ଏହି ଭାଇରାଲ୍ ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ପିଲା କିପରି ନିଜ ହାତକୁ ଆଗକୁ, ପଛକୁ ଏବଂ ପ୍ରତ୍ୟେକ ଦିଗକୁ ବଙ୍କା କରିଦେଇ ପାରୁଛନ୍ତି। ଏଭଳି ଦକ୍ଷତା ହାସଲ କରିବା ଅନ୍ୟ କାହା ପାଇଁ ଆଦୌ ସମ୍ଭବ ନୁହେଁ। ଆପଣ ପୂର୍ବରୁ ହୁଏତ ଅନ୍ୟ କୌଣସି ବ୍ୟକ୍ତିଙ୍କଠାରେ ଏପରି ପ୍ରତିଭା କ୍ୱଚିତ୍ ଦେଖିଥିବେ।
ଏମିତି ଏକ ସ୍କୁଲ୍ ଯେଉଁଠି ଅଛି ବିଚିତ୍ର ନିୟମ। ଏଠି ପିଲା ସ୍କୁଲକୁ ନ ଆସିବାର ଦଣ୍ଡ ସାଙ୍ଘାତିକ ହୋଇଥାଏ। ଏହି ଦଣ୍ଡ ପିଲାଙ୍କୁ ନୁହେଁ, ବାପାମାଆଙ୍କୁ ମିଳେ।
ଏକ ନବଜାତ ଶିଶୁର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପିଲାଟି ଦେଖିବାକୁ ଅବିକଳ ଏଲିଅନ୍ ପରି। ଯାହାକୁ ଦେଖିଲେ ଆପଣଙ୍କ ଧୈର୍ଯ୍ୟ ରହିବ ନାହିଁ।
ଏପରି ଏକ ଦୋକାନ ଅଛି, ଯାହା ୩୯୩ ଫୁଟ ଉଚ୍ଚରେ ଏକ ପାହାଡ ଉପରେ ଝୁଲୁଛି। ଲୁହାର କ୍ଲାମ୍ପ୍ ସାହାଯ୍ୟରେ ଏହି ଦୋକାନକୁ ଟଙ୍ଗାଯାଇଛି। କେଉଁମାନେ ସାଜୁଛନ୍ତି ଏହାର ଗ୍ରାହକ, ଆସନ୍ତୁ ଜାଣିବା।
ସମ୍ପ୍ରତି ଜଣେ ଶିକ୍ଷୟିତ୍ରୀଙ୍କ ଏକ ଭିଡିଓ ଭାଇରାଲ ହେଉଛି ଯିଏ ପିଲାମାନଙ୍କୁ ଗୁଡ୍ ଟଚ୍ ଏବଂ ବ୍ୟାଡ୍ ଟଚ୍ ବିଷୟରେ ଶିକ୍ଷା ଦେଉଛନ୍ତି। ଏହା ମଧ୍ୟ ସବୁ ପିଲା ଜାଣିବା ଦରକାର। ନହେଲେ ସେମାନଙ୍କୁ ଏ ସମାଜରେ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡିପାରେ।
ଆଜିକାଲି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ଏକ ମାଙ୍କଡ଼ ଏକ ସାଇକେଲ୍ ଚଢି ଆସୁଛି ଆଉ ଏକ ମଣିଷ ଛୁଆକୁ ଅପହରଣ କରିବାକୁ ଚେଷ୍ଟା କରୁଛି। ଭାଗ୍ୟ ଭଲ ପିଲାଟି ରକ୍ଷା ପାଇଯାଇଛି।
ନିଷ୍ଠୁର ଏକଛତ୍ରବାଦୀ ଶାସକମାନଙ୍କ ମଧ୍ୟରେ ହିଟ୍ଲର୍ଙ୍କୁ ଗଣନା କରାଯାଏ। ଏକ ନିଲାମ ପ୍ରତିଷ୍ଠାନ ହିଟଲରଙ୍କ ପେନ୍ସିଲ୍କୁ ନିଲାମ କରିବାକୁ ଘୋଷଣା କରିଛି। ଲକ୍ଷାଧିକ ଟଙ୍କାରେ ହୋଇପାରେ ବିକ୍ରି।
୨୪ ବର୍ଷର ଯୁବତୀ ପୋଷା ପଶୁମାନଙ୍କୁ ସହଯୋଗ କରିବା ନେଇ ଏକ ଫୁଡ୍ ବ୍ୟାଙ୍କ୍ କରିଛନ୍ତି। ଯେଉଁ ମାଲିକମାନେ ସେମାନଙ୍କ ଗୃହପାଳିତ ପଶୁଙ୍କ ପାଇଁ ଖର୍ଚ୍ଚ କରି ନ ପାରୁଛନ୍ତି ସେମାନେ ଏଥିରେ ଉପକୃତ ହେବେ।
ରେକର୍ଡ କରିବା ପାଇଁ ସାଧନା ଓ ପରିଶ୍ରମର ଆବଶ୍ୟକତା ଥିବାବେଳେ ଏମିତି ଚାରି ଭଉଣୀଙ୍କ ପାଖକୁ ସୁଯୋଗ ଆପେ ଆପେ ଆସିଯାଇଛି। ସବୁଠାରୁ ଅଧିକ ବର୍ଷ ବଞ୍ଚିବା ନେଇ ସେମାନେ ରେକର୍ଡ କରିଛନ୍ତି। ଆସନ୍ତୁ ଜାଣିବା ଏମାନେ କିଏ…
ପର୍ସରେ ଥିଲା ୪୧ ଲକ୍ଷ ଟଙ୍କା। ଏହାକୁ ମାସ ମାସ ଧରି ବୁଲୁଥିଲେ ବି ମହିଳାଙ୍କୁ ଜଣା ନଥିଲା। ଯେତେବେଳେ ଜାଣିଲେ ସେ ଖୁସିରେ ପାଗଳ ହୋଇଗଲେ। କିଏ ଏହି ମହିଳା ଆଉ କେଉଁଠିକାର ଜାଣିବା ପାଇଁ ପଢନ୍ତୁ।
ପୃଥିବୀ ଆଡକୁ ମାଡିଆସୁଛି କି ବଡ ବିପଦ। ଅଗଷ୍ଟ ୧୮ରେ ପୃଥିବୀ ସହ ଧକ୍କା ଖାଇପାରେ ଏକ ବଡ ଉଲ୍କା ପିଣ୍ଡ। ଏମିତି ଭୟଙ୍କର ସୂଚନା ଦେଇଛି ନାସା(NASA)।
ଡ୍ରାଇଭିଂ କ୍ଷେତ୍ରରେ ଝିଅମାନେ ମଧ୍ୟ କାହାଠାରୁ କମ୍ ନୁହଁନ୍ତି। ଆଜିର ଯୁଗରେ ମହିଳାମାନେ କେବଳ ସେମାନଙ୍କ ସୁବିଧା ପାଇଁ କାର୍ କିମ୍ବା ବାଇକ୍ ଚଳଉ ନାହାନ୍ତି, ବରଂ କ୍ୟାରିଅର୍ ଭାବରେ ବିମାନ, ଟ୍ରେନ୍ କିମ୍ବା ଅଟୋ ରିକ୍ସା ମଧ୍ୟ ଚଳଉଛନ୍ତି। ଆସନ୍ତୁ ଜାଣିବା ଏମିତି ଜଣେ ଯୁବତୀଙ୍କ ବିଷୟରେ ଯିଏ ଭାରୀ ଯାନ ଚଳାଇବାରେ ମାହିର।
ବୟସ ତାଙ୍କୁ ୯୦, ତଥାପି ହାରିଯାଇନି ମନ। ୧୨୦କୁ ଅଧିକ ବୁଲା କୁକୁରଙ୍କ ପାଇଁ ତାଙ୍କ ହୃଦୟ କାନ୍ଦିଉଠେ। ପ୍ରତିଦିନ ସୂର୍ଯ୍ୟ ନ ଉଠିବା ଆଗରୁ ସେ ଉଠି ପଡନ୍ତି ଆଉ ସେମାନଙ୍କ ପାଇଁ ରୋଷେଇ କରନ୍ତି। ଆସନ୍ତୁ ଜାଣିବା କୁକୁର ପ୍ରେମୀ ଏହି ଆଇମା’ର କାହାଣୀ।
ମା’ ହେବା ଆନନ୍ଦ ସତ କିନ୍ତୁ ଏହା କେତେ ଯନ୍ତ୍ରଣାଦାୟକ ତାହା ଅନୁଭବୀ ହିଁ ଜାଣେ। ଆଜିର ମହିଳାମାନେ ଗୋଟିଏ ସନ୍ତାନରେ ସନ୍ତୁଷ୍ଟ ହୋଇଯାଉଥିବା ବେଳେ ଏମିତି ବି ଜଣେ ମହିଳା ଅଛନ୍ତି ଯିଏ ୧୨ ସନ୍ତାନର ଜନନୀ ହୋଇ ବି ସନ୍ତୁଷ୍ଟ ନାହାନ୍ତି।
ଯେଉଁଠି ଦେଖିଲେ ଖାଲି ଟାଟୁ ହିଁ ଟାଟୁ । ଆଖିରେ ଟାଟୁ କରି ଚର୍ଚ୍ଚାକୁ ଆସିଛନ୍ତି ଏହି ଯୁବକ...