ଅଧାରେ ରହିଗଲା ବଡ଼ ପାଇଲଟ୍ ହେବାର ସ୍ବପ୍ନ। ଯିଏ ଥିଲା ଜୀବନଠୁ ଅଧିକ ସେ ଦେଲା ପ୍ରତ୍ୟେକ ମୁହୂର୍ତ୍ତରେ କଷ୍ଟ। ଶେଷରେ ମନର ମଣିଷର ନିର୍ଯାତନା ଅସହ୍ୟ ହେବାରୁ ଜୀବନ ହାରିଲେ ଏୟାର ଇଣ୍ଡିଆର ୨୫ ବର୍ଷୀୟ ପାଇଲଟ ।
ଉତ୍ତର ପ୍ରଦେଶର ଆଗ୍ରାରେ ଭାରତୀୟ ବାୟୁସେନାର ମିଗ-୨୯ ଯୁଦ୍ଧ ବିମାନ କ୍ରାସ୍ । ଦୁର୍ଘଟଣା ପରେ ବିମାନଟି ସଂପୂର୍ଣ୍ଣ ଭାବେ ଜଳି ଯାଇଛି ।
ଘଟଣାକୁ ଗୁରୁତର ସହ ନେଲା ବେସାମରିକ ବିମାନ ଚଳାଚଳ ବିଭାଗ ।
ଆମେ ଆପଣଙ୍କୁ ଆଜି ସେହି ରାସ୍ତା ଦେଖାଇବୁ, ଯେଉଁ ରାସ୍ତାରେ ଗଲେ ଆପଣ ଭଲ ଚାକିରି କରିପାରିବେ । ଆଉ ମୋଟା ଆଙ୍କର ବେତନ ପାଇପାରିବେ ।
ବିମାନଟି ବିଳମ୍ୱରେ ଉଡାଣ କରିବା ନେଇ ଘୋଷଣା କରିଥିଲେ ପାଇଲଟ୍ । ହେଲେ ଏଥିରେ ଉତ୍ତକ୍ଷିପ୍ତ ହୋଇ ଜଣେ ଯାତ୍ରୀ ସିଧା ପାଇଲଟଙ୍କ ନିକଟକୁ ଯାଇ ତାଙ୍କୁ ଚାପୁଡା ମାରିଥିଲେ ।
ପାଇଲଟଙ୍କ ମୃତ୍ୟୁ ଖବର ପାଇବା ମାତ୍ରେ ଯାତ୍ରୀଙ୍କ ମଧ୍ୟରେ ପଶିଥିଲା ଛନକା । ଏହି ଯାତ୍ରା ତାଙ୍କର ଶେଷ ଯାତ୍ରା ବୋଲି ଅନେକ ଯାତ୍ରୀ ଭାବି ସାରିଥିଲେ ।
ମାତ୍ର କିଛି ଦିନ ହେବ ପାଇଲଟ୍ଙ୍କ ଏହି ଖାଦ୍ୟକୁ ନେଇ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଥିଲା । ଯେଉଁଥିରେ ଜଣେ ପାଇଲଟ୍ ଗୋଟିଏ ଗୁଜିଆ ଧରିଥିବା ଦେଖିବାକୁ ମିଳିଥିଲା ।
ସୁଡାନ୍ରୁ ଇଥୋପିଆ ଯାଉଥିବା ଇଥୋପିଆନ୍ ଏୟାରଲାଇନ୍ସର ଫ୍ଲାଇଟ୍ ET-343 ବୋଇଂ 737ରେ ଏହି ଅଘଟଣ ଘଟିଥିଲା ।
ତେବେ ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ଅନେକ ଥର ସେ ଏପରି ବିମାନ ଉଡ଼ାଇ ସାରିଛନ୍ତି ।
ବୁଧବାର ରାଜସ୍ଥାନର ବାଡ଼ମେର ଜିଲ୍ଲାର ଭୁଟାରିଆ ଗାଁ ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ବାୟୁସେନାର ଏକ ମିଗ୍ ୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ।