• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Punjab Police

Amritpal Singh
ଖଲିସ୍ଥାନ ସମର୍ଥକ ଅମୃତପାଲର ଲୁଚକାଳି ଖେଳ ଖତମ୍

ପଞ୍ଜାବ ମୋଗାର ରୋଡେ ଗାଁରୁ ଗିରଫ, କଡ଼ା ସୁରକ୍ଷାରେ ଆସାମ ଦିବ୍ରୁଗଡ଼ ସେଣ୍ଟ୍ରାଲ ଜେଲ ସ୍ଥାନାନ୍ତର। ମାର୍ଚ୍ଚ ୧୮ରୁ ଫେରାର ଥିଲା ମୋଷ୍ଟ ୱାଣ୍ଟେଡ୍, ଲାଗିଛି ଏନଏସଏ-ଜେରା କରିବ RAW ଓ IB।

Amritpal Singh
‘ମୁଁ କେବଳ ଉପଭୋଗ କରିବାକୁ ଚାହୁଁଛି’ : ଅମ୍ରିତପାଲ୍‌ର ଇନଷ୍ଟା ଚାର୍ଟରେ . .

ଭିଡିଓ କଲ୍‌ କରି ଯୁବତୀଙ୍କୁ ବ୍ଲାକମେଲ୍ କରୁଥିଲା ଅମ୍ରିତପାଲ(Amritpal Singh)

 Amritpal Singh?
ପଞ୍ଜାବ ପୋଲିସର ଅପରେସନ୍ ଅମ୍ରିତପାଲ୍ ! ୫ ଦିନ ପରେ ବି ପୋଲିସର ହାତ ଖାଲି

ଅମ୍ରିତ ପାଲ୍ ଏଯାଏଁ ଧରା ପଡ଼ନଥିବା ବେଳେ ସାରା ପଞ୍ଜାବରେ ଆଲର୍ଟ ଜାରି କରାଯାଇଛି

Amritpal Singh
ଅମ୍ରିତପାଲ୍ ସିଂ କିଏ ? କ’ଣ ତାର ଇତିହାସ ?

ନିଜକୁ ପ୍ରୋ-ଖଲିସ୍ତାନ ଆତଙ୍କୀ ଭିଣ୍ଡରନୱାଲେର ଅନୁଗାମୀ ବୋଲି ଦାବି କରେ ଅମ୍ରିତପାଲ (Amritpal Singh)

Amritpal Singh
ପୋଲିସ୍‌ ଆଖିରେ ଧୂଳି ଦେଇ ଅମ୍ରିତପାଲ ବଦଳାଇଥିଲା ଗାଡ଼ି, ସାମ୍ନାକୁ ଆସିଲା CCTV ଫୁଟେଜ୍‌

ପୋଲିସ୍‌ ଠାରୁ ଖସିଯିବା ପାଇଁ ଅମ୍ରିତପାଲର ବଡ଼ କାରସାଦି । ସିସିଟିଭିରେ ସବୁ କିଛି . .

Amritpal Singh
କେଉଁଠି ଲୁଚିଛି ମୋଷ୍ଟ୍ ୱାଣ୍ଟେଡ୍ ଅମ୍ରିତପାଲ ସିଂ?

ଖଲିସ୍ତାନ ସମର୍ଥକ ତଥା 'ୱାରିସ ପଂଜାବ ଦେ' ମୁଖ୍ୟ ଫେରାର୍

Amritpal Singh
ଅମ୍ରିତପାଲ ସିଂହକୁ ୱାଣ୍ଟେଡ୍ ଘୋଷଣା କରିଛି ପଞ୍ଜାବ ପୋଲିସ

ଜଳନ୍ଧର ମହିତପୁର ଅଞ୍ଚଳରେ ପୋଲିସକୁ ଚକମା ଦେଇ ଖସିଯାଇଛି ଅମ୍ରିତ ପାଲ । ପୋଲିସ ତାକୁ ୨୦-୨୫ କିଲୋମିଟର ଗୋଡ଼ାଇ ଥିଲେ ମଧ୍ୟ ସେ ଖସିଯିବାରେ ସକ୍ଷମ ହୋଇଥିଲା ।