୋଧ, ବିକ୍ଷୋଭ ଓ ନାରାବାଜି। ଦିଲ୍ଲୀର ଜାହାଙ୍ଗୀରପୁରି ପରେ ଶାହୀନବାଗରେ ଦେଖିବାକୁ ମିଳିଛି ସମାନ ଚିତ୍ର। ଏଠାରେ ବେଆଇନ ଜବରଦଖଲ ପାଇଁ ଆସିଥିବା ଦିଲ୍ଲୀ ପ୍ରଶାସନକୁ ପ୍ରବଳ ବିରୋଧରେ ସମ୍ମୁଖୀନ ହେବାକୁ ପଡ଼ିଛି।