ଯେଉଁମାନେ ରେଳବାଇରେ ଚାକିରି ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ଏକ ଭଲ ସୁଯୋଗ। ଏଥିପାଇଁ ରେଳବାଇ ନିଯୁକ୍ତି ବୋର୍ଡ (RRB) ନିଯୁକ୍ତି ପାଇଁ RRB 2024 ବାର୍ଷିକ କ୍ୟାଲେଣ୍ଡର ପ୍ରକାଶ କରିଛି।
ରେଲ୍ୱେ ଲୋକୋ ପାଇଲଟ ପରୀକ୍ଷା ତାରିଖ ଘୋଷଣା କରାଯାଇଛି। ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ, ଜୁନ୍ରୁ ଅଗଷ୍ଟ ମଧ୍ୟରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା(CBT) ପ୍ରଥମ ପର୍ଯ୍ୟାୟ କରାଯିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ସେପ୍ଟେମ୍ବର ୨୦୨୪ରେ ଅନୁଷ୍ଠିତ ହେବ।
ରେଳପଥର କଚ୍ଛପ ଗତିକୁ ନେଇ ଦୋଷ ଲଦାଲଦି ହୋଇଛନ୍ତି ସ୍ଥାନୀୟ ନେତା। ବିଜେପି ଅଭିଯୋଗ କରିଛି- କେନ୍ଦ୍ର ପ୍ରତି ବଜେଟରେ ବ୍ୟୟ ବରାଦ କରୁଛି, ହେଲେ ରାଜ୍ୟ ଇଞ୍ଚେ ବି ଜମି ହସ୍ତାନ୍ତର କରିନି।
ବରଗଡ଼ରୁ ନୂଆପଡ଼ାକୁ ନିର୍ମାଣ ହେବ ନୂଆ ରେଳ ଲାଇନ୍ । ଅନୁଗୁଳ-ତାଳଚେର ନୂଆ ୱାଇ କନେକ୍ସନ ଲାଇନ ନିର୍ମାଣ ହେବ ।
ଏଣିକି ଆହୁରି ଶସ୍ତାରେ ଆପଣ ଏସି କୋଚ୍ରେ ଯାତ୍ରା କରିପାରିବେ। ଏସି-୩ ଟାୟର ଇକୋନୋମି କ୍ଲାସ୍ ଟିକେଟ୍ ଦାମ୍ ହ୍ରାସ ଲାଗି ରେଳ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି।
ଆଉ ୫ କିମି ଦୂରରୁ ନୁହେଁ ୨୦କିମି ଦୂରରୁ କରିପାରିବେ ଜେନେରାଲ୍ ଟିକେଟ୍ ବୁକିଂ। ଭାରତୀୟ ରେଳ ମନ୍ତ୍ରଣାଳୟ ଘୋଷଣା କରିଛି ଏମିତି ସୁବିଧା। ଜାଣନ୍ତୁ କିପରି ପାଇବେ ଏହି ସୁବିଧା।
ଏଣିକି ବରଯାତ୍ରୀରେ ଟ୍ରେନ୍ ବୁକିଂ କରିବା ହେବ ଅତି ସହଜ । କାରଣ ବିବାହ ତଥା କୌଣସି ସ୍ୱତନ୍ତ୍ର ଆୟୋଜନ ପାଇଁ ଟ୍ରେନର ପୂରା କୋଚ୍ ବା ସମ୍ପୂର୍ଣ୍ଣ ସ୍ପେଶାଲ୍ ଟ୍ରେନ୍ ବୁକ୍ କରିବାର ସୁବିଧା ମଧ୍ୟ ରହିଛି । ଯାହାକୁ ସମସ୍ତେ ଅତି ସହଜରେ ବୁକ୍ କରିପାରିବେ । ଏଥିପାଇଁ କେବଳ ଆଇଆରସିଟିସି ସହିତ ସିଧା ସମ୍ପର୍କ କରିବାକୁ ପଡିବ ।
ହାଇଦ୍ରାବାଦ୍: ରେଳ ଷ୍ଟେସନ୍ରେ ଆପଣ ଚା’ କିମ୍ବା କଫି ପିଉଛନ୍ତି କି ? ହେଲେ ହୁସିଆର୍। ଆପଣ ପିଉଥିବା ଚା’ ଆଉ କଫି କେଉଁ ପାଣିରେ ତିଆରି ହେଉଛି ତାକୁ ନେଇ ଆପଣଙ୍କୁ ରହିବାକୁ ପଡ଼ିବ ଯଥେଷ୍ଟ ସାବଧାନ। କାରଣ, ଟ୍ରେନ୍ରେ ବିକ୍ରି ହେଉଥିବା ଚା’ରେ ଶୌଚାଳୟ ପାଣି ମିଶା ଯାଇଥିବା ଘଟଣା ସମ୍ନାକୁ ଆସିଛି। ଗତ କିଛି ଦିନ ହେବ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାପରେ ଏମିତି ଏକ ଧାରଣା ଲୋକଙ୍କ ମନରେ […]
ଅଶ୍ୱିନୀ ବୈଷ୍ଣବଙ୍କୁ ମିଳିଲା କେନ୍ଦ୍ର ରେଳ ମନ୍ତ୍ରଣାଳୟର ଦାୟିତ୍ୱ। ନୂଆ କରି ସାଂସଦ ହେଲେ, ଏବେ କେନ୍ଦ୍ରରେ କ୍ୟାବିନେଟ୍ ମନ୍ତ୍ରୀ ହେଲେ। ଆଉ ବର୍ତ୍ତମାନ ସମୟରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ବି ପାଇଲେ।