• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Drunk Driver

Drunk Driving
ଟୁଇନସିଟିର ମଦ୍ୟପ ଗାଡ଼ି ଚାଳକ ସାବଧାନ

ମଦ୍ୟପ ଡ୍ରାଇଭରଙ୍କ ବିରୋଧରେ କମିଶନରେଟ୍ ପୋଲିସ ଏବେ ଆପଣାଇଛି ଶୂନ୍ୟ ସହନଶୀଳ ନୀତି । ଅର୍ଥାତ ଆଉ ଜରିମାନା କି ଥାନାରୁ ଜାମିନ୍ ବ୍ୟବସ୍ଥା ନାହିଁ । ସିଧା ଗିରଫ କରି ଜେଲ୍ ପଠାଉଛି କମିଶନରେଟ୍ ପୋଲିସ ।

Drunk Driving
ଟୁଇନସିଟିର ମଦ୍ୟପ ଗାଡ଼ି ଚାଳକ ସାବଧାନ; ଫାଇନ୍ କି ଥାନାରୁ ଜାମିନ୍ ନୁହେଁ, ସିଧା ଯିବେ ଜେଲ୍ !  

ମଦ୍ୟପ ଡ୍ରାଇଭରଙ୍କ ବିରୋଧରେ କମିଶନରେଟ୍ ପୋଲିସ ଏବେ ଆପଣାଇଛି ଶୂନ୍ୟ ସହନଶୀଳ ନୀତି । ଅର୍ଥାତ ଆଉ ଜରିମାନା କି ଥାନାରୁ ଜାମିନ୍ ବ୍ୟବସ୍ଥା ନାହିଁ । ସିଧା ଗିରଫ କରି ଜେଲ୍ ପଠାଉଛି କମିଶନରେଟ୍ ପୋଲିସ ।

Drink And Driving
ମଦ ପିଇ ଗାଡ଼ି ଚଳାଉଥିଲେ ସାବଧାନ ! ୨ବର୍ଷ ଯାଏଁ ଜେଲ୍ ଓ ୧୫ ହଜାର ଜୋରିମାନା

ମଦ ପିଇ ଗାଡ଼ି ଚଳାଉଛନ୍ତି କି ? ହୁସିଆର ! ଧରାପଡ଼ିଲେ ଆଉ ଦୟାମାୟା ନାହିଁ । ଖାଲି ଫାଇନରେ ମିଳିବନି ନିସ୍ତାର। ଗିରଫ ହେବେ, ଜେଲ୍ ଯିବେ । ମଦୁଆ ଗାଡ଼ି ଚାଳକଙ୍କ ବିରୋଧରେ ଏଭଳି କଠୋର ଆଭିମୁଖ୍ୟ ଗ୍ରହଣ ପାଇଁ ରାଜ୍ୟର ସବୁ ଥାନାକୁ ନିର୍ଦ୍ଦେଶ ଜାରି ପାଇଁ କହିଛି ବାଣିଜ୍ୟ ଓ ପରିବହନ ବିଭାଗ । ଏନେଇ ପୋଲିସ୍ ଡିଜିଙ୍କୁ ଚିଠି ଲେଖିଛନ୍ତି ବିଭାଗୀୟ ସଚିବ ଉଷା ପାଢ଼ୀ ।

Drunk driving
ମଦ ପିଇ ଗାଡ଼ି ଚଳାଇଲେ ତ୍ରାହି ନାହିଁ : ସିଧା ଜେଲ୍ ଯିବେ ଡ୍ରାଇଭର

ସୂଚନା ଦେଲେ ପରିବହନ ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନର

If caught drunk driving in uk you could face jail or fined up to 24 lakh rupee
ଏଣିକି ମଦ୍ୟ ପାନ କରି ଗାଡି ଚଲାଇବା ପଡିବ ମହଙ୍ଗା: ମୋଟା ଅଙ୍କର ଫାଇନ୍ ସହ ଜେଲ୍‌‌ଦଣ୍ଡାଦେଶ !

ସରକାରଙ୍କ ବଡ ପଦକ୍ଷେପ । ନିଶାଖୋରଙ୍କ ପକେଟରୁ ଯିବ ଲକ୍ଷ ଲକ୍ଷ ଟଙ୍କା...

dhenkanal
ମଦ୍ୟପାନ କରି ଚଲାଉଥିଲେ ବସ୍‌; ଡ୍ରାଇଭରକୁ କାବୁ କଲା ପୋଲିସ

ମଦ୍ୟପାନ କରି ବସ ଚଲାଇବା ପଡିଲା ମହଙ୍ଗା । ଖବର ପାଇ ଅଧାବାଟରେ ଢେଙ୍କାନାଳ ଟାଉନ ଥାନା ପୋଲିସ ବସକୁ ଜବତ କରିବା ସହ ମଦ୍ୟପ ଡ୍ରାଇଭରକୁ ଅଟକ ରଖି ପଚରା ଉଚରା କରୁଛି ।