ଜାତୀୟ ଖବର Videos ଅଣନିଶ୍ୱାସୀ ହୋଇପଡିଲେଣି ଦିଲ୍ଲୀ ବାସିନ୍ଦା ଦିଲ୍ଲୀ-ଏନସିଆରରେ ପ୍ରାଥମିକ ସ୍କୁଲ ବନ୍ଦ ବନ୍ଦ ରଖାଯାଇଥିବା ବେଳେ ଡିଜେଲ ଚାଳିତ ଗାଡି ଚଳାଚଳ ଉପରେ ଲାଗିଛି ବ୍ୟାନ୍ । Satyendu Shekher Mishra 15 Nov 2024 22:34 IST Delhi Air Pollutionଅଣନିଶ୍ୱାସୀ ହୋଇପଡିଲେଣି ଦିଲ୍ଲୀ ବାସିନ୍ଦା । ଦିନ ସାରା କୁହୁଡି ଭଳି ପାଗ, ଚରମସୀମାରେ ପହଁଚିଲାଣି ପ୍ରଦୂଷଣ । ଲଗାତର ୩ ଦିନ ହେଲା ବାୟୁର ମାନ ୪୦୦ ଉପରେ ରହିଛି । ଫଳରେ ଆଜି ଲାଗୁ ହୋଇଛି ଗ୍ରାପ୍-ଥ୍ରୀ କଟକଣା । ଦିଲ୍ଲୀ-ଏନସିଆରରେ ପ୍ରାଥମିକ ସ୍କୁଲ ବନ୍ଦ ବନ୍ଦ ରଖାଯାଇଥିବା ବେଳେ ଡିଜେଲ ଚାଳିତ ଗାଡି ଚଳାଚଳ ଉପରେ ଲାଗିଛି ବ୍ୟାନ୍ ।AdvertismentAdvertisment Read More Advertisment ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ