ରାଷ୍ଟ୍ରପତି ଭବନ ଘେରାଉ କରି ସୁଇମିଂପୁଲ୍ରେ ଗାଧୋଇଲେ ଆନ୍ଦୋଳନକାରୀ...
ଶ୍ରୀଲଙ୍କାର ଆର୍ଥିକ ସଂକଟ ନେଇ ଦେଶବାସୀ ରାଷ୍ଟ୍ରପତି ଭବନ ଘେରାଉ କରିଛନ୍ତି । ଯାହା ପରେ ରାଷ୍ଟ୍ରପତି ଗୋଟାବାୟା ଆଜି ଦେଶ ଛାଡି ପଳାୟନ କରିଥିବା ସୂଚନା ମିଳିଛି । ଏମିତିକି ରାଷ୍ଟ୍ରପତି ଭବନରେ ପଶି ଆନ୍ଦୋଳନକାରୀମାନେ ସୁଇମିଂପୁଲ୍ରେ ଗାଧୋଇବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି...ଦେଖନ୍ତୁ କିଛି ଝଲକ....
ବାସଭବନ ଘେରିଲେ ପ୍ରତିବାଦକାରୀ, ଦେଶ ଛାଡି ପଳାଇଲେ ରାଷ୍ଟ୍ରପତି...
ଟେଲିଭିଜନରେ ଭାଷଣ ଦେବା ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଟେଲିପ୍ରମ୍ପଟରରେ ଲେଖା ହୋଇଥିବା ନିର୍ଦ୍ଦେଶକୁ ଭୁଲ୍ରେ ପଢ଼ି ଦେଇଥିଲେ। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।
ମନ ବଦଳାଇ ଡିଲ୍ରୁ ଓହରିଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କ..
ସିଞ୍ଜୋ ଆବେଙ୍କ ମୃତ୍ୟୁ ପରେ ଜାପାନରେ ୯ ଜୁଲାଇ (ଶନିବାର) ଦିନ ଜାତୀୟ ଶୋକ ପାଳନ ନେଇ ଘୋଷଣା କରାଯାଇଛି ।
ଗୁଳିମାଡ଼ରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମୃତ୍ୟୁ ଘଟିଛି। ଏକ ସଭାରେ ଭାଷଣ ଦେବା ବେଳେ ସିଞ୍ଜୋ ଆବେଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା।
ଉଗାଣ୍ଡାରେ ଏତେ ପରିମାଣର ସୁନାର ସନ୍ଧାନ ମିଳିଛି ଯାହା ସାରା ବିଶ୍ୱରେ ମିଳିଥିବା ସୁନାର ୧୧୫ ପ୍ରତିଶତରୁ ଅଧିକ..
ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଉପରକୁ ବିଚ୍ ରାସ୍ତାରେ ଗୁଳିମାଡ଼ ହୋଇଛି। ଫଳରେ ଗୁଳି ଯାଇ ସିଧା ସିଞ୍ଜୋଙ୍କ ଛାତିରେ ବାଜିଥିଲା।
ଭାରତୀୟ ବଂଶୋଦ୍ଭବ ହୋଇପାରନ୍ତି ବିଟ୍ରେନର ପ୍ରଧାନମନ୍ତ୍ରୀ । ଋଷି ସୁନକ୍ ବୋରିସ୍ ଜନସନଙ୍କ ଉତ୍ତରାଧିକାରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ନିଜ ପଦରୁ ଇସ୍ତଫା ଦେଇଛନ୍ତି..
ଇସ୍ତଫା ଦେବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ। ମନ୍ତ୍ରିମଣ୍ଡଳରେ ବିଦ୍ରୋହ ପରେ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ଇସ୍ତଫା ଦେବାକୁ ରାଜି ହୋଇଯାଇଛନ୍ତି। ଏ ନେଇ ବ୍ରିଟିଶ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।
୨୦୨୪ରେ ନାସା ଚନ୍ଦ୍ରର କକ୍ଷକୁ ମଣିଷ ପଠାଇବ।
ଫ୍ରିଡମ ଡେ ପରେଡରେ ଆତତୀୟର ଆଖିବୁଜା ଗୁଳିମାଡ଼ରେ ରକ୍ତରଞ୍ଜିତ ହେଲା ଚିକାଗୋ....
ଶ୍ରୀଲଙ୍କାରେ ରାଜନୈତିକ ଅସ୍ଥିରତା ମଧ୍ୟରେ ସରକାର ବଦଳି ଯାଇଛନ୍ତି ସତ, ହେଲେ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରିନାହିଁ। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ଏବେ ସ୍କୁଲ୍ ବନ୍ଦ ରଖିବା ଲାଗି ନିଷ୍ପତ୍ତି ନିଆଯାଇଛି।
କାଳିଆ ଭାବରେ ଭାବବିହ୍ୱଳ ହୋଇଛନ୍ତି ଦେଶ ବିଦେଶର ଅନେକ ଶ୍ରଦ୍ଧାଳୁ...
କୁମ୍ଭୀରକୁ ବାହା ହେଲେ ମେୟର...ହେଲେ କାହିଁକି ?
ଅତିରିକ୍ତ ଆୟ ପାଇଁ ସ୍ୱାମୀଙ୍କୁ ଭଡ଼ାରେ ଲଗାଇଲେ ମହିଳା ।
କ୍ରେନ୍ରୁ ଗୋଟିଏ ଟାଙ୍କି ଖସି ପଡ଼ିବା ଫଳରେ ଉପୁଜିଥିଲା ଭୟଙ୍କର ସ୍ଥିତି। ଏଥିରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୫୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି।
ସପିଙ୍ଗ୍ ସେଣ୍ଟରରେ ଯେତେବେଳେ କ୍ଷେପଣାସ୍ତ୍ର ମାଡ଼ ହେଲା, ସେତେବେଳେ ସେଠାରେ ପ୍ରାୟ ହଜାରେରୁ ଅଧିକ ଲୋକ ଥିଲେ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସ୍କି କହିଛନ୍ତି। ଏହାର ବହୁ ଭୟଙ୍କର ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି।
୨୦୦୯ରେ ଖୋଲା ଦେହରେ ଫଟୋ ଉଠାଇଥିଲେ ପୁଟିନ୍, ଆଉ ସେହି ଫଟୋ ପାଇଁ ସେ ଏବେ ସମାଲୋଚନାର ଶିକାର ହୋଇଛନ୍ତି ।
ରୁଷିଆର ଲୁହାନସ୍କ ଅଂଚଳରେ ଭୂପୃଷ୍ଠରୁ ଆକାଶମାର୍ଗକୁ ଏକ ମିସାଇଲ ବୁମେରାଂ ପାଲଟି ପୁଣି ଫେରି ଆସିଛି ।
ପାକିସ୍ତାନରେ ସଙ୍କଟ । କେବେ ଚା ପିଆ କମାଇବାକୁ କୁହାଯାଉଥିବା ବେଳେ ଏବେ ଏସି କମା କରି ଲଗାଇବାକୁ କର୍ମଚାରୀକୁ ଅନୁରୋଧ କରାଯାଇଛି ।
ରିକ୍ଟର ସ୍କେଲ୍ରେ ଭୂକମ୍ପର ତୀବ୍ରତା ୬.୧ ରେକର୍ଡ କରାଯାଇଛି। ଏଥିରେ ୨୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି।
ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଙ୍ଘେ ଅଷ୍ଟ୍ରେଲିଆ ସରକାରଙ୍କୁ ଓଷଧ, ଖାଦ୍ୟ ଓ ସାରା ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ଅପିଲ୍ କରିଛନ୍ତି