ତୁର୍କୀ ଏବଂ ସିରିୟା ପରେ ଏବେ ଏସିଆରେ ସେହିଭଳି ଏକ ବଡ଼ ଧରଣର ଭୁ-କମ୍ପ ହେବ ବୋଲି ଆଶଙ୍କା କରାଯାଇଛି ।
ସପିଂ ସାଇଟ୍ରୁ ଜିନିଷ ମଗାଇବା ସମୟରେ ସାବଧାନ୍ . . ଏପରି ହେଲେ ଲୋକେ ଅନଲାଇନ୍ ସାଇଟ୍ରୁ କିଛି ବି ଅର୍ଡର କରିବା ପାଇଁ ଭୟ କରିବେ ।
ସ୍ତ୍ରୀକୁ ହତ୍ୟା ପରେ ଶବକୁ ୩ ଖଣ୍ଡ କଲା ଓ ମାଟି ତଳେ ଏସବୁକୁ ପୋତି ଦେଲା ଜହ୍ଲାଦ ସ୍ୱାମୀ। ଯାହାକୁ ଭରସା କରିଥିଲେ, ଦିନେ ସେ ହିଁ ଜୀବନ ନେଇଯିବ ବୋଲି ସେ ଜାଣିନଥିଲେ।
ଏଣିକି ଆହୁରି ଶସ୍ତାରେ ଆପଣ ଏସି କୋଚ୍ରେ ଯାତ୍ରା କରିପାରିବେ। ଏସି-୩ ଟାୟର ଇକୋନୋମି କ୍ଲାସ୍ ଟିକେଟ୍ ଦାମ୍ ହ୍ରାସ ଲାଗି ରେଳ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି।
ଏହି ଛୋଟ ବିଦ୍ୟୁତ ପ୍ରକଳ୍ପ କରିବା ପାଇଁ କେଦାର ପ୍ରସାଦ ନିଜ ହାତରୁ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ।
ଅମ୍ରିତ ପାଲ୍ ଏଯାଏଁ ଧରା ପଡ଼ନଥିବା ବେଳେ ସାରା ପଞ୍ଜାବରେ ଆଲର୍ଟ ଜାରି କରାଯାଇଛି
ଚୋକସି ନାଁରେ ଜାରି କରିଥିବା ରେଡକର୍ଣ୍ଣର ନୋଟିସକୁ ପ୍ରତ୍ୟାହାର କରିନେଇଛି ଇଣ୍ଟରପୋଲ
ଯିଏ ବି ଦେଖୁଛି ଟିକେ ଅଟକି ଯାଉଛି । ଆଉ ଲାଇକ୍ କମେଣ୍ଟ ସହ ଅନେକ ଳୋକ ଭିଡିଓକୁ ସେୟାର ମଧ୍ୟ କରୁଛନ୍ତି ।
ରେଳ ଷ୍ଟେସନ୍ରେ ଥିବା ରେଲୱେ ପୋଲିସ ଷ୍ଟେସନ୍ରେ ଦଶରଥ ଏହି ମୋବାଇଲ ଧରି ପହଞ୍ଚିଲେ ଆଉ ତାକୁ ପୋଲିସ ଜିମାରେ ଦେଲେ ।
ଜୀବନ ନେଲା ଚିକିତ୍ସା ଖର୍ଚ୍ଚ । ହୋଟେଲ୍ରେ ରୁମ୍ ବୁକ୍ କରି, ସେଠାରେ ଜୀବନ ହାରିଲେ ଯୁବକ ।
ଜମି ମାଫିଆଙ୍କ ହୋସ୍ ଉଡ଼ାଇଦେଲେ ଦବଙ୍ଗ କଲେକ୍ଟର । କହିଲେ...
ପରୀକ୍ଷା ଚାଲୁଥିବା ବେଳେ ଭୟଙ୍କର ଦୁର୍ଘଟଣାର ଶିକାର ହେଲେ ଛାତ୍ରୀ। ଆଶା ନଥିଲା ସେ ଆଉ ପରୀକ୍ଷା କେନ୍ଦ୍ରକୁ ଯାଇ ପରୀକ୍ଷା ଦେବେ। କିନ୍ତୁ ସମ୍ପୃକ୍ତ ଛାତ୍ରୀ ହାର୍ ମାନି ନଥିଲେ। ତାଙ୍କର ଇଚ୍ଛା ଶକ୍ତି ତାଙ୍କ ସମସ୍ୟାର ସମାଧାନ ବାଟ ବାହାର କରିଥିଲା ଓ ସେ ପରୀକ୍ଷା ଦେଇଥିଲେ।
ଭୁ-କମ୍ପର ରିକ୍ଟର ସ୍କେଲ୍ରେ ତୀବ୍ରତା ୫.୫ ରହିଥିଲା । ସେପଟେ ଜମ୍ମୁକାଶ୍ମୀରରେ ମଧ୍ୟ ଭୂକମ୍ପର ଝଟକା । ଆଫଗାନିସ୍ତାନ ଥିଲା ଭୂକମ୍ପର କେନ୍ଦ୍ର ।
କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ‘ଫାଶି ବଦଳରେ ଅପେକ୍ଷାକୃତ କମ୍ ଯନ୍ତ୍ରଣାଦାୟକ ବିକଳ୍ପ ଖୋଜ’ ।
ଏହି ଟଙ୍କା ପାଇବା ପରେ ସେମାନେ ନିଜ ଇଚ୍ଛାରେ ନିଜ ପାଇଁ କିଛି ଖର୍ଚ୍ଚ କରିପାରିବେ । ସ୍ୱାମୀଙ୍କ ନିକଟରେ ତାଙ୍କୁ ହାତ ପତାଇବାକୁ ପଡ଼ିବ ନାହିଁ ।
ନିଜକୁ ପ୍ରୋ-ଖଲିସ୍ତାନ ଆତଙ୍କୀ ଭିଣ୍ଡରନୱାଲେର ଅନୁଗାମୀ ବୋଲି ଦାବି କରେ ଅମ୍ରିତପାଲ (Amritpal Singh)
ପୋଲିସ୍ ଠାରୁ ଖସିଯିବା ପାଇଁ ଅମ୍ରିତପାଲର ବଡ଼ କାରସାଦି । ସିସିଟିଭିରେ ସବୁ କିଛି . .
ଖଲିସ୍ତାନ ସମର୍ଥକ ତଥା 'ୱାରିସ ପଂଜାବ ଦେ' ମୁଖ୍ୟ ଫେରାର୍
ବାପାମା’ଙ୍କ ଗାଳିକୁ ପ୍ରାଣ ଭୟ । ପରୀକ୍ଷା ଭଲ ନହେବାରୁ ମିଛ ନାଟକ ରଚିଲେ । ହେଲେ ପୋଲିସ୍ ଆଗରେ ସବୁ ସତ ଧରାପଡ଼ିଗଲା ।
ମାତ୍ର କିଛି ଦିନ ହେବ ପାଇଲଟ୍ଙ୍କ ଏହି ଖାଦ୍ୟକୁ ନେଇ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଥିଲା । ଯେଉଁଥିରେ ଜଣେ ପାଇଲଟ୍ ଗୋଟିଏ ଗୁଜିଆ ଧରିଥିବା ଦେଖିବାକୁ ମିଳିଥିଲା ।
ଜାପାନ G-7ର ଅଧ୍ୟକ୍ଷତା କରୁଥିବାବେଳେ G-20ର ଅଧ୍ୟକ୍ଷତା କରୁଛି ଭାରତ । ତେଣୁ ଉଭୟ ଦେଶ ମିଶି ଅନ୍ତର୍ଜାତୀୟ ସମୁଦାୟର ବିକାଶ ଲାଗି କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଆମେରିକାରେ ଏହି ଭିଡିଓଟି କରାଯାଇଥିବା ଜଣାପଡ଼ିଛି । ଭିଡିଓରେ ଦେଖିବାକୁ ମିଳୁଛି ତେସଲା କାର୍ କମ୍ପାନୀ ପକ୍ଷରୁ ଅନେକ କାର୍କୁ ନେଇ ନାଟୁନାଟୁ ଗୀତରେ ଏକ ଲାଇଟିଂ ଡ୍ୟାନ୍ସ କରାଯାଇଛି ।
ଯୁବତୀ ତାଙ୍କ ଅଭିଯୋଗ କହିଛନ୍ତି, ସେ ଅଭିଯୁକ୍ତ ଯୁବକଙ୍କୁ ମେ’ ୨୦୨୨ରେ ପ୍ରଥମ ସାକ୍ଷାତ କରିଥିଲେ । ପରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଫଳରେ ସେ ଯୁବକଙ୍କ ସହ ଦିଲ୍ଲୀରେ ଲିଭ୍ଇନ୍ରେ ରହୁଥିଲେ । ଲିଭ୍ଇନ୍ରେ ରହିବା ସମୟରେ ଯୁବକ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ କିଛି ଆପତ୍ତିଜନକ ଫଟୋ ଓ ଭିଡିଓ କରିଥିଲେ ।
LICର ଏହି ସ୍କିମ୍ରେ ମାତ୍ର ୧୦୦ଟଙ୍କା ନିବେଶ କରିବା ଦ୍ୱାରା ଆପଣ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଇପାରନ୍ତି । ସ୍କିମ୍ର ନାଁ ହେଉଛି ‘ଆମ ଆଦମୀ ଯୋଜନା’ ।
ଆପଣ ଏହାର ଜରିଆରେ ଋଣ ନେଇପାରିବେ ଏବଂ ପରେ ସେହି ଟଙ୍କାକୁ ସ୍ୱଳ୍ପ ଆକାରରେ ପରିଶୋଧ କରିପାରିବେ ବୋଲି କୁହାଯାଇଛି । ଟ୍ରାଭେଲ୍ ଫିନଟେଚ୍ ପ୍ଲାଟଫର୍ମ ‘ସାନକଶ’ ଗ୍ରହକମାନଙ୍କ ପାଇଁ MNPL ଯୋଜନା ନେଇଆସିଛି ।