• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Delhi Pollution

Delhi Pollution
ପ୍ରଦୂଷଣର ରାଜଧାନୀ ପାଲଟିଛି ଦିଲ୍ଲୀ, ଦେଶ ତାଲିକାର ୩ୟ ସ୍ଥାନରେ ଭାରତ

ଦିଲ୍ଲୀ ହେଉଛି ବିଶ୍ୱର ସବୁଠୁ ପ୍ରଦୂଷିତ କ୍ୟାପିଟାଲ ସିଟି । ଏହି ରିପୋର୍ଟ ଦେଇଛି ସୁଇଜରଲାଣ୍ଡର ଏକ ସଂସ୍ଥା ଆଇକ୍ୟୁ ଏୟାର୍ ।

Delhi Pollution
ଭୟଙ୍କର ବାୟୁ ପ୍ରଦୂଷଣରେ ଆକ୍ତାମାକ୍ତା ଦିଲ୍ଲୀବାସୀ, ଚିନ୍ତା ଭୁବନେଶ୍ୱରବାସୀ

ବାୟୁ ପ୍ରଦୂଷଣରେ ଅଣନିଶ୍ୱାସୀ ଦିଲ୍ଲୀବାସୀ। ଦିନ ଦ୍ୱିପ୍ରହରରେ ବି ଛାଡ଼ୁନି କୁହୁଡ଼ି। ଘରୁ ବାହାରକୁ ବାହାରିଲେ ନିଶ୍ୱାସ ନେବାକୁ କଷ୍ଟ ହେଉଛି, ଆଖି ପୋଡ଼ୁଛି...

Delhi Pollution
ଭୟଙ୍କର ବାୟୁ ପ୍ରଦୂଷଣରେ ଅଣ ନିଃଶ୍ବାସୀ ଦିଲ୍ଲୀବାସୀ

ବାୟୁ ପ୍ରଦୂଷଣରେ ଅଣନିଶ୍ବାସୀ ଦିଲ୍ଲୀବାସୀ। ଦିନ ଦ୍ବିପ୍ରହରରେ ବି ଛାଡ଼ୁନି କୁହୁଡ଼ି। ଘରୁ ବାହାରକୁ ବାହାରିଲେ ନିଶ୍ବାସ ନେବାକୁ କଷ୍ଟ ହେଉଛି, ଆଖି ପୋଡ଼ୁଛି । ଏମିତି ସ୍ଥିତି ଯୋଗୁ ନଭେମ୍ବର ୧୦ ଯାଏଁ ପ୍ରାଥମିକ ସ୍କୁଲ ବନ୍ଦ କରିଛନ୍ତି ଦିଲ୍ଲୀ ସରକାର। ଏପଟେ ରାଜଧାନୀ ଭୁବନେଶ୍ବରରେ ବି ବଢ଼ୁଛି ପ୍ରଦୂଷଣ। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶେଷଜ୍ଞ..

Air pollution affects delhi
ପ୍ରଦୂଷଣ କଲାଣି ଅଣନିଶ୍ବାସୀ, ତ୍ରାହି ତ୍ରାହି ଡାକିଲେଣି ଦିଲ୍ଲୀବାସୀ

ଚାରିଆଡ଼େ ଖାଲି ଧୂଆଁ ଆଉ ଧୂଆଁ । ବିଭିନ୍ନ ଅଞ୍ଚଳରେ ଏକ୍ୟୁ ୪୫୦ ଉପରେ ରହିଛି ।

Delhi Pollution
ବିଷ ବଳୟରେ ଦିଲ୍ଲୀ; ଚାରିଆଡ଼େ ଧୂଆଁ ଧୂଆଁ

ରାଜଧାନୀ ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ। ଗତ ୬ ଦିନ ଧରି ଦିଲ୍ଲୀରେ ବାୟୁ ଅତି ନିମ୍ନମାନର।

Delhi Pollution
ଦିଲ୍ଲୀରେ ଅନିର୍ଦ୍ଦିଷ୍ଟ କାଳ ଯାଏ ସ୍କୁଲ ବନ୍ଦ

ଅଣାୟତ ପ୍ରଦୂଷଣ ବଢ଼ୁଥିବାରୁ ନିର୍ଦ୍ଦେଶ ଦେଲେ କେଜ୍ରିୱାଲ ସରକାର, ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କ୍ଲାସ୍ ବନ୍ଦ

Delhi Pollution
ୱର୍କ ଫ୍ରମ୍‌ ହୋମ ପାଇଁ ଅମଙ୍ଗ କେନ୍ଦ୍ର ସରକାର ! ଦିଲ୍ଲୀ ପ୍ରଦୂଷଣ ସମ୍ପର୍କରେ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ

ରାଜଧାନୀରେ ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ସମସ୍ତ କର୍ମଚାରୀଙ୍କ ୱାର୍କ ଫ୍ରମ୍‌ ହୋମ୍‌ ବ୍ୟବସ୍ଥା କରିବାକୁ ସୁପାରିଶ ହୋଇଥିଲା । କିନ୍ତୁ ଏଥିରେ ରାଜି ନୁହଁନ୍ତି କେନ୍ଦ୍ର ସରକାର ।

Delhi  Pollution
ଦିଲ୍ଲୀରେ ପୋଡ଼ିଲାଣି ଆଖି ନାକ

ନୂଆଦିଲ୍ଲୀରେ ଏବେ ସ୍ଥିତି ଏମିତି ଯେ, ଲୋକେ କହୁଛନ୍ତି ଆମେ ଏଠି ଗୋଟେ ପ୍ରଦୂଷଣପୂର୍ଣ୍ଣ ଅଞ୍ଚଳରେ ଛଟପଟ ହେଉଛୁ। ଆଖି ପୋଡ଼ୁଛି, ନାକ ପୋଡ଼ୁଛି। ଶୀତ ଦିନ ଆସିଲାଣି ଯେ, ଏବେ ପ୍ରଦୂଷଣ ମାତ୍ରା ବଢ଼ିଗଲାଣି।

Air Pollution Severe In Delhi, Pollution Board Issues Advisory
ଦିଲ୍ଲୀରେ ନିଶ୍ୱାସ ନେବା ମୁସକିଲ୍

ଲଗାତାର ୯ ଦିନ ଧରି ଦିଲ୍ଲୀରେ ସଙ୍ଗୀନ ସ୍ଥିତିରେ ପ୍ରଦୂଷଣ I ବଢ଼ିବାରେ ଲାଗିଛି ଦିଲ୍ଲୀରେ ପ୍ରଦୂଷଣ I ସତର୍କ ବାଣୀ ଶୁଣାଇଲା କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ I ୪୮ ଘଣ୍ଟା ଭିତରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ

Delhi Pollution
ବିଗିଡ଼ିଲାଣି ଦିଲ୍ଲୀର ସ୍ଥିତି, ଏବେ ଶ୍ୱାସକ୍ରିୟାରେ ବି କଷ୍ଟ ହେଲାଣି !

ପ୍ରଦୂଷଣ ମାତ୍ରା ଶରୀରରେ ବ୍ୟାପକ କ୍ଷତି ପହଞ୍ଚାଉଥିବାରୁ ଏଦିଗରେ ବିଶେଷ ଧ୍ୟାନ ଦେବାକୁ କୁହାଯାଇଛି । ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ୪୮ ଘଣ୍ଟା ଭିତରେ ଆଖିଦୃଶିଆ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛି ବୋର୍ଡ ।

Delhi pollution: Air quality improves slightly, but still is at \'very poor\' category
ଟିକେ ସୁଧୁରିଛି ଦିଲ୍ଲୀ ପ୍ରଦୂଷଣ

ଦୀପାବଳି ପରେ ଲଗାତର ତିନି ଦିନ ଧରି ଦିଲ୍ଲୀରେ ପ୍ରଦୂଷଣ ଲାଗି ରହିବା ପରେ ଆଜି ଆଜି ସକାଳେ ପ୍ରଦୂଷଣ ମାତ୍ରା ସାମାନ୍ୟ ହ୍ରାସ ପାଇଛି। ଏହାସହ ଏୟାର କ୍ୱାଲିଟି ଇଣ୍ଡେକ୍ସ ସାଂଘାତିକ ସ୍ତରରୁ ଅତି ଖରାପ ସ୍ତରକୁ ଆସିଛି।

noise pollution
ଏଣିକି ଶଦ୍ଦ ପ୍ରଦୂଷଣ କଲେ ଦେବାକୁ ପଡ଼ିବ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଜରିମାନା

କଠୋର ହେଲେ ଦିଲ୍ଲୀ ସରକାର। ଶବ୍ଦ କଲେ ଦେବାକୁ ପଡ଼ିବ ଜରିମାନା। ଜେନେରେଟର ଲଗାଇଲେ ଦେବାକୁ ପଡିପାରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା। ଏପରିକି ଘର ତିଆରି ପାଇଁ ମେସିନ ବ୍ୟବହାର କରୁଥିଲେ ମଧ୍ୟ ଦେବେ ଜରିମାନା।