• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Internet

Lifi coming after wifi
ବିନା ୱାଇଫାଇରେ ଚାଲିବ ଇଣ୍ଟରନେଟ ..

ଘର ଭିତରେ ଲାଇଟ ୱେବ ସାହାଯ୍ୟରେ ଡାଟା ଉପଲବ୍ଧ ହେବ । ଗ୍ରାହକଙ୍କ ଉପରେ ରେଡିଏସନର ପ୍ରଭାବ ଦୂର ହେବ ।

Sambalpur Internet
ସ୍ଥିତି ନସୁଧୁରିବା ଯାଏଁ ବନ୍ଦ ରହିବ ଇଣ୍ଟରନେଟ୍ !

ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ବ୍ୟାନ୍‌ ରହିଥିବା ବେଳେ ଶୋଭାଯାତ୍ରା ରାସ୍ତାରେ କୋହଳ ରହିଛି ୧୪୪ ଧାରା।

5g era starts in odisha
ଓଡ଼ିଶାରେ 5G ଯୁଗର ଶୁଭାରମ୍ଭ: ୧୦ ସେକେଣ୍ଡରେ ପୂରା ଫିଲ୍ମ ହେବ ଡାଉନଲୋଡ୍

ଆଖି ପିଛୁଳାକେ ଡାଉନଲୋଡିଂ, ବିଜୁଳି ବେଗରେ ସର୍ଫିଂ।

Google Chrome
ଗୁଗୁଲ ଦେଲା ସତର୍କବାଣୀ ! ତୁରନ୍ତ ଅପ୍‌ଡେଟ୍‌ କରନ୍ତୁ କ୍ରୋମ୍, ନଚେତ ଲାପ୍‌ଟପ୍ ହେବ ଖରାପ

ଗୁଗୁଲ ଯେଉଁ ନୂଆ ଭର୍ସନ ବଜାରକୁ ଛାଡ଼ିବ ବା ଲଞ୍ଚ କରିବ ତାକୁ ତୁରନ୍ତ ୱିଣ୍ଡୋଜ୍ ୟୁଜର ଏବଂ ଲିନକ୍ସ ୟୁଜର ଅପ୍‌ଡେଟ୍‌ କରିବାକୁ ହେବ । 

5G Start In India
ଶହେ ଗୁଣା ସ୍ପିଡ୍‌ରେ ଚାଲିବ 5G, ଜାଣନ୍ତୁ କେଉଁ ୧୩ ସହରରେ ପ୍ରଥମେ

5G ସେବା ଆରମ୍ଭ ହେଲେ ମିଳିବ 3G ଠାରୁ ୩୦ ଗୁଣ ଓ 4G ଠାରୁ ୧୦ ଗୁଣା ସ୍ପିଡ୍ ସେବା । ଆବଶ୍ୟକ ସ୍ଥଳେ ଏହି ସ୍ପିଡ ୧୦୦ ଗୁଣା ଯାଏଁ ଯାଇପାରେ ବୋଲି କୁହାଯାଉଛି ।

5G
5G ସେବା, ୧୦୦ ଗୁଣା ସ୍ପିଡ୍‌ ଇଣ୍ଟରନେଟ୍ ପାଇବେ ଉପଭୋକ୍ତା

ଇଣ୍ଡିଆନ ମୋବାଇଲ କଂଗ୍ରେସରେ ହେବ ଉଦ୍‌ଘାଟନ । ଦୁଇ ବର୍ଷ ମଧ୍ୟରେ ସାରା ଦେଶରେ ମିଳିବ 5G ସେବା ।

Internet
ଭାରତରେ ଇଣ୍ଟରନେଟ୍‌ ସବୁଠୁ ଶାସ୍ତା !

ବିଶ୍ୱରେ ସର୍ବାଧିକ ମୋବାଇଲ ଉତ୍ପାଦନ ଏବେ ଭାରତରେ ହେଉଛି । ଆଗକୁ ହାଇେୱେ, ରେଲୱେ, ଏୟାରୱେଜ୍ ଏକାଠି କାମ କରିବେ । ଏବେ ଦେଶର ଜାତୀୟ ରାଜପଥ ୧.୪୦ ଲକ୍ଷ କିଲୋମିଟରକୁ ବୃଦ୍ଧି ପାଇଛି ।

5G Internet
ଆସୁଛି 5G, ୧୦ ଗୁଣା ଅଧିକ ସ୍ପିଡ୍‌ରେ ମିଳିବ ଇଣ୍ଟରନେଟ୍ ସେବା

ଏବେ ଇଣ୍ଟରନେଟ ଉପରେ ସମସ୍ତେ ନିର୍ଭରଶୀଳ। ପାଠପଢାଠୁ ଆରମ୍ଭ କରି ମିଟିଂ ସବୁ କିଛି ହେଉଛି ଅନଲାଇନରେ। ବେଳେ ବେଳେ ଇଣ୍ଟରନେଟ ସ୍ପିଡ୍ ବୁଦ୍ଧି ଗୁଡୁମ୍ କରି ଦେଉଛି। ଆଉ ଚିନ୍ତା କରନ୍ତୁନି ଆସିବାକୁ ଗୋଡ କାଢିଲାଣି 5G