ଶ୍ରୀଲଙ୍କାରେ ଖାଦ୍ୟ ସଂକଟ ଆହୁରି ବଢିବା ଆଶଙ୍କା
ଆର୍ଥିକ ବିପର୍ଯୟ ସ୍ଥିତିରେ ଗତି କରୁଛି ଶ୍ରୀଲଙ୍କା । ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ସାହାଯ୍ୟର ହାତ ବଢ଼ାଇଛନ୍ତି ୱାର୍ଲ୍ଡ କପ୍ ବିଜୟୀ କ୍ରିକେଟର ରୋଶନ ମହାନାମା ।
ମାତ୍ର ୨ ଟଙ୍କା ପାଇଁ ଜିତିଥିବା କୋଟି କୋଟି ଟଙ୍କା ଯଦି ଆପଣଙ୍କୁ ନମିଳେ, ତା’ହେଲେ ଏହାକୁ ଫଟା କପାଳ କୁହାଯିବନି ତ ଆଉ କ’ଣ ? ଜଣେ ୧୯ ବର୍ଷୀୟ ଯୁବତୀଙ୍କ ସହ ଏଭଳି କିଛି ଘଟିଛି।
ଭାରତ ସହ ସଂପର୍କ ଆରମ୍ଭ କରିବା ସପକ୍ଷରେ ଯୁକ୍ତି ରଖିଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାଓ୍ୱଲ ଭୁଟ୍ଟୋ ।
ଆମେରିକାରେ ୬ ମାସର ଶିଶୁଙ୍କୁ ଦିଆଯିବ କରୋନା ଟିକା। ୟୁଏସ୍ ଫୁଡ୍ ଓ ଡ୍ରଗ୍ ଆଡମିନିଷ୍ଟ୍ରେସନ୍ ପକ୍ଷରୁ ଏନେଇ ଦୁଇଟି କମ୍ପାନୀକୁ ଜରୁରୀ ଅନୁମୋଦନ ମିଳିଛି।
କାବୁଲ ସ୍ଥିତ ଏକ ଗୁରୁଦ୍ୱାରରେ ବିସ୍ଫୋରଣ ହୋଇଛି। ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ସମୟ ହିଁ ବଳବାନ। ସମୟ କେତେବେଳେ କାହାକୁ କେଉଁ ମୋଡରେ ଛିଡ଼ା କରିବ, ସେକଥା କେବଳ ଈଶ୍ୱରଙ୍କୁ ହିଁ ଜଣା। ଆଜି ଯାହା ପାଖରେ ସବୁ କିଛି ଅଛି ହୁଏତ କାଲି ସେ ଦାଣ୍ଡର ଭିକାରୀ ହୋଇଯାଇ ପାରେ। ସେହିପରି ଆଜି ଯିଏ ଦାଣ୍ଡର ଭିକାରୀ କାଲି ସିଏ ସବୁ କିଛି ପାଇପାରେ। ସବୁ କିଛି ସେହି ସମୟର ଖେଳ।
ମେକ୍ଅପ୍ ନେବା ପରେ ୨ ଜଣ ମହିଳା ବିନା ପେମେଣ୍ଟରେ ବିୟୁଟି ପାର୍ଲରରୁ ଚାଲାକି କରି ଖସି ପଳାଇ ଥିବା ଜଣାପଡ଼ିଛି। ସେମାନଙ୍କର ଏଭଳି କାରନାମାକୁ ନେଇ ପାର୍ଲରର ମାଲିକାଣୀ ପୋଲିସ୍ରେ ଅଭିଯୋଗ କରିଛନ୍ତି।
ତାଲିବାନି ଶାସନରେ ବେକାର ଟିଭି ଆଙ୍କର, ରାସ୍ତାରେ ଷ୍ଟ୍ରିଟ୍ଫୁଡ୍ ବିକ୍ରି କରି ପରିବାର ଚଳାଉଛନ୍ତି
ପ୍ରଥମେ ମୃତ୍ୟୁନେଇ ଗୁଜବ, ଆଉ ଏବେ ସ୍ୱଦେଶ ଫେରିବା ଖବର । ପାକିସ୍ତାନର ପୂର୍ବତନ ମିଲିଟାରୀ ଶାସକ ଜେନେରାଲ ପରଭେଜ୍ ମୁଶାରଫଙ୍କ ପାକିସ୍ତାନ ଫେରିବା ନେଇ ପ୍ରଶସ୍ତ ହୋଇଛି ରାସ୍ତା
ପାକିସ୍ତାନରେ ଚା କପରେ ଝଡ଼ ଦେବାଳିଆ ହୋଇପଡିଛି ଅର୍ଥନୀତି
ପେଟ୍ରୋଲିୟମ ଉତ୍ପାଦ ଉପରେ ସବସିଡି ପ୍ରଦାନ କରିବା ସ୍ଥିତିରେ ନାହାନ୍ତି ପାକିସ୍ତାନ ସରକାର ।
ପୋଡିୟମ ପାଖରେ ଠିଆ ହୋଇଥିବା ବେଳେ ପୁଟିନ ଗୋଡ ହଲାଉଥିବା ନଜର ଆସୁଛନ୍ତି । ପୁଟିନ ଛିଡ଼ା ହେବାରେ ଅସୁବିଧା ଭୋଗୁଥିବା ଜଣାପଡ଼ୁଛି ।
ସଦ୍ୟତମ ସୂଚନା ଅନୁସାରେ ଚୀନ୍ J-20 ମୁତୟନ କରିଥିବା ସ୍ପଷ୍ଟ ହୋଇଛି
ଯାହା ଚଳି ଆସୁଛି ତାହା ହିଁ ପରମ୍ପରା । ଏଇ ମହିଳାମାନେ ଜୀବନରେ ଥରେ ଗାଧାନ୍ତି । କିନ୍ତୁ ବର୍ଷସାରା ବାମ୍ଫ ନିଅନ୍ତି । ଯେଉଁଦିନଠୁ ପିଲା କଥା ଭାବନ୍ତି, ସେଇ ଦିନକୁ ପାଳନ କରନ୍ତି ପିଲାର ଜନ୍ମଦିନ ।
ଲଦାଖରେ ଶାନ୍ତି ଫେରାଇ ଆଣିବା ଲାଗି ପ୍ରତିରକ୍ଷା ଓ କୂଟନୀତି ସ୍ତରୀୟ ଆଲୋଚନା ଜାରି ରହିଥିବା ବେଳେ ଏଯାଏଁ ସଂପୂର୍ଣ୍ଣ ସ୍ୱାଭାବିକ ହୋଇନି ସ୍ଥିତି । ଏବେବି କିଛି ସ୍ଥାନରେ ମୁହାଁମୁହିଁ ଛିଡ଼ା ହୋଇଛନ୍ତି ଭାରତ-ଚୀନ୍ ସେନା
ମୁସାରଫ ଚିକିତ୍ସାଧିନ ଅଛନ୍ତି, କିନ୍ତୁ ଭେଣ୍ଟିଲେଟରରେ ନାହାନ୍ତି । ତାଙ୍କ ଅବସ୍ଥା ଏମିତି ଏକ ସ୍ଥିତିରେ ରହିଛି, ଯେଉଁଠି ଆରୋଗ୍ୟ ହେବାର କୌଣସି ସମ୍ଭାବନା ନାହିଁ ।
ଲିଆକତଙ୍କ ଡ୍ରାଇଭର ଡାଭେଦଙ୍କୁ ପଚରାଉଚରା କରୁଛି ପୋଲିସ।
ଏବେ ସୁଦ୍ଧା ସମ୍ପୂର୍ଣ୍ଣ ରୂପେ ଏଲନଙ୍କର ହୋଇପାରି ନାହିଁ ଟ୍ୱିଟର । କାରଣ ଏଲନ୍ ମସ୍କ ଏବଂ ଟ୍ୱିଟର ମଧ୍ୟରେ ବାଧା ସୃଷ୍ଟି କରିଛି ଡକ୍ୟୁମେଣ୍ଟ ।
ମହିଳା ବେଶରେ ଫେରାର ମାରିବା ସମୟରେ ଅପରାଧୀକୁ ଧରିଲା ପୋଲିସ ।
ରାଣୀ ଏଲିଜାବେଥ୍ଙ୍କ ଶାସନର ପ୍ଲାଟିନମ ଜୁବୁଲି ପାଳନ ଅବସରରେ ଗତ ସୋମବାରଠାରୁ ପରୀକ୍ଷାମୂଳକ ଭାବେ ପ୍ରାୟ ୭୦ଟି ସଂସ୍ଥାର ୩ ହଜାର ୩ଶହ କର୍ମଚାରୀଙ୍କୁ ନେଇ ଏହା କାର୍ଯ୍ୟକାରୀ ହୋଇଛି।
ପାକିସ୍ତାନରେ ଆତ୍ମଘାତୀ ହମଲାର ଚେତାବନୀ
ବୁଲେଟ୍ ଟ୍ରେନ୍ ଏପରି ଏକ ରେଲେଓ୍ୱ ସିଷ୍ଟମ୍ ଯାହା ସାଧାରଣ ଟ୍ରେନ ଠାରୁ ଢେର୍ ଗୁଣ ଅଧିକ ବେଗରେ ଗଡ଼ିଥାଏ
ନିଶା ଛଡ଼ାଇବା ପାଇଁ ସରକାରଙ୍କ ପ୍ରୟାସ
ଏମ୍ବର ହର୍ଡ ମାମଲାରେ କୋର୍ଟଙ୍କ ରାୟ ଜନି ଡେପ୍ଙ୍କ ସପକ୍ଷରେ ଯିବା ପରେ ସେ ବିଜୟ ଉତ୍ସବ ମନାଇଛନ୍ତି । ଇଂଲଣ୍ଡରେ ଏହି ରେସ୍ତୋରାଂ ଭାରତୀୟ ଖାଦ୍ୟ ପରିବେଷଣ କରିଥାଏ । ଯେଉଁଠି ୪୮ ଲକ୍ଷ ଖର୍ଚ୍ଚ କରିଛନ୍ତି ସେ ।