ଏହି ଅବସରରରେ ନିଜ ଉଦବୋଧନରେ ବିର୍ସା ମୁଣ୍ଡାଙ୍କୁ ଜଣେ ମହାନ ସ୍ବାଧୀନତା ସଂଗ୍ରାମୀ ବୋଲି କହିଥିଲେ ଅମିତ ଶାହ । ଏଥିସହ ସେ କହିଥିଲେ, ୧୮୭୫ ମସିହାର ମାଧ୍ୟମିକ ଶିକ୍ଷା ଗ୍ରହଣ ବେଳେ ବିର୍ସା ମୁଣ୍ଡା ଧର୍ମାନ୍ତରୀକରଣ ବିରୋଧରେ ସ୍ବର ଉଠାଇଥିଲେ।
ମାସେ ହେଲାଣି ସେମିତି ମାଟିରେ ଲୋଟି ପଡିଛି ସହରର ସବୁଠୁ ଆକର୍ଷଣ ଓ ସେଲଫି କର୍ଣ୍ଣର ପାଲଟିଥିବା ଏହି ପ୍ରତିମୂର୍ତ୍ତି। ଖାଲି ସେତିକି ନୁହେଁ, ଷ୍ଟାଡିୟମର ୬ ନମ୍ବର ଗେଟକୁ ଲାଗି ରହିଥିବା କାନ୍ଥରେ ବଡ ଧରଣର ଫାଟ ସୃଷ୍ଟି ହୋଇଛି। ଫୁଟପାଥର ଅନେକ ସ୍ଥାନରେ ଟାଇଲ୍ ବି ଦବି ଗଲାଣି।
ବିର୍ସା ମୁଣ୍ଡା, ଯାହାଙ୍କୁ ଅନେକ ଭଗବାନ ବିର୍ସା ମୁଣ୍ଡା ବୋଲି କୁହନ୍ତି । ଭାରତୀୟ ସ୍ୱାଧୀନତା ସଂଗ୍ରାମର ଜଣେ ଅଗ୍ରଗଣ୍ୟ ତଥା ମହାନ୍ ସ୍ୱତନ୍ତ୍ରତା ସେନାନୀ ।