ଛୋଲେ ଭଟୁରେ ଷ୍ଟଲ୍ ପାଇଁ ରାତିରେ ଚାଲିଥିଲା ପ୍ରସ୍ତୁତି। ଷ୍ଟୋଭ ଉପରେ ବସିଥିଲା ଛୋଲେ। ତେବେ ଏତିକି ବେଳେ ଲାଗିଗଲା ଆଖି, ମାଡ଼ି ଆସିଲା ନିଦ। ଫଳରେ ରାତି ସାରା ଜଳିଲା ଷ୍ଟୋଭ୍। ଆଉ ସକାଳୁ ଚାଲିଗଲା ଦୁଇ ଯୁବକଙ୍କ ଜୀବନ।
କାମ ନ କରି ବୃଦ୍ଧଙ୍କୁ ଦୀର୍ଘ ସମୟ ଲାଇନ୍ରେ ଠିଆ କରାଇଲେ ଅଫିସ କର୍ମଚାରୀ। ତାଗିଦ୍ ସତ୍ତ୍ୱେ ବି ଶୁଣି ନଥିଲେ। ଏଥିରେ ରାଗିଯାଇ CEO ସେମାନଙ୍କୁ ୨୦ ମିନିଟ୍ ଠିଆହୋଇ କାମ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ବିଭିନ୍ନ ସ୍ଥାନରେ ଘଟିଲା ସିରିଜ୍ ଦୁର୍ଘଟଣା । ଯାହାଫଳରେ ଚାଲିଗଲା ଦୁଇ ଜଣଙ୍କର ଜୀବନ । ଦୁର୍ଘଟଣାରେ ୩୬ରୁ ଅଧିକ ଲୋକ ଆହତ ବି ହୋଇଛନ୍ତି ।
ତିନି ଦିନ ପୂର୍ବେ ମୁମ୍ବାଇରେ ଏକ ଆଇସକ୍ରିମ ଭିତରୁ କଟା ଆଙ୍ଗୁଠି ମିଳିବା ପରେ ଏବେ ନୋଏଡାର ଏକ ଆଇସ୍କ୍ରିମ ଭିତରେ ବିଛା ବାହାରିଥିବା ଦେଖିବାକୁ ମିଳିଛି ।
ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ପୋଲିସର ସୂଚନା ମୁତାବକ ନୋଏଡା ସେକ୍ଟର-୧୯ ବାରୋଲା ଅଂଚଳରେ ବିଳମ୍ୱିତ ରାତିରେ ଏପରି ଘଟଣା ଘଟିଛି।
ବିଲେଇକୁ ଖୋଜି ଆଣିଲେ ମାଲିକ ଦେବେ ନଗଦ ୧ ଲକ୍ଷ ଟଙ୍କା । ଡିସେମ୍ବର ୨୪ ରୁ ସେ ନିଖୋଜ ଥିବାରୁ ମାଲିକ ଏନେଇ ପୁରସ୍କାର ରାଶି ଘୋଷଣା କରିଛନ୍ତି ।
ଦୁଇ ତୃତୀୟାଂଶ ଫ୍ଲାଟ୍ ବୁକ୍ କରିସାରିଥିଲେ ଗ୍ରାହକ । ଏହି ସମସ୍ତ ଗ୍ରାହକଙ୍କୁ ସେମାନଙ୍କ ମୂଳ ଟଙ୍କା ସୁଧ ସମେତ ଫେରସ୍ତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।