• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Air Quality

Air Quality
ଓଡ଼ିଶାରେ ବି ବିଷ ପାଲଟିଲାଣି ସହରୀ ବାୟୁ; AQIରେ ଦିଲ୍ଲୀ ପ୍ରଦୂଷଣକୁ ଟପିଗଲା ଅନୁଗୁଳ

ଅନୁଗୁଳ ସହରର ପ୍ରଦୂଷଣ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ମାତ୍ରାକୁ ଟପିଯାଇଛି । ଗତକାଲି ଦିଲ୍ଲୀରେ AIR QUALITY INDEX- AQI ୩୪୧ ଥିବାବେଳେ ଅନୁଗୁଳର AQI ଥିଲା ୩୫୪ ।

Delhi pollution: Air quality improves slightly, but still is at \'very poor\' category
ଟିକେ ସୁଧୁରିଛି ଦିଲ୍ଲୀ ପ୍ରଦୂଷଣ

ଦୀପାବଳି ପରେ ଲଗାତର ତିନି ଦିନ ଧରି ଦିଲ୍ଲୀରେ ପ୍ରଦୂଷଣ ଲାଗି ରହିବା ପରେ ଆଜି ଆଜି ସକାଳେ ପ୍ରଦୂଷଣ ମାତ୍ରା ସାମାନ୍ୟ ହ୍ରାସ ପାଇଛି। ଏହାସହ ଏୟାର କ୍ୱାଲିଟି ଇଣ୍ଡେକ୍ସ ସାଂଘାତିକ ସ୍ତରରୁ ଅତି ଖରାପ ସ୍ତରକୁ ଆସିଛି।

Delhi Air Pollution
ଅମାନିଆ ଦିଲ୍ଲୀବାସୀ: ବ୍ୟାନ୍‌ ପରେ ବି ଦୀପାବଳିରେ ଜମେଇ କି ବାଣ ଫୁଟାଇଲେ,ଏବେ ଭୟଙ୍କର ସ୍ଥିତି

ପ୍ରଦୂଷଣ ରୋକିବା ପାଇଁ ଦିଲ୍ଲୀ ସରକାର ବାଣ ବିକ୍ରି ଓ ବ୍ୟବହାର ଉପରେ ରୋକ ଲଗାଇ ଥିଲେ। ହେଲେ ଦୀପାବଳି ଦିନ ଦିଲ୍ଲୀର ଅନେକ ଅଞ୍ଚଳରେ ବାଣ ଫୁଟା ଯାଇଥିଲା। ଘନ କୁହୁଡ଼ି ଯୋଗୁ ଆଖିରୁ ପାଣି ବାହାରିବା ସହ କାଶ ହେଉଥିବା ଲୋକମାନେ ଅଭିଯୋଗ କରିଛନ୍ତି।