ଏହି ସରକାରୀ ଯୋଜନା ଆପଣଙ୍କ ଓଠରେ ହସ ଫୁଟାଇବ । ଅଟଳ ପେନ୍ସନ୍ ଯୋଜନାରେ ଆପଣ ପ୍ରତିଦିନ ୭ଟଙ୍କା ସଞ୍ଚୟ କରି ମାସିକ ୫୦୦୦ ଟଙ୍କା ପେନ୍ସନ୍ ପାଇପାରିବେ ।
ଉଦ୍ୟାନ କୃଷିକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଏକ ସ୍ୱତନ୍ତ୍ର ଯୋଜନା କରିଛନ୍ତି । ଏହି ଯୋଜନାର ନାଁ ହେଉଛି ‘ସଘନ ବାଗୱାନି ଯୋଜନା’ (Saghan Bagwani Yojana) ।
ଏହି ଟଙ୍କା ପାଇବା ପରେ ସେମାନେ ନିଜ ଇଚ୍ଛାରେ ନିଜ ପାଇଁ କିଛି ଖର୍ଚ୍ଚ କରିପାରିବେ । ସ୍ୱାମୀଙ୍କ ନିକଟରେ ତାଙ୍କୁ ହାତ ପତାଇବାକୁ ପଡ଼ିବ ନାହିଁ ।
ଇଏ କେମିତିକା ଗାଁ? ଯେଉଁ ଗାଁରେ କୌଣସି ପରିବାରକୁ ମିଳିନି ଆବାସ ଘର। ଜିଆରଏସ୍ଙ୍କଠୁ ଜିଲ୍ଲାପାଳ ସମସ୍ତଙ୍କୁ ଗୁହାରି କରିକରି ଥକିଗଲେଣି ହେଲେ କେହି ଶୁଣୁନାହାନ୍ତି। ଭଙ୍ଗା ଦଦରା ଘରେ ଜୀବନ ବିତାଉଛନ୍ତି ଏଠିକା ଲୋକ
ରୋଚକ କଥା ହେଉଛି, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ-ପିଇଓ କହୁଛନ୍ତି, ମୋର ଆଇଡ଼ି ଆଉ ପାସଓ୍ବାର୍ଡକୁ ବ୍ୟବହାର କରି କିଏ ଏଭଳି କରିଥାଇପାରେ।
ଗଜପତି ଜିଲ୍ଲା ରାୟଗଡ ବ୍ଲକରେ ସ୍ଥିତି କହିଲେ ନ ସରେ,୨ କିଲୋମିଟର ପାହାଡ଼ ଚଢ଼ି ଆଣୁଛନ୍ତି ଦୂଷିତ ଝରଣା ପାଣି, ବାରମ୍ବାର ଦାବି ଜଣାଇଲା ପରେ ବି ଅଧିକାରୀ ଶୁଣୁନଥିବା ଅଭିଯୋଗ