ସରକାରୀ ଅଫିସରେ ମେୟରଙ୍କ ଅଜବ ନିୟମ। ଲିପଷ୍ଟିକ ଲଗାଇ ଆସିବାରୁ ମାର୍ଶଲଙ୍କୁ ଅନ୍ୟତ୍ର ବଦଳି କରିଦେଲେ। ଗ୍ରେଟର ଚେନ୍ନାଇ ନିଗମର ପ୍ରଥମ ମହିଳା ଅଫିସର (ମାର୍ଶଲ)ଙ୍କୁ ଲିପଷ୍ଟିକ ଲଗାଇବାରୁ ଟ୍ରାନ୍ସଫର କରାଯାଇଥିବା ଅଭିଯୋଗ ହୋଇଛି।
ପାର୍ବଣ ଋତୁରେ ବଢ଼ିଲା ସୁନା ଦର । ଏବେ ଆକାଶଛୁଆଁ ହେବାକୁ ଲାଗିଛି ସୁନା ଦର । ୭୦ ହଜାରରୁ ଅଧିକରେ ପହଞ୍ଚିଛି ସୁନା ଦର ।
ଆଜି ଜାମ୍ମୁ-କାଶ୍ମୀରରେ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ। ଦ୍ବିତୀୟ ପର୍ଯ୍ୟାୟରେ ଜାମ୍ମୁ କାଶ୍ମୀରର ୬ଟି ଜିଲ୍ଲାରେ ୨୬ଟି ବିଧାନସଭା ଆସନରେ ଚାଲିଛି ମତଦାନ।
ରାଜସ୍ଥାନର ସୱାଇ ମାଧୋପୁରରୁ କୋଟ୍ଟା ଭିତରେ ୧୦୮ କିଲୋମିଟର ସେକ୍ସନରେ ଭାରତର ପ୍ରଥମ ସ୍ବଦେଶୀ ସ୍ବୟଂଚାଳିତ ଟ୍ରେନ୍ ସୁରକ୍ଷା ସିଷ୍ଟମ କବଚ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି।
ଗଣତନ୍ତ୍ର ପାଇଁ ଜୀବନ ବାଜି । ଜାମ୍ମୁ କାଶ୍ମୀରରେ ଭୋଟିଂ ପାଇଁ ପାହାଡ ଚଢୁଛନ୍ତି ପୋଲିଂ ଟିମ୍ ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ବଡ଼ ଝଟକା । ରାଜ୍ୟପାଳଙ୍କ ତଦନ୍ତ ମଞ୍ଜୁରୀ ବିରୋଧରେ ହାଇକୋର୍ଟରେ ହୋଇଥିବା ଆବେଦନ ଖାରଜ ।
ତେଲେଙ୍ଗାନାର ଖମ୍ମାମ ଜିଲ୍ଲାର ଜଣେ ମହିଳା ଦାବି କରିଛନ୍ତି ଯେ ତିରୁପତି ମନ୍ଦିରର ପବିତ୍ର ଲଡୁରୁ ତମାଖୁ ମିଳିଛି ।
ଗତ ମାସକ ମଧ୍ୟରେ ଦୁଇ ନେତାଙ୍କ ମଧ୍ୟରେ ଏହା ଦ୍ବିତୀୟ ବୈଠକ । ଏହା ପୂର୍ବରୁ ମୋଦି ଗତ ଅଗଷ୍ଟ ୨୩ ତାରିଖରେ ୟୁକ୍ରେନ ଗସ୍ତରେ ଯାଇ ଜେଲେନସ୍କିଙ୍କୁ ଭେଟିଥିଲେ ।
ପାଠ ପଢିଛନ୍ତି ଦଶମ, କିନ୍ତୁ ବନିଗଲେ ଆଇପିଏସ୍ । ଏଥିପାଇଁ ତାଙ୍କୁ ୟୁପିଏସି ପରୀକ୍ଷା ଦେବାକୁ ମଧ୍ୟ ପଡିନଥିଲା । ଦଲାଲକୁ ୨ ଲକ୍ଷ ଟଙ୍କା ଦେଇ ସେ ବନିଯାଇଥିଲେ ଟ୍ରେନି ଆଇପିଏସ୍ ।
ଆଜି AAP ନେତ୍ରୀ ଆତିଶୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ଏ ସମୟରେ ମଧ୍ୟ ସେ ଅରବିନ୍ଦ କେଦ୍ରିୱାଲଙ୍କ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରିବାକୁ ଭୁଲି ନଥିଲେ ।
ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଡାଉନଲୋଡ୍ କିମ୍ବା ଦେଖିବା POCSO ଅଧିନିୟମ ଅନୁଯାୟୀ ଅପରାଧ ।
କିଛିଦିନ ହେବ ଟ୍ରେନ୍କୁ ଟାର୍ଗେଟ୍ କରାଯାଉଛି। ରେଲୱେ ଟ୍ରାକ୍ରେ ସିଲିଣ୍ଡରଠାରୁ ଆରମ୍ଭ କରି ଡିଟୋନେଟର ପଡିଥିବା ଦେଖିବାକୁ ମିଳୁଛି। ଯାହାକି ପ୍ରମାଣିତ କରୁଛି ଯେ ଟ୍ରେନ୍ ଆଟାକ୍ ପାଇଁ ବଡ଼ ଷଡ଼ଯନ୍ତ୍ର ଚାଲିଛି।
ନରେନ୍ଦ୍ର ମୋଦି ଆହୁରି କହିଛନ୍ତି ଯେ, ଆପଣଙ୍କ ସ୍କିଲ, ଟ୍ୟାଲେଣ୍ଟର କୌଣସି ମୁକାବିଲା ନାହିଁ, ବିବିଧତା ସତ୍ତ୍ବେ ଆମେ ଏକ ହୋଇ ଆଗକୁ ବଢୁଛୁ । ଏହି ମୂଲ୍ୟବୋଧ ହିଁ ଆମକୁ ବିଶ୍ବବନ୍ଧୁ କରିଛି ବୋଲି କହିଛନ୍ତି ମୋଦି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅତି ନିକଟରେ ପାଇ ପ୍ରବାସୀ ଭାରତୀୟମାନେ ପିଏମଙ୍କ ସହ ସେଲଫି ନେବା ସହ ଖୁସି ପ୍ରକାଶ କରିଛନ୍ତି ।
ଉତ୍ତରପ୍ରଦେଶର ପ୍ରେମପୁର ରେଳଷ୍ଟସନ ନିକଟ ଧାରଣା ଉପରୁ ଗ୍ୟାସ ସିଲିଣ୍ଡର ଠାବ। ଏହା ଦେଖିବା ପରେ ଟ୍ରେନ ଅଟକାଇଲେ ମାଲବାହୀ ଟ୍ରେନର ଲୋକୋ ପାଇଲଟ୍।
ସର୍ବକନିଷ୍ଠ ନେତ୍ରୀ ଭାବେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଆତିଶୀ । ସ୍ୱାଧୀନ ଭାରତର ସପ୍ତଦଶ ମହିଳା ଭାବେ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ ।
୨୦୧୪ରେ ମୋଦି ଓ ବାରାକ୍ ଓବାମାଙ୍କ ସାକ୍ଷାତକାର ସମୟର ଏକ ବିଶେଷ ଘଟଣା ସେୟାର କରିଛନ୍ତି ପୂର୍ବତନ ବୈଦେଶିକ ସଚିବ ତଥା ବର୍ତ୍ତମାନର ଆମେରିକାରେ ଥିବା ଭାରତୀୟ ରାଷ୍ଟ୍ରଦୂତ ବିନୟ କ୍ୱାତ୍ରା।
ଏବେ ବାୟୁ ସେନା ମୁଖ୍ୟ ଅଛନ୍ତି ଏୟାର ମାର୍ଶଲ ବିବେକ ରାମ ଚୌଧୁରୀ ।
ବର୍ଷକୁ ୬୧୦୦ ଟନ୍ ଘିଅ, ୧୪ ଟନ୍ ଚିନି, ୯୨୦୦ ଟନ୍ ବେଙ୍ଗଲ ଗ୍ରାମ୍, ୪୬୮୦ ଟନ୍ର ସୋନା ମସୁର ଡାଲି ଏବଂ ଅନ୍ୟ ଉପାଦନ ଯେମିତିକି କାଜୁ, କିଶମିଶ, ଗୁଜୁରାତି, ବେସନ, ଇଲାଇଚି ଓ ସୂର୍ଯ୍ୟମୁଖୀ ତେଲ ।
ଆଜି ସୁନା ଦରରେ ପରିବର୍ତ୍ତନ । ଗତକାଲି ଓ ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦର ସାମାନ୍ୟ ବୃଦ୍ଧି ପାଇଛି । ଜାଣନ୍ତୁ କେତେ...
ଆଜିକାଲି ସାମାନ୍ୟ ଘଟଣାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଛି। ଏପରିକି ଛାଡପତ୍ର ଯାଏଁ କଥା ଚାଲିଯାଉଛି। ହେଲେ ବିବାହକୁ ବଞ୍ଚାଇବା ପାଇଁ କର୍ଣ୍ଣାଟକ ହାଇକୋର୍ଟ ଏପରି ପରାମର୍ଶ ଦେଇଛନ୍ତି ଯାହା ଆପଣଙ୍କୁ ବି ଆଶ୍ଚର୍ଯ୍ୟ କରିବ।
ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆମ୍ ଆଦମୀ ପାର୍ଟିର ଫାୟାରବ୍ରାଣ୍ଡ୍ ନେତ୍ରୀ ଆତିଶି ମାର୍ଲେନା। ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆତିଶି।
ଆନ୍ଧ୍ରପ୍ରଦେଶ ତିରୁପତି ତିରୁମାଳା ଭେଙ୍କଟେଶ୍ୱର ମନ୍ଦିରରେ ପ୍ରସ୍ତୁତ ପବିତ୍ର ଲଡୁ ପ୍ରସାଦରେ ପଶୁ ଚର୍ବିର ଘିଅ । ରାଜ୍ୟରେ ବର୍ତ୍ତମାନ କ୍ଷମତାରେ ଥିବା ଟିଡିପି ନେତୃତ୍ୱାଧୀନ ସରକାର ଏଭଳି ସାଙ୍ଘାତିକ ଅଭିଯୋଗ ଆଣିବା ପରେ ଏବେ ସାରା ଦେଶରେ ଏ ବିବାଦକୁ ନେଇ ଚର୍ଚ୍ଚା ।
ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀଙ୍କ ବିଶ୍ବବ୍ୟାପୀ ଅଗଣିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନରେ ଗଭୀର ଆଘାତ। ସତରେ କଣ ତିରୁପତି ବାଲାଜୀଙ୍କ ପ୍ରସାଦ ତିଆରିରେ ବ୍ୟବହାର ହେଉଛି ପଶୁଙ୍କ ଚର୍ବିରୁ ପ୍ରସ୍ତୁତ ଘିଅ ?
ଏହି ଘଟଣା ମୁମ୍ବାଇରୁ ସାମ୍ନାକୁ ଆସିଛି । ଖାଲି ୨୧ ଘଣ୍ଟା ଧାଡ଼ିରେ ଛିଡ଼ା ହୋଇଛନ୍ତି ତାହା ନୁହେଁ ।