• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Weird News

Amazing stunt video robotic stunt viral video
Viral Video: ମଣିଷ ନା ରୋବଟ୍ ! ଯୁଆଡେ ଚାହିଁଲେ ସିଆଡେ ମୋଡି ହେଇଯାଉଛନ୍ତି...

ଏହି ଭାଇରାଲ୍ ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ପିଲା କିପରି ନିଜ ହାତକୁ ଆଗକୁ, ପଛକୁ ଏବଂ ପ୍ରତ୍ୟେକ ଦିଗକୁ ବଙ୍କା କରିଦେଇ ପାରୁଛନ୍ତି। ଏଭଳି ଦକ୍ଷତା ହାସଲ କରିବା ଅନ୍ୟ କାହା ପାଇଁ ଆଦୌ ସମ୍ଭବ ନୁହେଁ। ଆପଣ ପୂର୍ବରୁ ହୁଏତ ଅନ୍ୟ କୌଣସି ବ୍ୟକ୍ତିଙ୍କଠାରେ ଏପରି ପ୍ରତିଭା କ୍ୱଚିତ୍ ଦେଖିଥିବେ।

parents are sent to jail if children remain absent in school
ଏହି ସ୍କୁଲ୍‌ରେ ଅଜବ ନିୟମ; ପିଲା ଅନୁପସ୍ଥିତ ରହିଲେ ବାପାମାଆଙ୍କୁ ଜେଲ୍ !

ଏମିତି ଏକ ସ୍କୁଲ୍ ଯେଉଁଠି ଅଛି ବିଚିତ୍ର ନିୟମ। ଏଠି ପିଲା ସ୍କୁଲକୁ ନ ଆସିବାର ଦଣ୍ଡ ସାଙ୍ଘାତିକ ହୋଇଥାଏ। ଏହି ଦଣ୍ଡ ପିଲାଙ୍କୁ ନୁହେଁ, ବାପାମାଆଙ୍କୁ ମିଳେ।

rare child born with genetic disorder looking like alien
Rare child born: ଜନ୍ମ ହେଲା ଅଦ୍ଭୁତ ଶିଶୁ; ଦେଖିବାକୁ ଅବିକଳ ଏଲିଅନ୍

ଏକ ନବଜାତ ଶିଶୁର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପିଲାଟି ଦେଖିବାକୁ ଅବିକଳ ଏଲିଅନ୍ ପରି। ଯାହାକୁ ଦେଖିଲେ ଆପଣଙ୍କ ଧୈର୍ଯ୍ୟ ରହିବ ନାହିଁ।

A store hangs from a large cliff
Viral: ୩୯୩ ଫୁଟ ଉପରେ ଝୁଲୁଛି ଦୋକାନ; ଲୋକେ ପାଣିବୋତଲ, ସ୍ନାକ୍ସ କିଣୁଛନ୍ତି

ଏପରି ଏକ ଦୋକାନ ଅଛି, ଯାହା ୩୯୩ ଫୁଟ ଉଚ୍ଚରେ ଏକ ପାହାଡ ଉପରେ ଝୁଲୁଛି। ଲୁହାର କ୍ଲାମ୍ପ୍ ସାହାଯ୍ୟରେ ଏହି ଦୋକାନକୁ ଟଙ୍ଗାଯାଇଛି। କେଉଁମାନେ ସାଜୁଛନ୍ତି ଏହାର ଗ୍ରାହକ, ଆସନ୍ତୁ ଜାଣିବା।

teacher teaching good touch bad touch to kids in class
Viral Video: ଏମିତି ଶିକ୍ଷୟିତ୍ରୀଙ୍କୁ ମାନିବାକୁ ପଡିବ ପିଲାମାନଙ୍କୁ ଶିଖେଇଦେଲେ ଗୁଡ୍ ଟଚ୍ ଏବଂ ବ୍ୟାଡ୍ ଟଚ୍‌ କ’ଣ

ସମ୍ପ୍ରତି ଜଣେ ଶିକ୍ଷୟିତ୍ରୀଙ୍କ ଏକ ଭିଡିଓ ଭାଇରାଲ ହେଉଛି ଯିଏ ପିଲାମାନଙ୍କୁ ଗୁଡ୍ ଟଚ୍ ଏବଂ ବ୍ୟାଡ୍ ଟଚ୍‌ ବିଷୟରେ ଶିକ୍ଷା ଦେଉଛନ୍ତି। ଏହା ମଧ୍ୟ ସବୁ ପିଲା ଜାଣିବା ଦରକାର। ନହେଲେ ସେମାନଙ୍କୁ ଏ ସମାଜରେ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡିପାରେ।

Monkey cycling try to kidnap baby viral video
Viral Video: ସାଇକେଲ୍ ଚଢି ଆସିଲା ମାଙ୍କଡ, ପିଲାଟିକୁ ଘୋଷାଡ଼ି ନେଲା...

ଆଜିକାଲି ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି, ଯେଉଁଥିରେ ଏକ ମାଙ୍କଡ଼ ଏକ ସାଇକେଲ୍ ଚଢି ଆସୁଛି ଆଉ ଏକ ମଣିଷ ଛୁଆକୁ ଅପହରଣ କରିବାକୁ ଚେଷ୍ଟା କରୁଛି। ଭାଗ୍ୟ ଭଲ ପିଲାଟି ରକ୍ଷା ପାଇଯାଇଛି।

Adolf Hitler pencil expected to sell at 82 lakh rupees
ବିକ୍ରି ହେବ ହିଟ୍‌ଲର୍‌ଙ୍କ ପେନ୍‌ସିଲ୍; ଏତେ ଲକ୍ଷରେ ହୋଇପାରେ ବିକ୍ରି

ନିଷ୍ଠୁର ଏକଛତ୍ରବାଦୀ ଶାସକମାନଙ୍କ ମଧ୍ୟରେ ହିଟ୍‌ଲର୍‌ଙ୍କୁ ଗଣନା କରାଯାଏ। ଏକ ନିଲାମ ପ୍ରତିଷ୍ଠାନ ହିଟଲରଙ୍କ ପେନ୍‌ସିଲ୍‌କୁ ନିଲାମ କରିବାକୁ ଘୋଷଣା କରିଛି। ଲକ୍ଷାଧିକ ଟଙ୍କାରେ ହୋଇପାରେ ବିକ୍ରି।

Woman started pet food bank and helps 200 owners
ପୋଷା ପଶୁଙ୍କ ପାଇଁ ଯୁବତୀ କଲେ ଫୁଡ୍ ବ୍ୟାଙ୍କ୍; ୨୦୦ ମାଲିକ ହେଲେ ଉପକୃତ

୨୪ ବର୍ଷର ଯୁବତୀ ପୋଷା ପଶୁମାନଙ୍କୁ ସହଯୋଗ କରିବା ନେଇ ଏକ ଫୁଡ୍ ବ୍ୟାଙ୍କ୍ କରିଛନ୍ତି। ଯେଉଁ ମାଲିକମାନେ ସେମାନଙ୍କ ଗୃହପାଳିତ ପଶୁଙ୍କ ପାଇଁ ଖର୍ଚ୍ଚ କରି ନ ପାରୁଛନ୍ତି ସେମାନେ ଏଥିରେ ଉପକୃତ ହେବେ।

Guinness world record for oldest living siblings 4 sisters
ରେକର୍ଡ କଲେ ଚାରି ଭଉଣୀ: ବୟସ ମିଶି ୩୮୯

ରେକର୍ଡ କରିବା ପାଇଁ ସାଧନା ଓ ପରିଶ୍ରମର ଆବଶ୍ୟକତା ଥିବାବେଳେ ଏମିତି ଚାରି ଭଉଣୀଙ୍କ ପାଖକୁ ସୁଯୋଗ ଆପେ ଆପେ ଆସିଯାଇଛି। ସବୁଠାରୁ ଅଧିକ ବର୍ଷ ବଞ୍ଚିବା ନେଇ ସେମାନେ ରେକର୍ଡ କରିଛନ୍ତି। ଆସନ୍ତୁ ଜାଣିବା ଏମାନେ କିଏ…

Woman had 41 lakh in her purse for over a month with no idea
ପର୍ସରେ ଧରି ବୁଲୁଥିଲେ ୪୧ ଲକ୍ଷ ଟଙ୍କା; ମହିଳାଙ୍କୁ ନଥିଲା ଜଣା

ପର୍ସରେ ଥିଲା ୪୧ ଲକ୍ଷ ଟଙ୍କା। ଏହାକୁ ମାସ ମାସ ଧରି ବୁଲୁଥିଲେ ବି ମହିଳାଙ୍କୁ ଜଣା ନଥିଲା। ଯେତେବେଳେ ଜାଣିଲେ ସେ ଖୁସିରେ ପାଗଳ ହୋଇଗଲେ। କିଏ ଏହି ମହିଳା ଆଉ କେଉଁଠିକାର ଜାଣିବା ପାଇଁ ପଢନ୍ତୁ।

NASA warns as giant asteroid may hit earth on 18 august
NASA : ଅଗଷ୍ଟ ୧୮ରେ ପୃଥିବୀକୁ ଧକ୍କା ଦେବ ବଡ ଉଲ୍‌କା ପିଣ୍ଡ!

ପୃଥିବୀ ଆଡକୁ ମାଡିଆସୁଛି କି ବଡ ବିପଦ। ଅଗଷ୍ଟ ୧୮ରେ ପୃଥିବୀ ସହ ଧକ୍କା ଖାଇପାରେ ଏକ ବଡ ଉଲ୍‌କା ପିଣ୍ଡ। ଏମିତି ଭୟଙ୍କର ସୂଚନା ଦେଇଛି ନାସା(NASA)।

Female bus driver meet law student ann mary
ବିନା ଦରମାରେ ଯାତ୍ରୀଙ୍କୁ ବସ୍‌ରେ ନେଇ ଯାଉଛନ୍ତି ଏହି ଯୁବତୀ

ଡ୍ରାଇଭିଂ କ୍ଷେତ୍ରରେ ଝିଅମାନେ ମଧ୍ୟ କାହାଠାରୁ କମ୍ ନୁହଁନ୍ତି। ଆଜିର ଯୁଗରେ ମହିଳାମାନେ କେବଳ ସେମାନଙ୍କ ସୁବିଧା ପାଇଁ କାର୍‌ କିମ୍ବା ବାଇକ୍ ଚଳଉ ନାହାନ୍ତି, ବରଂ କ୍ୟାରିଅର୍ ଭାବରେ ବିମାନ, ଟ୍ରେନ୍ କିମ୍ବା ଅଟୋ ରିକ୍ସା ମଧ୍ୟ ଚଳଉଛନ୍ତି। ଆସନ୍ତୁ ଜାଣିବା ଏମିତି ଜଣେ ଯୁବତୀଙ୍କ ବିଷୟରେ ଯିଏ ଭାରୀ ଯାନ ଚଳାଇବାରେ ମାହିର।

90 year old grandma who cooks food for 120 stray dogs everyday
୯୦ ବର୍ଷର ଜେଜେମା’ ନିଜେ ରୋଷେଇ କରି ୧୨୦ ବୁଲା କୁକୁରଙ୍କୁ ଖୁଆନ୍ତି

ବୟସ ତାଙ୍କୁ ୯୦, ତଥାପି ହାରିଯାଇନି ମନ। ୧୨୦କୁ ଅଧିକ ବୁଲା କୁକୁରଙ୍କ ପାଇଁ ତାଙ୍କ ହୃଦୟ କାନ୍ଦିଉଠେ। ପ୍ରତିଦିନ ସୂର୍ଯ୍ୟ ନ ଉଠିବା ଆଗରୁ ସେ ଉଠି ପଡନ୍ତି ଆଉ ସେମାନଙ୍କ ପାଇଁ ରୋଷେଇ କରନ୍ତି। ଆସନ୍ତୁ ଜାଣିବା କୁକୁର ପ୍ରେମୀ ଏହି ଆଇମା’ର କାହାଣୀ।

Mother of 12 children wants more babies
୧୨ ସନ୍ତାନର ମା’ ହୋଇ ବି ସନ୍ତୁଷ୍ଟ ନୁହନ୍ତି ଏହି ମହିଳା

ମା’ ହେବା ଆନନ୍ଦ ସତ କିନ୍ତୁ ଏହା କେତେ ଯନ୍ତ୍ରଣାଦାୟକ ତାହା ଅନୁଭବୀ ହିଁ ଜାଣେ। ଆଜିର ମହିଳାମାନେ ଗୋଟିଏ ସନ୍ତାନରେ ସନ୍ତୁଷ୍ଟ ହୋଇଯାଉଥିବା ବେଳେ ଏମିତି ବି ଜଣେ ମହିଳା ଅଛନ୍ତି ଯିଏ ୧୨ ସନ୍ତାନର ଜନନୀ ହୋଇ ବି ସନ୍ତୁଷ୍ଟ ନାହାନ୍ତି।

Viral man makes tattoo on eyes using injection already had 60 tattoos on body
ଆଖି, କାନ, ନାକ,କାନ ଚାରିଆଡ଼େ ଟାଟୁ: ଚିତ୍ରବିଚିତ୍ର ଦେଖାଯାଉଛନ୍ତି ଏହି ଯୁବକ

ଯେଉଁଠି ଦେଖିଲେ ଖାଲି ଟାଟୁ ହିଁ ଟାଟୁ । ଆଖିରେ ଟାଟୁ କରି ଚର୍ଚ୍ଚାକୁ ଆସିଛନ୍ତି ଏହି ଯୁବକ...