• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Youth Suicide

Youth Found Dead
Youth Found Dead in Bhubaneswar: ପ୍ରେମରେ ଧୋକା, ସହି ନପାରି ଝୁଲିପଡିଲେ ରାହୁଲ !

ରାଜଧାନୀରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ପ୍ରେମିକାର ଚାପରେ ଯୁବକ ଜଣକ ନିଜ ଜୀବନ ହାରିଥିବାର ଅଭିଯୋଗ ଆଣିଲେ ପରିବାର ଲୋକେ ।

Online gaming
Online Gaming: ବାୟା କରୁଛି ବେଟିଂ ଆପ୍, ଗ୍ୟାମ୍ବଲିଂ ଡିଜଅର୍ଡରର ଶିକାର ହେଉଛନ୍ତି କି ଯୁବପିଢ଼ି ?

ଭୁବନେଶ୍ୱର ଓ ଅନ୍ୟାନ୍ୟ ସ୍ଥାନରେ ଅନଲାଇନ୍ ବେଟିଂ ଦେଇ ଯୁବ ପିୢି ପ୍ରଭାବିତ ହେଉଛନ୍ତି। ବେଟିଂ ଆପ୍ ମାଧ୍ୟମରେ ଅନେକ ଟଙ୍କା ହାରିବାରୁ ଯୁବମାନେ ଆତ୍ମହତ୍ୟାର ମାରିଛନ୍ତି। ମନସ୍ତତ୍ତ୍ବବିଦ୍ ଓ ଆଇନଜୀବୀ ଅନଲାଇନ୍ ବେଟିଂ ସମସ୍ୟାର ନିହିତ ହେବାକପରେ ପରାମର୍ଶ ଦେଇଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ସମ୍ଯୁକ୍ତ ଆଇନ ଆଣି, ବ୍ୟାନ୍ କରିବାରେ ସାଇବର ସୁରକ୍ଷା ସ୍ଥାପନ କରିବା ଆବଶ୍ୟକ।

Delhi youth live streams suicide bid on Facebook saved by police
ଫେସ୍‌ବୁକ୍‌ରେ LIVE ଆସି ସୁଇସାଇଡ୍‌ କରିବା ପାଇଁ ବାହାରିଥିଲେ, ହେଲେ ଜାଣି ନଥିଲେ ହଠାତ୍ ଏମିତି ହେବ...

ଫେସ୍‌ବୁକ୍‌ରେ ଲାଇଭ୍‌ ଷ୍ଟ୍ରିମିଂ କରି ଆତ୍ମହତ୍ୟା କରିବା ପାଇଁ ବାହାରିଥିଲେ, ହେଲେ ହଠାତ୍‌ ଖବର ପାଇ ପହଞ୍ଚିଗଲା ପୋଲିସ୍‌। ଆଉ ଯୁବକଙ୍କୁ ବଞ୍ଚାଇ ଦେଇଥିଲା।

Treatment Costs
‘ବାବାମାମା ମୋତେ କ୍ଷମା କରିଦେବ’ : ଚିକିତ୍ସା ଖର୍ଚ୍ଚ ଅଧିକ ହେବାରୁ ଆତ୍ମହତ୍ୟା କଲେ ଯୁବକ

ଜୀବନ ନେଲା ଚିକିତ୍ସା ଖର୍ଚ୍ଚ । ହୋଟେଲ୍‌ରେ ରୁମ୍‌ ବୁକ୍‌ କରି, ସେଠାରେ ଜୀବନ ହାରିଲେ ଯୁବକ ।

Why the young mass dislike the life and loss it
ଆତ୍ମହତ୍ୟା ପ୍ରବଣତା ଓ ବାପା-ମା'ଙ୍କ ଦାୟିତ୍ୱ

ବଢୁଛି ଯୁବକଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା। ଏହା ପଛରେ ଅନେକ କାରଣ ରହିଥିଲେ ବି ଏହା ସବୁକିଛିର ସମାଧାନ ନୁହେଁ। ସବୁ ଜାଣିଲା ଏବଂ ବୁଝିଲା ପରେ ମଧ୍ୟ ଅନେକ ସମୟରେ ବାପା-ମା'ମାନେ ସମସ୍ୟାଟିକୁ ସମାଧାନ କରିବା ନେଇ ବ୍ୟସ୍ତ ହୋଇପଡନ୍ତି। ତେବେ ଆସନ୍ତୁ ଏ ଦିଗରେ ଜାଣିଦେବା କେତୋଟି ସରଳ ଉପାୟ।

Youth allegedly commits suicide
ଫ୍ରି-ଫାୟାର ନେଲା ଜୀବନ ! ନା ଅଛି ଶରୀର, ନା ଅଙ୍ଗପ୍ରତ୍ୟଙ୍ଗ; ବାଡ଼ିରୁ ମିଳିଲା ଝୁଲନ୍ତା ଖପୁରୀ

ନା ଅଛି ଶରୀର, ନା ଅଙ୍ଗପ୍ରତ୍ୟଙ୍ଗ, ଅଛି ତ କେବଳ ଦେହାବଶେଷ। ତାହା ପୁଣି ଏକ ଗଳିତ ଖପୁରୀ।  ଚିହ୍ନିବା, ଜାଣିବା ବି ମୁସ୍କିଲ ଯେ, କାହାର ଏ ନରକଙ୍କାଳ ? ଘରଠାରୁ ଅଳ୍ପ ଦୂର ଏକ ଜଙ୍ଗଲିଆ ସ୍ଥାନରୁ ଉଦ୍ଧାର ହୋଇଥିବା ଝୁଲନ୍ତା ଖପୁରୀ ଉଦ୍ଧାର ହୋଇଛି।