• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Government Scheme

Atal pension yojana
ସରକାରଙ୍କ ଏହି ସ୍କିମ୍‌; ଦିନକୁ ରଖନ୍ତୁ ୭ଟଙ୍କା, ମାସକୁ ମିଳିବ ୫ ହଜାର

ଏହି ସରକାରୀ ଯୋଜନା ଆପଣଙ୍କ ଓଠରେ ହସ ଫୁଟାଇବ । ଅଟଳ ପେନ୍‌ସନ୍‌ ଯୋଜନାରେ ଆପଣ ପ୍ରତିଦିନ ୭ଟଙ୍କା ସଞ୍ଚୟ କରି ମାସିକ ୫୦୦୦ ଟଙ୍କା ପେନ୍‌ସନ୍‌ ପାଇପାରିବେ ।

Saghan Bagwani Yojana
ଆମ୍ୱ ଗଛ ଲଗାଇଲେ ମିଳିବ ୫୦ ହଜାର ଟଙ୍କା ! ଏହି ସରକାର ଆଣିଲେ ନୂଆ ଯୋଜନା

ଉଦ୍ୟାନ କୃଷିକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଏକ ସ୍ୱତନ୍ତ୍ର ଯୋଜନା କରିଛନ୍ତି । ଏହି ଯୋଜନାର ନାଁ ହେଉଛି ‘ସଘନ ବାଗୱାନି ଯୋଜନା’ (Saghan Bagwani Yojana) ।

Tamilnadu Government
ତାମିଲନାଡ଼ୁ ସରକାରଙ୍କ ବଡ଼ ଘୋଷଣା ! ପ୍ରତ୍ୟେକ ଗୃହିଣୀଙ୍କୁ ମାସିକ ୧୦୦୦ ଟଙ୍କା ଭତ୍ତା

ଏହି ଟଙ୍କା ପାଇବା ପରେ ସେମାନେ ନିଜ ଇଚ୍ଛାରେ ନିଜ ପାଇଁ କିଛି ଖର୍ଚ୍ଚ କରିପାରିବେ । ସ୍ୱାମୀଙ୍କ ନିକଟରେ ତାଙ୍କୁ ହାତ ପତାଇବାକୁ ପଡ଼ିବ ନାହିଁ ।

government scheme
ଆଶ୍ଚର୍ଯ୍ୟ !! ଏ ଗାଁରେ କାହାକୁ ମିଳିନି ଆବାସ ଘର..

ଇଏ କେମିତିକା ଗାଁ? ଯେଉଁ ଗାଁରେ କୌଣସି ପରିବାରକୁ ମିଳିନି ଆବାସ ଘର। ଜିଆରଏସ୍‌ଙ୍କଠୁ ଜିଲ୍ଲାପାଳ ସମସ୍ତଙ୍କୁ ଗୁହାରି କରିକରି ଥକିଗଲେଣି ହେଲେ କେହି ଶୁଣୁନାହାନ୍ତି। ଭଙ୍ଗା ଦଦରା ଘରେ ଜୀବନ ବିତାଉଛନ୍ତି ଏଠିକା ଲୋକ

Harischandra Sahayata Yojana Scam
ଟଙ୍କା ଖାଇବେ ବୋଲି ଜୀଅନ୍ତା ମଣିଷକୁ ମାରିଦେଲେ ସରକାରୀ ଦସ୍ତାବିଜ୍‌ରେ

ରୋଚକ କଥା ହେଉଛି, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ-ପିଇଓ କହୁଛନ୍ତି, ମୋର ଆଇଡ଼ି ଆଉ ପାସଓ୍ବାର୍ଡକୁ ବ୍ୟବହାର କରି କିଏ ଏଭଳି କରିଥାଇପାରେ।

WATER SCARCITY
ପାଣି ମୁନ୍ଦେ ପାଇଁ ଡହଳ ବିକଳ ଉପାନ୍ତ ଅଞ୍ଚଳର ଜନଜାତି : ଗାଁକୁ ପହଞ୍ଚି ପାରିନି ବସୁଧା ଯୋଜନାରେ ପିଇବା ପାଣି

ଗଜପତି ଜିଲ୍ଲା ରାୟଗଡ ବ୍ଲକରେ ସ୍ଥିତି କହିଲେ ନ ସରେ,୨ କିଲୋମିଟର ପାହାଡ଼ ଚଢ଼ି ଆଣୁଛନ୍ତି ଦୂଷିତ ଝରଣା ପାଣି, ବାରମ୍ବାର ଦାବି ଜଣାଇଲା ପରେ ବି ଅଧିକାରୀ ଶୁଣୁନଥିବା ଅଭିଯୋଗ